ହୃଦୟରୁ ବହୁତ ସଚ୍ଚୋଟ ହୋଇଥାଆନ୍ତି ଏହି ୨ନାମର jhia, ପୁରୁଷ ମାନେ ନିହାତି ଜାଣିବା ଦରକାର…

ନମସ୍କାର ଦର୍ଶକବନ୍ଧୁ ଆଜିର ବିଷୟରେ ଆମେ ଆପଣଙ୍କୁ ଏକ ସୁନ୍ଦର କଥା ବିଷୟରେ କହିବାକୁ ଯାଉଛୁ ଯେଉଁ ବିଷୟର ନାମ ହେଉଛି ହୃଦୟରୁ ବହୁତ ସଚୋଟ ହୋଇଥାଆନ୍ତି ଏହି ଦୁଇ ନାମର ଝିଅ |ତେବେ ବନ୍ଧୁଗଣ ବ୍ୟକ୍ତିଟିର ନାମର ପ୍ରଥମ ଅକ୍ଷର ତାର ବ୍ୟକ୍ତିତ୍ୱ ଅନେକ ସାରା ଗୁପ୍ତ ରହସ୍ୟ ଖୋଲି ଦେଇଥାଏ ଯେପରିକି ଆମେ ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ନାମ କରଣ କରାଯାଏ ଓ ବ୍ୟକ୍ତିର ପ୍ରଥମ ଅକ୍ଷର ଅନୁଯାଇ କୁଣ୍ଡଳୀ ଲେଖାଯାଏ ଠିକ ସେହିପରି କୌଣସି ବ୍ୟକ୍ତି ତାର ଜୀବନର ପ୍ରଥମ ଅକ୍ଷର ବହୁତ ମହତ୍ୱ ରଖିଥାଏ |ଆଜି ଆମେ ଆପଣଙ୍କୁ ଏମିତି ଦୁଇଟି ନାମର ଝିଅ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ହୃଦୟରୁ ବହୁତ ସଚୋଟ ହୋଇ ଥାଆନ୍ତି ସେହି ଝିଅ ମାନଙ୍କ ନାମ ଇଂରାଜୀ ଅକ୍ଷରରୁ ଆରମ୍ଭ ହୋଇଥାଏ ଯେଉଁମାନେ ହୃଦୟରୁ ବହୁତ ସଫା ହୋଇ ଥାଆନ୍ତି |

ତେବେ ପ୍ରଥମ ନାମ ହେଉଛି R -ଯଦି କେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ହୃଦୟରୁ ବହୁତ ସଫା ହୋଇଥାଆନ୍ତି ଏମାନେ ନିଜ ଦୁନିଆରେ ହଜିକି ରହି ଥାଆନ୍ତି ଏମାନଙ୍କୁ ସର୍ବଦା ଧନ ,ସମ୍ପତ୍ତି ଓ ଇଜ୍ଜତ ବହୁତ ପ୍ୟାର ହୋଇଥାଏ ଆମେ ଯଦି ସିଧା ସଳଖ କହିବା ଏମାନଙ୍କ ସ୍ୱପ୍ନର ଦ୍ୱାର ହିଁ ଏମାନଙ୍କୁ ସଫଳତାର ଶୀର୍ଷକୁ ନେଇ ଯାଇଥାଏ ଜରୁରୀ ପଡ଼ିଲେ ଏମାନେ ଅନ୍ୟମାନଙ୍କ ସାହାଯ୍ୟ ମଧ୍ୟ ନେଇ ଥାଆନ୍ତି ଏମାନଙ୍କ ଅନ୍ୟ ଏକ ଖାସ ଗୁଣ ହେଉଛି ଏମାନେ ସର୍ବଦା ନୂଆ ନୂଆ ଜିନିଷ ଖୋଜିବା ଲାଗି ରହି ଥାଆନ୍ତି ଏହି କାରଣ ପାଇଁ ସେହି ଝିଅ ମାନଙ୍କୁ ସେଠାରେ ସମୟ ବ୍ୟତୀତ କରିବା ପାଇଁ ପସନ୍ଦ ଆସିଥାଏ ଯେଉଁଠାରେ କିଛି ନୂଆ ଶିଖିବା ପାଇଁ ରହିଥିବ ଏମାନେ ଭରପୁର ଜ୍ଞାନ ପ୍ରାପ୍ତ ନେବେ |

ଦ୍ୱିତୀୟ ଅକ୍ଷର ହେଉଛି P -ଏହି ନାମର ଝିଅ ମାନେ ଯେଉଁ ଝିଅର ନାମ ଇଂରାଜୀର ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ହୃଦୟରୁ ବହୁତ କମଳ ହୋଇ ଥାଆନ୍ତି ଏମାନେ ହୃଦୟରୁ ବହୁତ ସଫା ହୋଇ ଥାଆନ୍ତି ଏହା ବ୍ୟତୀତ ଏମାନେ ମିଳି ମିଶି କାମ କରିବାକୁ ପସନ୍ଦ କରି ଥାଆନ୍ତି ଏମାନେ ଅନ୍ୟ ମାନଙ୍କୁ ଖୁସିରେ ରଖିବା ପାଇଁ ପୁରାପୁରି ପ୍ରୟାସ କରି ଥାଆନ୍ତି ଏହା ବ୍ୟତୀତ ଏମାନଙ୍କ ବିଚାରରେ ପବିତ୍ରତା ଝଲକି ଥାଏ ଏହା ଛଡ଼ା ଏମାନେ ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖି ଥାଆନ୍ତି ଏମାନେ ଦେଖିବାକୁ ବହୁତ ସୁନ୍ଦର ଏବଂ ଆକର୍ଷିତ ଅଟନ୍ତି | ଏମାନଙ୍କୁ ଭଲ ପାଇବା ପାଇଁ ମିଳିଥାଏ ସେହି ଭଲ ପାଇବାକୁ ସାମ୍ନା କରିବା ପାଇଁ ଏମାନଙ୍କୁ କଠିନ ପରିଶ୍ରମର ସାମ୍ନା କରିବାକୁ ପଡିଥାଏ |

Leave a Reply

Your email address will not be published. Required fields are marked *