ନମସ୍କାର ଦର୍ଶକବନ୍ଧୁ ଜ୍ୟୋତିଷ ଶାସ୍ତ୍ର ଚଳନ ଅନୁସାରେ ଗ୍ରହ ନକ୍ଷତ୍ର ମାନଙ୍କ ଚଳନ ଦ୍ୱାରା ଆମର ଜୀବନରେ ଓ ଭବିଷ୍ୟତରେ ଅନେକ କିଛି ବଦଳି ଆସିଥାଏ ଗ୍ରହର ଚଳନ ଯୋଗୁଁ ଆମର ଭାଗ୍ୟ ମଧ୍ୟ ବଦଳି ଥାଏ ତେବେ ଆଜି ଆମେ ଜାଣିବା ଗ୍ରହ ନକ୍ଷତ୍ର ଚଳନ ଯୋଗୁଁ କିଛି ରାଶିର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଅଛି ଯାହା ଫଳରେ ମାତା ଲକ୍ଷ୍ମୀଙ୍କ ଅପାର କୃପା ଦୃଷ୍ଟି ଏହି ରାଶିମାନଙ୍କ ଉପରେ ପଡ଼ିବାକୁ ଯାଉଛି ତେବେ ଚାଲନ୍ତୁ ଜାଣି ନେବା କଣ ସେହି ଭାଗ୍ୟଶାଳୀ ରାଶି ଗୁଡ଼ିକ |
ମେଷ ରାଶି -ଆଗାମୀ ଦିନ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭମୟ ରହିବ ଛୋଟ ଛୋଟ ଜିନିଷର ଧ୍ୟାନ ମଧ୍ୟ ଆପଣମାନେ ନେବେ ଘର ପରିବାରରେ ଆପଣଙ୍କ କୌଣସି ପ୍ରକାର ଚିନ୍ତା ରହିବ ନାହିଁ ପ୍ରେମୀ ଯୁଗଳ ମାନଙ୍କ ପାଇଁ ଦିନଟି ବହୁତ ଭଲ ରହିବ ବିବାହିତ ଲୋକମାନେ ନିଜର ଜୀବନ ସାଥୀଙ୍କ ଠାରୁ କିଛି ଉପଦେଶ ପାଇବେ ଜୀବନରେ ଆପଣଙ୍କ କିଛି ସମସ୍ୟା ଲାଗି ରହିପାରେ |
ସିଂହ ରାଶି -ଆଗାମୀ ସମୟ ଆପଣଙ୍କ ପାଇଁ ବହୁତ ଶୁଭ ରହିବ ସବୁ କାର୍ଯ୍ୟରେ ସଫଲତା ପ୍ରାପ୍ତି କରିବେ ପ୍ରେମୀ ଯୁଗଳଙ୍କ ପାଇଁ ଆଗାମୀ ଦିନ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି କୌଣସି ପ୍ରକାର ଶୁଭଫଳ ମଧ୍ୟ ଆପଣଙ୍କୁ ମିଳିପାରେ ଆସନ୍ତା କାଲି ଆପଣଙ୍କ ସନ୍ତାନ ମାନଙ୍କ ସହିତ ଖୁସିରେ ବ୍ୟତୀତ କରିବେ ବୈବାହିକ ଜୀବନରେ ଖୁସି ଆସିବ ସ୍ୱାସ୍ଥ୍ୟର ଅବସ୍ଥା ଅତ୍ୟନ୍ତ ଭଲ ରହିବ |
