ନମସ୍କାର ଦର୍ଶକବନ୍ଧୁ ଆପଣ ଯଦି ଫୋନ ପେ ,ଗୁଗଲ ପେ ଏବଂ ପେଟିଏମ ଏବଂ ସମ୍ପୂର୍ଣ୍ଣ ଭାବରେ କହିବାକୁ ଗଲେ ଆପଣ ଯଦି ୟୁପିଆଇର ବ୍ୟବହାର କରୁଛନ୍ତି ଯଦି ଆପଣ ଅନଲାଇନ ରେ କାହା ପାଖକୁ ପଇସା ପଠାଉ ଥିବେ ଆପଣଙ୍କ ପାଇଁ ଆସିଲା ବହୁତ ବଡ଼ ଖୁସି ଖବର କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ ଆସନ୍ତୁ ଜାଣିବା |ଆଜି କା ଡେଟରେ ଆମେ ଅନଲାଇନରେ କାହାକୁ ପେମେଣ୍ଟ କରିବାକୁ ହେଲେ ୟୁପିଆଇର ବ୍ୟବହାର କରିଥାଉ ଆଉ ଏମିତି କିଛି କିଛି ଟାଇମରେ ହୋଇଥାଏ |
ଯେପରି ଆପଣ ମାନେ ଜାଣିଥିବେ ଫୋନ ପେ ହେଉ କିମ୍ବା ଗୁଗଲ ପେ ହେଉ ପେଟିଏମ ହେଉ ଯେତେବେଳେ ଆମେ ପଇସା କାହାକୁ ପଠାଇ ଥାଉ ବେଳେବେଳେ ସର୍ଭର ମଧ୍ୟ ଡାଉନ ହୋଇ ଯାଇଥାଏ ଯାହାକି ଆପଣ ଚାହିଁଲେ ମଧ୍ୟ ସେହି ସମୟରେ ଟଙ୍କା କାହା ପାଖକୁ ପଠାଇ ପାରନ୍ତି ନାହିଁ ଏହାକୁ ନେଇ ସେମାନେ ଏକ UPI ଲାଇଟ ବାହାର କଲେ ଯାହାକୁ ଆପଣ ଚାହିଁଲେ UPI ଲାଇଟକୁ ୱାଲେଟ ଭଳି ବ୍ୟବହାର କରିପାରିବେ |
ଆପଣ କାହାକୁ ବି ମଧ୍ୟ ପେମେଣ୍ଟ କରିବେ ତାହାର ଗୋଟିଏ ଲିମିଟ ଥିଲା ଆପଣ ଚାହିଁଲେ ଗୋଟେ ଟାଇମରେ ଦୁଇ ଶହ ଟଙ୍କା ମଧ୍ୟ କାହାକୁ ଚାହିଁ ସେଣ୍ଡ କରିପାରିବେ |ଦୁଇ ଶହ ଟଙ୍କାରୁ ଅଧିକ ଚାହିଁଲେ ଆପଣ କାହାକୁ ପଠାଇ ପାରିବେ ନାହିଁ ଏହାକୁ ଆପଣ ଅଫ ଲାଇନରେ ଚାହିଁଲେ ମଧ୍ୟ ଆପଣ କାହାକୁ ପେମେଣ୍ଟ କରିପାରିବେ କିନ୍ତୁ |
ବର୍ତ୍ତମାନ ସେ ଦୁଇ ଶହ ଟଙ୍କାର ଲିମିଟ ବଢ଼ାଇ 500 ଟଙ୍କା କରି ଦିଆଯାଇଛି |ଯଦି ଆପଣ ଚାହିଁଲେ କାହାକୁ UPI ଲାଇଟ ଦ୍ୱାରା ପେମେଣ୍ଟ କରିବାକୁ ଯାଉଛନ୍ତି ଉଆ 200 ଟଙ୍କା ନୁହଁ ଡାଇରେକ୍ଟ ଚାହିଁଲେ ଆପଣ 500 ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ ମଧ୍ୟ କରିପାରିବେ |
ଆପଣ ଚାହିଁଲେ UPI ଆଇଡିରେ ସର୍ବାଧିକ 2,000 ଟଙ୍କା ଆଡ଼ କରି ରଖିପାରିବେ |ଆପଣ ଯଦି କାହାକୁ 500 ଟଙ୍କା ପେମେଣ୍ଟ କରିବାକୁ ଚାହୁଁଛନ୍ତି ଆପଣ ଆରାମ ସେ ଚାହିଁଲେ କାହାକୁ 500 ଟଙ୍କା ପେମେଣ୍ଟ କରିପାରିବେ |