ଆପଣ ପ୍ରତିଦିନ ପ୍ରଭୁ Mahadev ଙ୍କୁ ପୂଜା କରୁଛନ୍ତି କି ତେବେ ଜାଣନ୍ତୁ ଏହି ମହାଶକ୍ତି ସର୍ବଦା ଆପଣଙ୍କ ପାଖେ ପାଖେ ରହୁଛି |

ନମସ୍କାର ଦର୍ଶକବନ୍ଧୁ ଭଗବାନ ଶିବଙ୍କ ପାଇଁ ନା କୌଣସି ଦେବ ନା କୌଣସି ଦାନବ ନା କିଏ ବଡ ନା କିଏ ଛୋଟ ନା କେହି ଅଧିକ ପ୍ରିୟ ନା କେହି କମ ସେ ସମସ୍ତଙ୍କୁ ସମାନ ରୂପରେ ଦେଖି ଥାଆନ୍ତି ଯଦି କୌଣସି ରାକ୍ଷସ ଭଗବାନ ଶିବଙ୍କୁ ଭକ୍ତି କରେ ତେବେ ଭଗବାନ ଶିବ ମଧ୍ୟ ତାଙ୍କୁ ଭକ୍ତ ଭାବରେ ଶିକାର କରି ଥାଆନ୍ତି ଏମିତିରେ ତାଙ୍କୁ ଦେବଙ୍କ ଦେବ ମହାଦେବ ମଧ୍ୟ କୁହାଯାଏ |ଆପଣ ଯଦି ନିରବତାରେ ତାଙ୍କ ନାମ ନେବେ ପୂଜା କରୁଛନ୍ତି ତ ଆପଣଙ୍କୁ ଏହି 5 ଟି ମହାଶକ୍ତି ଆପଣଙ୍କୁ ରକ୍ଷା କରିବେ ଆପଣଙ୍କ ସହିତ ସଦା ସର୍ବଦା ରହି ଥାଆନ୍ତି ମାନ ହାନି ପହଞ୍ଚୁ ଥିବା ଜିନିଷ ଠାରୁ ଆପଣ ଦୂରେଇକି ରହିବେ ଭଗବାନ ଶିବଙ୍କ ସହ ପାଞ୍ଚୋଟି ଦେବତା ରହି ଥାଆନ୍ତି ଏହି ଦେବତା ମାନେ ଆପଣଙ୍କୁ ସର୍ବଦା ରକ୍ଷା କରି ଥାଆନ୍ତି ଯିଏ ବି ଭଗବାନ ଶିବଙ୍କ ଭକ୍ତି ନେଇଥାଏ ନିରନ୍ତନ ତାଙ୍କ ନାମ ନେବାକୁ ଲାଗିଥାଏ ତାହା ସହିତ ଏହି ପାଞ୍ଚୋଟି ମହାଶକ୍ତି ଚାଲିବା ଆରମ୍ଭ କରି ଦେଇଥାଏ ଏବଂ ତାଙ୍କୁ ଭଗବାନ ଶିବଙ୍କ ସହ କିଛି ଦେବତାଙ୍କ ସାଦା ମଧ୍ୟ ମିଳିଥାଏ |

ସର୍ବ ପ୍ରଥମେ ଯେଉଁ ଦେବତା ଆପଣଙ୍କ ସାଦ ଦେଇ ଥାଆନ୍ତି ସେ ହେଉଛି କାଳ ଭୈରବ କାଳ ଭୈରବ ଭଗବାନ ଶିବଙ୍କ ରୁଦ୍ର ରୂପ ଅଟନ୍ତି ଭୈରବ ରୂପ କାଳ ଠାରୁ ଅଧିକ ଅଟେ ଏବଂ ଯିଏ କାଳ ଠାରୁ ଭୈରବ ସିଏ କାଳ ଠାରୁ ଅଧିକ ଅଟେ କାଳ ଭୈରବ ଭଗବାନ ଶିବ ଅଟନ୍ତି ସେ ସମସ୍ତ ରୁପକୁ ଧାରଣ କରି ଥାନ୍ତି |