କନ୍ୟା ରାଶି -ଜୀବନରେ ବହୁତ ବଡ଼ ଶୁଭ କାର୍ଯ୍ୟ ଆପଣ କରିବାକୁ ଯାଉଛନ୍ତି ସବୁ କାର୍ଯ୍ୟକୁ ଆପଣ ମନ ଧ୍ୟାନ ଦେଇ କରନ୍ତୁ କାର୍ଯ୍ୟରେ ପରିଶ୍ରମର ନିଶ୍ଚିତ ଭାବରେ ଫଳ ମିଳିବ |ଶତ୍ରୁ ମାନଙ୍କ ଠାରୁ ସମସ୍ୟା ହୋଇପାରେ ତେଣୁ ନିଜର ଶତ୍ରୁ ଠାରୁ ସବୁବେଳେ ଦୂରେଇ ରୁହନ୍ତୁ ଆୟ ଆପଣଙ୍କ ବହୁତ ଭଲ ହେବ ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖନ୍ତୁ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବ |
ମିଥୁନ ରାଶି -ଏହି ରାଶିର ଲୋକମାନଙ୍କ ପାଇଁ ଏହି ମାସଟି ବହୁତ ଭଲ ରହିବ କୌଣସି ଏକ ପୁରୁଣା ସମ୍ପର୍କୀୟ ଲୋକଙ୍କ ସହିତ କଥାବାର୍ତ୍ତା ହୋଇପାରେ ଯାହାର ଫଳରେ ଆପଣଙ୍କୁ ପୁରୁଣା ସୃତି ମିଳିପାରେ |ତେବେ ସିଙ୍ଗଲ ଥିବା ଲୋକମାନଙ୍କ ପାଇଁ ଆସନ୍ତା କାଲି ତାଙ୍କ ଜୀବନରେ କେହି ନୂଆ ଲୋକ ଆସି ପାରନ୍ତି ପ୍ରେମ ସମ୍ପର୍କ ଆପଣଙ୍କ ବହୁତ ଭଲ ରହିବ ଦାମ୍ପତ୍ୟ ଜୀବନରେ କୌଣସି କଥାକୁ ନେଇ ଅଳ୍ପ କଳି ଝଗଡ଼ା ହୋଇପାରେ |
ମୀନ ରାଶି -ଏହି ରାଶିର ଲୋକଙ୍କ ସମୟ ବହୁତ ଶୁଭ ଚାଲିଛି ଆପଣ ଆପଣଙ୍କ ସମୟ ଘରେ ବ୍ୟତୀତ କରି ପାରନ୍ତି ସ୍ୱାସ୍ଥ୍ୟ ଅବସ୍ଥା ଆପଣଙ୍କ ଭଲ ରହିବ ନୂତନ ପ୍ରକାରର ଖାଦ୍ୟ ଖାଇବାକୁ ମିଳିବ | ପରିବାର ସଦସ୍ୟ ମାନଙ୍କ ସହିତ ଆପଣ ସମୟ ବିତାଇବେ ପରିବାରର ସମ୍ମାନ ବଢ଼ିଯିବ ନିଜ ଧନର ସଠିକ ବିନିଯୋଗ ହେବ ଯାହା ଫଳରେ ଆପଣଙ୍କୁ ଭବିଷ୍ୟତରେ ଆପଣଙ୍କୁ ଶୁଭ ଫଳ ଦେବା ସହିତ ଆପଣଙ୍କୁ ଅନେକ ଲାଭ ମିଳିବ |
କର୍କଟ ରାଶି -ଆପଣଙ୍କ ସମୟ ଅତ୍ୟନ୍ତ ଶୁଭ ହେବା ଫଳରେ ଆପଣଙ୍କ ପ୍ରତ୍ୟକ ଦିନ ଅତ୍ୟନ୍ତ ମଙ୍ଗଳମୟ ହେବ ସ୍ୱାସ୍ଥ୍ୟ ଅବସ୍ଥା ଆପଣଙ୍କ ବାହୁତ ଭଲ ରହିବ କୌଣସି କାର୍ଯ୍ୟକୁ ଆପଣ ବହୁତ ଜଲଦି ଶେଷ କରିବେ ଆପଣଙ୍କ ଆସନ୍ତା କାଲି ଠାରୁ ଆୟ ବୃଦ୍ଧି ହେବ ଏବଂ ବ୍ୟୟ କମ ହେବ ଦାମ୍ପତ୍ୟ ଜୀବନଟି ଆପଣଙ୍କ ଖୁସି ରହିବ ବ୍ୟବସାୟୀ ଙ୍କୁ ବ୍ୟବସାୟରେ ଭଲ ଫଳ ମିଳିବ |