ନମସ୍କାର ଦର୍ଶକବନ୍ଧୁ ଓଲିଉଡ଼ର ସୁପର ଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କୁ କିଏ ବା ନଜାଣେ ତେବେ ମାମା ମିଶ୍ରଙ୍କୁ ଓଲିଉଡ଼ ଅଭିନେତା ସିଦ୍ଧାନ୍ତ ମହାପାତ୍ର କାହିଁକି ହାତ ଯୋଡ଼ିଲେ ତେବେ ଆସନ୍ତୁ ଜାଣିବା |ସିଦ୍ଧାନ୍ତଙ୍କ ସୁନ୍ଦରତା ବିଷୟରେ ଅବର୍ଣ୍ଣନନୀୟ ଓଲିଉଡ଼ ଜଗତରେ ଯେତେ କଳାକାର ଅଛନ୍ତି ତାଙ୍କ ବିଷୟରେ ଆପଣ ଯେତେ କହିଲେ କମ ହେବ ନାହିଁ |ଲବେ ଦଶକରୁ ତାଙ୍କୁ ଦେଖିଲେ ଲୋକମାନଙ୍କ ଆଖି ଲାଖି ଯାଉଥିଲା ଆଜି ପର୍ଯ୍ୟନ୍ତ ମଧ୍ୟ ଲୋକମାନେ ତାଙ୍କ ଅଭିନୟ ଦେଖିବାକୁ ବହୁତ ପସନ୍ଦ କରନ୍ତି |
ସବୁ ଝିଅ ପାଗଳ ହୁଅନ୍ତି ଦେଖି ସିଦ୍ଧାନ୍ତଙ୍କ ସୌନ୍ଦର୍ଯ୍ୟରେ ବାସ୍ତବରେ ସିଦ୍ଧାନ୍ତଙ୍କ ଭଳି ହିରୋ ଆମ ଓଡିଶା ପାଇଛି ଏହା ଓଲିଉଡ଼ ଜଗତ ପାଇଁ ଗର୍ବ ଏବଂ ଗୌରବର କଥା |ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ମେଗା ଷ୍ଟାର ସିଦ୍ଧାନ୍ତ ମହାପାତ୍ର ସାରା ଓଡ଼ିଶାର ଘରେ ଘରେ ସୁପରିଚିତ ହୋଇ ପାରିଛନ୍ତି ତେବେ ତାଙ୍କର ଅନେକ ସିନେମା ସୁପର ହିଟ କରିଦେଇଛି |
ସିଦ୍ଧାନ୍ତ ମହାପାତ୍ର ରଚନା ବାନାର୍ଜୀ ଙ୍କୁ ପ୍ରେମ କରୁଥିଲେ ଏବଂ କିଛି ବୁଝା ବଣା ଭୁଲ ହେତୁ ଦୁହେଁ ପରସ୍ପର ଅଲଗା ହୋଇଯାଇଥିଲେ ଏବଂ ସିଦ୍ଧାନ୍ତ ତାପରେ ମାମା ମିଶ୍ରଙ୍କୁ ବିବାହ କରିଥିଲେ |ତେବେ ମାମା ମିଶ୍ରଙ୍କୁ କାହିଁକି କ୍ଷମା ମାଗିଲେ ଓଲିଉଡ଼ ଅଭିନେତା ସିଦ୍ଧାନ୍ତ ମହାପାତ୍ର |ଝିଲିକ ମୋସନର ପିକ୍ଚରର ଆସିବାକୁ ଯାଉଛି
ଏକ ନୂଆ ଆଲବମ ସେ ଆଲବମରେ ଓଡ଼ିଆ ଅଭିନେତା ସିଦ୍ଧାନ୍ତ ମହାପାତ୍ର ମାମା ମିଶ୍ରଙ୍କୁ କ୍ଷମା ମାଗୁଛନ୍ତି ତେବେ ପୂର୍ବରୁ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଅନେକ ଅଭିନୟ କରି ବେଶ ଲୋକପ୍ରିୟତା ହାସଲ କରିଛନ୍ତି ତେବେ ଏ ଯେଉଁ ଫୋଟ ଆପଣ ଦେଖୁଛନ୍ତି ତାହା ଆସିବାକୁ ଯାଉଛି ଝିଲିକ ମୋସନର ଆଉ ଏକ ନୂଆ ପିକ୍ଚର |