ନମସ୍କାର ଦର୍ଶକବନ୍ଧୁ ଭାରତରେ କରୋନାର ନୂଆ ଷ୍ଟ୍ରେନ ମୁମ୍ବାଇରେ ଚିହ୍ନଟ ହେଲା ଏରିଶ ଭାଇରସ କରୋନା ଭଳି ତାଣ୍ଡବ ରଚିବ କି ଏହି ଭାଇରସ ସତର୍କ କରାଇଲା WHO ପୁଣି ପ୍ରଳୟ ରଚିବ କି କରୋନାର ନୂଆ ଭାଇରସ କରୋନା ନାଁ ଶୁଣିଲେ ଲୋକଙ୍କ ମନ ଭିତରେ ଛନକା ପଶି ଯାଉଛି ପୁଣି ଥରେ ଆଖି ସାମ୍ନାକୁ ଚାଲି ଆସୁଛି ସେହି ବିକଟାଳ ଚିତ୍ର କରୋନାର ତାଣ୍ଡବରେ ଓଡିଶା ସମେତ ଭାରତରେ ଚାଲି ଯାଇଥିଲା ଲକ୍ଷ ଲକ୍ଷ ନିରୀହଙ୍କ ଜୀବନ ମା ଦେଖୁଥିଲା ପୁଅର ଶବ ହେଲେ ଭୟରେ କେହି ବି ପୁଅକୁ ଛୁଁଇବାକୁ ଦେଉନଥିଲେ ଚାହୁଁ ଚାହୁଁ ସ୍ୱାମୀ ଆଗରେ ଆଖି ବୁଜିଦେଉଥିଲା |
ସ୍ତ୍ରୀ ପୁଣି କେଉଁଠି ବାପା ଆଗରେ ଚାଲି ଯାଉଥିଲା ପୁଅର ଜୀବନ ମା ହରାଇଥିଲା ତା ପୁଅକୁ ପୁଣି କେଉଁଠି ପୁଅ ତା ବାପା ମା କୁ ହରାଇ ଅନାଥ ପାଲଟି ଯାଇଥିଲା କେବଳ ସେତିକି ନୁହେଁ କରୋନା ପ୍ରକୃତରେ ଧ୍ବଂସ କରି ଦେଇଛି ସମ୍ପୂର୍ଣ୍ଣ ପରିବାରକୁ ଏମିତି ଖାଲି ପଡ଼ିଛି ଅନେକ ଘର |ଏହି ଭଳି ପରିସ୍ଥିତି ଗଲା ପରେ ବ୍ରିଟେନ ରୁ ପୁଣି ମାଡ଼ି ଆସୁଛି କରୋନାର ନୂଆ ଷ୍ଟ୍ରେନ |ଏବେ କରୋନାର ନୂଆ ଷ୍ଟ୍ରେନ ଏରିଶ ଭାଇରସ ମୁମ୍ବାଇରେ ଚିହ୍ନଟ ହୋଇଥିବା ବେଳେ ଲୋକଙ୍କ ମନରେ ସୃଷ୍ଟି ହୋଇଛି ଭୟଙ୍କର ଆତଙ୍କ |
ନିକଟରେ ଆମେରିକାରେ କୋଭିଡ ବୃଦ୍ଧି ଦ୍ରୁତଗାମୀରେ ଦେଖିବାକୁ ମିଳିଛି |ବ୍ରିଟେରେ ଗତ ତିନି ମାସ ହେଲା କରୋନା ଭାଇରସର ଏହି ନୂଆ ଷ୍ଟ୍ରେନ ଅନେକ ଗୁଣା ବୃଦ୍ଧି ପାଇଲାଣି କରୋନାର ନୂଆ ଭାଇରସ ଏରିଶ କାରଣରୁ ଏହି ଭାଇରସ ବଢୁଛି |ଏରିଶ ଭାଇରସ କାରଣରୁ ବ୍ରିଟେନରେ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି |
ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ସମୟରେ ଅଧିକ ଯୁବ ଵର୍ଗ ଏଥିରେ ସଂକ୍ରମିତ ହେଉଛନ୍ତି ଏହି ନୂଆ ଭେରିଆଣ୍ଟ ମହାରାଷ୍ଟ୍ରରେ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଥିବା ବେଳେ ସବୁଠି ଏବେ ଭୟର ମାହୋଲ |ଏହି ନୂଆ ଭେରିଆଣ୍ଟକୁ ନେଇ ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଷ୍ଟର ଜଣେ ଅଧିକାରୀ କହିଛନ୍ତି କୋଭିଡ ଭାଇରସରେ ଲଗାତାର ନିୟୁଟ୍ରେସନ ହୋଇଥିଲେ |
ଆଉ ନୂଆ ନୂଆ ଭେରିଆଣ୍ଟ ଆସି ଥାଆନ୍ତା ହେଲେ ଭେରିଆଣ୍ଟର ନୂଆ ସଂକ୍ରମଣ ହେଉ ନାହିଁ କିମ୍ବା ହସ୍ପିଟାଲରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ୁ ନାହିଁ |ଏମିତିରେ ଲୋକମାନଙ୍କୁ କୁହାଯାଉଛି ଯେ ଭୟଭୀତ ହେବାର କୌଣସି ଆବଶ୍ୟକ ନାହିଁ ତଥାପି ଲୋକମାନେ ସତର୍କ ହେବେ ବୋଲି ହସ୍ପିଟାଲର ଅଧିକାରୀ ମାନେ କହିଛନ୍ତି |