ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ ସୁପର ଷ୍ଟାର ଅରିନ୍ଦମ ,ସାରା Odisha ମଧ୍ୟ ଆଶ୍ଚର୍ଯ୍ୟ ଏମିତି କଣ ହେଲା ଜାଣନ୍ତୁ ସମ୍ପୂର୍ଣ୍ଣ ଖବର |

ନମସ୍କାର ଦର୍ଶକବନ୍ଧୁ କଳିଙ୍ଗ ହସ୍ପିଟାଲରେ ଓଲିଉଡ଼ର ସୁପରଷ୍ଟାର ଅରିନ୍ଦମ ରାୟ ତେବେ କଣ ହେଇଚି ଓଲିଉଡ଼ ଷ୍ଟାର ଅରିନ୍ଦମ ମହାନ୍ତି ଙ୍କ ଆସନ୍ତୁ ଜାଣିବା |ଭୁବନେଶ୍ୱର ସ୍ଥିତ କଳିଙ୍ଗ ହସ୍ପିଟାଲରେ ପହଁଚି ଯାଇଛନ୍ତି ଅରିନ୍ଦମ ଙ୍କ ଘର ପରିବାରେ ଲୋକେ ତାଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି |ଚର୍ଚ୍ଚା ହେଉଛି ଯେ କଳିଙ୍ଗ ହସ୍ପିଟାଲରେ ତାଙ୍କର କୁଆଡ଼େ ଚିକିତ୍ସା ଚାଲିଛି ତାଙ୍କ ଦେହ ଅଚାନକ ଖରାପ ହେବା ପରେ ପହଁଚି ଯାଇଛନ୍ତି ଡାକ୍ତରମାନେ ତାଙ୍କ ବର୍ତ୍ତମାନ ଚିକିତ୍ସା ଚାଲିଛି ବୋଲି ଶୁଣିବାକୁ ମିଳୁଛି ତେବେ ତାଙ୍କର କଣ ହୋଇଛି ବର୍ତ୍ତମାନ ପର୍ଯ୍ୟନ୍ତ କିଛି ଜଣା ପଡ଼ିନାହିଁ |

ତାଙ୍କ ଦେହ ଗୁରୁତର ଅଛି ନା ଭଲ ଅଛି ତାହା କିଛି ଜଣା ପଡ଼ି ନାହଁ ଏମିତି ଖବର ସୋସିଆଲ ମେଡିଆରେ ଘୁରି ବୁଲୁଚି ଆଉ ସୋସିଆଲ ମେଡିଆରେ ଚର୍ଚ୍ଚା ହେବା ପରେ ଅରିନ୍ଦମଙ୍କ ସ୍ୱାସ୍ଥ୍ୟ କଣ ହୋଇଛି ତାଙ୍କର ଫ୍ୟାନ ମାନେ ବ୍ୟସ୍ତ ହୋଇ ପଡ଼ିଛନ୍ତି |ଓଲିଉଡ଼ ସୁପରଷ୍ଟାର ଅରିନ୍ଦମ ରାୟ କଳିଙ୍ଗ ହସ୍ପିଟାଲରେ ଅଛନ୍ତି ବୋଲି ସୋସିଆଲ ମେଡିଆରେ ଭାଇରଲ ହେଉଛି |

ଦୀର୍ଘ ଦୁଇ ବର୍ଷ ପରେ ଅରିନ୍ଦମଙ୍କ ଫିଲ୍ମ ଆସିବା ଜାଣି ଦର୍ଶକ ମାନେ ବେଶ ଖୁସି ଥିଲେ ଆଉ ଯେତେବେଳେ ଫ୍ୟାନ ମାନେ ଜାଣିଲେ ଅରିନ୍ଦମ କଳିଙ୍ଗ ହସ୍ପିଟାଲରେ ଅଛନ୍ତି ଦର୍ଶକମାନଙ୍କ ମନ ଖରାପ ହୋଇ ଯାଇଥିଲା ସେପଟେ ଅରିନ୍ଦମ ରାୟ ହସ୍ପିଟାଲରେ କେମିତି ଅଛନ୍ତି ବୋଲି ଜାଣିବାକୁ ଚାହୁଁ ଥିଲେ|

ଅରିନ୍ଦମ କିଛି ପ୍ରତିକ୍ରିୟା ଦେଇ ନାହାଁନ୍ତି ହେଲେ ଏଥିରୁ ଆମେ କହି ରଖୁଛୁ ଯେ ଆପଣମାନେ ଆଶ୍ଚର୍ଯ୍ୟ ହେବା ଦରକାର ନାହିଁ ଅରିନ୍ଦମଙ୍କ କିଛି ବି ଅସୁବିଧା ହୋଇ ନାହିଁ ସେ ଏବେ ସମ୍ପୂର୍ଣ୍ଣ ଭଲ ଅଛନ୍ତି ଏବେ ଅରିନ୍ଦମଙ୍କ ନୂଆ ଫିଲ୍ମ ଆସୁଛି |

ତାର ନାମ ହେଉଛି ରାମ ତେବେ ସେହି ଫିଲ୍ମର ସୁଟିଙ୍ଗ ପାଇଁ କଳିଙ୍ଗ ହସ୍ପିଟାଲ ଯାଇଛନ୍ତି ଅରିନ୍ଦମ ତେବେ ତାଙ୍କର ଏଭଳି କିଛି ଖବର ସୋସିଆଲ ମେଡିଆରେ ଭାଇରଲ ହେବାରେ ଲାଗିଛି |

Leave a Reply

Your email address will not be published. Required fields are marked *