୧୨ ଅଗଷ୍ଟ ମଳ ମାସର ସବୁଠୁ ବଡ଼ ଏକାଦଶୀ,କାହାକୁ କିଛି ନଜଣାଇ ଚୁପଚାପ ତୁଳସୀରେ ବାନ୍ଧି ଦିଅନ୍ତୁ ଏହି ଜିନିଷ, ଧନର ହେବ ବର୍ଷା |

ନମସ୍କାର ଦର୍ଶକବନ୍ଧୁ 12 ଅଗଷ୍ଟ ମଳମାସ ବା ଅଧିକ ମାସର ଶେଷ ଏକାଦଶୀ ଯାହାକୁ ଆମେ ପୁରୁଷୋତ୍ତମ ଏକାଦଶୀ ବୋଲି କହିଥାଉ ଯାହା ଶନିବାର ଦିନ ପଡୁଅଛି ଏବଂ ଶନିବାର ଦିନ ପଡୁଥିବା ଏକାଦଶୀକୁ ବହୁତ ଶକ୍ତିଶାଳୀ ମନାଯାଇ ଥାଏ ଆଜି ଆମେ ଆପଣଙ୍କୁ କହିବୁ ଏହି ପୁରୁଷୋତ୍ତମ ଏକାଦଶୀରେ ତୁଳସୀ ଗଛର କେଉଁ ଏମିତି ଜିନିଷ ବାନ୍ଧି ଦେବା ଦ୍ୱାରା ଆପଣଙ୍କ ଭାଗ୍ୟ ବଦଳି ଯାଇଥାଏ ଆପଣଙ୍କୁ ଧନର ପ୍ରାପ୍ତି ହୋଇଥାଏ ଆସନ୍ତୁ ଜାଣିବା |ବନ୍ଧୁଗଣ ପ୍ରତ୍ୟକ ତିନି ବର୍ଷରେ ଥରେ ଅଧିକ ମାସ ପଡ଼ିଥାଏ ଏହି ମାସ ଯୋଡ଼ା ଶ୍ରାବଣ ପଡ଼ିଅଛି ଯାହାକି ଆମେ ପୁରୁଷୋତ୍ତମ ମାସ ବୋଲି କହିଥାଉ |ବନ୍ଧୁଗଣ ଗୋଟିଏ ବର୍ଷରେ 24 ଟି ଏକାଦଶୀ ପଡ଼ିଥାଏ ବରଂ ଅଧିକ ମାସର ଯେଉଁ ଦୁଇଟି ଏକାଦଶୀ ଆସିଥାଏ |

ଯେଉଁଥିରେ ପୁରୁଷୋତ୍ତମ ଏକାଦଶୀ ଅଛି ଏହା ବହୁତ ଶକ୍ତିଶାଳୀ ଏକଦଶୀ ଅଟେ ଏହି ଏକାଦଶୀ ନା ଆପଣଙ୍କୁ ଖାଲି ସ୍ୱର୍ଗର ପ୍ରାପ୍ତି କରିଥାଏ ତା ସହିତ ଆପଣଙ୍କୁ ସମସ୍ତ ପାପରୁ ମୁକ୍ତ କରିଥାଏ ଏହି ବ୍ରତ ରଖିଲେ ଆପଣଙ୍କ ଭାଗ୍ୟ ବଦଳି ଯାଇଥାଏ ଯେଉଁ ବି କ୍ଷେତ୍ରରେ ଆପଣ ଯିବେ ସେଥିରେ ସଫଳତା ପ୍ରାପ୍ତି କରି ଥାଆନ୍ତି ଏହି ପୁରୁଷୋତ୍ତମ ଏକାଦଶୀ ରେ ତୁଳସୀ ଗଛରେ ବାନ୍ଧି ଦିଅନ୍ତୁ ଏହି ଗୋଟିଏ ଜିନିଷ ରାତା ରାତି ଆପଣଙ୍କ ଭାଗ୍ୟ ବଦଳି ଯାଇଥାଏ ମା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିନେବେ ସେ ଦରିଦ୍ର ହେଉ କିମ୍ବା ଧନୀ ସମସ୍ତଙ୍କ ଘରକୁ ମା ଲକ୍ଷ୍ମୀ ଆସି ଥାଆନ୍ତି |

ବନ୍ଧୁଗଣ ତୁଳସୀ ଗଛ ତ ବହୁତ କମ ଲୋକ ଲଗାଇ ଥାଆନ୍ତି ଏହି କଥା ବହୁତ କମ ଲୋକ ଜାଣନ୍ତି ଯେ ତୁଳସୀ ଗଛ ଦ୍ୱାରା ବାନ୍ଧି ଥିବା ଏହି ଗୋଟିଏ ଜିନିଷ ମାତା ତୁଳସୀଙ୍କ ଠାରୁ ସର୍ବଦା ଆଶୀର୍ବାଦ ମିଳିଥାଏ ତାହା ସହିତ ମା ଲକ୍ଷ୍ମୀ ମଧ୍ୟ ଆକର୍ଷିତ ହୋଇ ଥାଆନ୍ତି ଘରକୁ କଷ୍ଟ ଆସି ନଥାଏ ତୁଳସୀ ଗଛ ତଳେ ଏହି ଜିନିଷ ରଖିଲେ ବା ବାନ୍ଧିଲେ ମା ତୁଳସୀ ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ |ବନ୍ଧୁଗଣ ଯେଉଁ ଲୋକମାନେ ତୁଳସୀକୁ ବିବାହ କରାଇ ଥାଆନ୍ତି ସେମାନଙ୍କ ଜୀବନରେ କେବେବି କଷ୍ଟ ଆସି ନଥାଏ ଶାଳ ଗ୍ରାମ ଏବଂ ତୁଳସୀ ବ୍ୟବହାର କରିବା ଫଳରେ କଳହ ପାପ ,ଦୁଃଖ ଏବଂ ରୋଗ ଦୂର ହୋଇଥାଏ ବନ୍ଧୁଗଣ ଯଦି ଆପଣ ଏହି ପୁରୁଷୋତ୍ତମ ଏକାଦଶୀ ଦିନ ଜଳରେ କିଛି ଟୋପା କ୍ଷୀର ମିଶାଇ ମା ତୁଳସୀଙ୍କୁ ଅର୍ପଣ କରିବେ ତ ଏଥି ପାଇଁ ଭଗବାନ ବିଷ୍ନୁ ଙ୍କ କୃପା ପ୍ରାପ୍ତି ହୋଇଥାଏ |

ତୁଳସୀ ଙ୍କୁ ବିଷ୍ନୁ ପ୍ରିୟ ମନାଯାଇ ଥାଏ ସେଥିପାଇଁ ତୁଳସୀକୁ କ୍ଷୀର ଚଢ଼ାଇବା ମାନେ ହେଲା ଭଗବାନ ବିଷ୍ନୁ ଙ୍କୁ କ୍ଷୀର ଅର୍ପଣ କରିବା ଏହି ଉପାୟ ଦ୍ୱାରା ଘରେ ସୁଖ ସମୃଦ୍ଧି ଏବଂ ଧନର ଲାଭ ହୋଇଥାଏ କେବଳ ଏକାଦଶୀ ନୁହେଁ ଏହି ଉପାୟକୁ ଗୁରୁବାର ଦିନ କରିବା ଦ୍ୱାରା ଜାତକରେ ବୃହସ୍ପତି ଗ୍ରହ ମଝଭୁତ ହୋଇ ଥାଆନ୍ତି ଆଉ ଘରର ସବୁ କଳହ ଦୂର ହୋଇ ଯାଇଥାଏ ଏବଂ ଆମେ ଆପଣଙ୍କୁ ଆଉ ଏକ ଉପାୟ କହିବୁ ଯାହା ଦ୍ୱାରା ଆପଣ ଆପଣଙ୍କ ସମସ୍ତ ସମସ୍ୟାକୁ ଦୂର କରିପାରିବେ |ପ୍ରଥମେ ଆପଣ ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ପରିଧାନ କରନ୍ତୁ |

ଆଉ ଏହା ପରେ ଆପଣ ତୁଳସୀ ରଙ୍ଗ ଦ୍ୱାରା ନାଲି ରଙ୍ଗର ଢାଗା ବା ସୂତା ବାନ୍ଧି ଦିଅନ୍ତୁ ତା ପରେ ଆପଣଙ୍କୁ ଏକ ମାଟି ହାଣ୍ଡି ଆଣିବାର ଅଛି ସେଥିରେ ଆପଣ ଚାଉଳ ଭରିକି ରଖିବାରେ ଅଛି ଚାଉଳ ଉପରେ ଆପଣ ସିନ୍ଦୁର ଗୋଟିଏ ଟଙ୍କାର କଏନ ଆଉ ତିନୋଟି ତୁଳସୀ ପତ୍ର ପକାଇଦେବେ ସେହି ମାଟି ହାଣ୍ଡିରେ ତା ପରେ ଏହାକୁ ଘୋଡାଇ ଦେବେ ଏହି ସବୁ ଜିନିