ଏବେ ଏବେ School ଛାତ୍ରଛାତ୍ରୀ ମାନଙ୍କ ପାଇଁ ପୁଣି ଆସିଲା ଏକ ବଡ଼ ଖୁସି ଖବର, ସରକାର କରିବାକୁ ଯାଉଛନ୍ତି ନୂଆ ସୁବିଧା ଦେଖନ୍ତୁ ସମ୍ପୂର୍ଣ୍ଣ ଖବର |

ନମସ୍କାର ଦର୍ଶକବନ୍ଧୁ ରାଜ୍ୟରେ ପଢ଼ୁଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ଲାଗି ରାଜ୍ୟ ସରକାରଙ୍କ ତରଫରୁ ଆସିଲା ଆଉ ଏକ ବଡ଼ ଘୋଷଣା ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଯାହାକି ଏମାନଙ୍କୁ ମିଳିବାକୁ ଯାଉଛି ଆଉ କିଛି ନୂଆ ସୁବିଧା |ସରକାରଙ୍କ ତରଫରୁ ଅପଡେଟ ଆସିଛି ଘରୋଇ ସ୍କୁଲ ପିଲାମାନଙ୍କୁ ମିଳିବ ମାଗଣା ପାଠ୍ୟ ପୁସ୍ତକ 5 -T ଉପକ୍ରମରେ ଘରୋଇ ତଥା ଅଣ ଅନୁଦାନ ପ୍ରାପ୍ତ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ପିଲାମାନଙ୍କୁ ମିଳିବ ମାଗଣା ପାଠ୍ୟ ପୁସ୍ତକ 2024-25 ଶିକ୍ଷା ବର୍ଷରୁ ଏହା କାର୍ଯ୍ୟକାରୀ ହେବ ରାଜ୍ୟରେ 1,00,000 ଅଧିକ ଛାତ୍ର ଛାତ୍ରୀ ଉପକୃତ ହେବେ |

ରାଜ୍ୟରେ ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡ଼ିଆ ମାଧ୍ୟମିକ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କୁ ସରକାର ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ପରି ମାଗଣା ପାଠ୍ୟ ପୁସ୍ତକ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ ନାୟକ ନିର୍ଦେଶ ଦେଇଛନ୍ତି 5-T ଉପକ୍ରମରେ ଏହି ଯୋଜନା ହାତକୁ ନିଆଯାଇଛି |ଆଗାମୀ ଶିକ୍ଷାବର୍ଷ 2024-25 ରୁ ଏହି ଯୋଜନା କାର୍ଯ୍ୟକାରୀ କରାଯିବ |

ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କୁ ମାଗଣା ପାଠ୍ୟ ପୁସ୍ତକ ରାଜ୍ୟ ସରକାର ଯୋଗାଇଦେବେ ଏହା ଦ୍ୱାରା ରାଜ୍ୟର 3620 ଟି ଘରେ ଘରୋଇ ତଥା ଅଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ 5,00,000 ରୁ ଅଧିକ ଛାତ୍ର ଛାତ୍ରୀ ଉପକୃତ ହେବେ |

ଏଥିପାଇଁ ରାଜ୍ୟ ସରକାର ନଅ କୋଟି ତେୟାଳିଶି ଲକ୍ଷ ବାର୍ଷିକ ଖର୍ଚ୍ଚ କରିବେ ସୂଚନା ଯୋଗ୍ୟ ଯେ ଘରୋଇ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ମାନଙ୍କରେ ପାଠ ପଢ଼ୁଥିବା ପିଲା ମାନେ ବାର୍ଷିକ ହାଇ ସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିବା ସହିତ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଦକ୍ଷତା ମଧ୍ୟ ପ୍ରତିପାଦନ କରି ଆସୁଛନ୍ତି |

ତେବେ ରାଜ୍ୟ ସରକାର ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ମାଗଣା ପାଠ୍ୟ ପୁସ୍ତକ ଯୋଗାଇବା ସହ ପଶ୍ଚିମବଙ୍ଗ ,ଝାରଖଣ୍ଡ ,ଆନ୍ଦ୍ରପ୍ରଦେଶ ଓ ଗୁଜୁରାଟ ଆଦି ରାଜ୍ୟ ମାନଙ୍କରେ ଥିବା ଓଡ଼ିଆ ପିଲା ମାନଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ଯୋଗାଇ ଆସୁଛନ୍ତି |

Leave a Reply

Your email address will not be published. Required fields are marked *