ଦ୍ୱିତୀୟ ଦେବତା ରୂପରେ ଯିଏ ଆପଣଙ୍କ ସାଦ ଦେଇଥାଏ ସିଏ ହେଉଛି ନନ୍ଦୀ ମହାରାଜ ନନ୍ଦୀ ଭଗବାନ ଶିବଙ୍କ ବହୁତ ପାଖରେ ରହିଥାଆନ୍ତି ଏବଂ ତାଙ୍କ ସେଵାରେ ସର୍ବଦା ତତ୍ପର ହୋଇ ଥାଆନ୍ତି ନନ୍ଦୀଙ୍କ ଶକ୍ତି ଅଟେ ଏହାର ଅନୁମାନ ଆପଣ ଏହି କଥାରୁ ଲଗାଇ ପାରିବେ କିନନ୍ଦୀ ଦେବଙ୍କ ଦେବ ମହାଦେବଙ୍କୁ ନିଜ କାନ୍ଧରେ ବସାଇ ଥାଆନ୍ତି ଯିଏ ଭଗବାନ ଶିବଙ୍କ ନିରନ୍ତର ସେବା କରି ଥାଆନ୍ତି ନନ୍ଦୀ ତାଙ୍କୁ ରକ୍ଷା କରି ଥାଆନ୍ତି |

ଏହା ପରେ ଯେଉଁ ଦେବତା ଆପଣଙ୍କ ସାଦ ଦେଇ ଥାଆନ୍ତି ସେ ହେଉଛନ୍ତି ବୀର ଭଦ୍ର ଶିବଙ୍କ ଜଟାରୁ ଜନ୍ମ ବୀର ଭଦ୍ର ଅତ୍ୟନ୍ତ ଶକ୍ତିଶାଳୀ ଅଟନ୍ତି ଏହାର ଅନୁମାନ ଆପଣ ଏହି କଥାରୁ ଲଗାଇ ପାରିବେ ରାଜା ଦକ୍ଷଙ୍କୁ ପରାଜିତ ଥିବା ସମସ୍ତଙ୍କ ପାଖରେ ଅସମ୍ଭବ ଥିଲା ରାଜା ଦକ୍ଷ ମଧୁ ବୀର ଭଦ୍ରଙ୍କ ପ୍ରଚଣ୍ଡ ରୂପକୁ ଦେଖି ଭୟଭୀତ ହୋଇ ଯାଇଥିଲେ ଆଉ ବୀର ଭଦ୍ର ହାତରେ ମାରିଥିଲେ |

ଏହା ପରେ ହେଉଛନ୍ତି ହନୁମାନ ଆପଣ ଯେଉଁ ଦେବତାଙ୍କୁ ଶୀଘ୍ର ପ୍ରସନ୍ନ କରାଇବେ ସିଏ ହେଉଛନ୍ତି ହନୁମାନ ହନୁମାନ ହିଁ ଶ୍ରୀରାମ ଙ୍କ ସବୁ ସଙ୍କଟକୁ ଦୂର କରିଥିଲେ ଠିକ ସେହିପରି ଯିଏ ପ୍ରଭୁ ବଜରଙ୍ଗ ବାଲିଙ୍କୁ ପୂଜା କରିଥାଆନ୍ତି ହନୁମାନ ତାଙ୍କର ସବୁ ବିପଦିକୁ ନାଶ କରିଥାଏ ଯାହାଙ୍କୁ ହନୁମାନ ଙ୍କ କୃପା ପ୍ରାପ୍ତ ହୋଇଥାଏ ତାର ଜୀବନରେ ଥିବା ସମସ୍ତ କଷ୍ଟ ଧୀରେ ଧୀରେ ନଷ୍ଟ ହୋଇଯାଏ |

ଏହା ପରେ ହେଉଛନ୍ତି ପ୍ରଭୁ ଶ୍ରୀରାମ ଯିଏ କି ଭଗବାନ ଶିବଙ୍କ ଏବଂ ସେ ସର୍ବଦା ଭଗବାନ ଶିବଙ୍କ ନାମ ଜପ କରି ଥାଆନ୍ତି ଠିକ ସେହିପରି ଭଗବାନ ଶିବ ମଧ୍ୟ ଶ୍ରୀରାମଙ୍କ ଇଷ୍ଟ ଅଟନ୍ତି ଯିଏ ଭଗବାନ ଶିବଙ୍କୁ ଡାକି ଥାଏ ଏବଂ ସ୍ମରଣ କରିଥାଏ ଭଗବାନ ଶ୍ରୀ ରାମ ମଧ୍ୟ ତାଙ୍କୁ ସବୁ ଵିପଦିରୁ ରକ୍ଷା କରିଥାଏ |

Leave a Reply

Your email address will not be published. Required fields are marked *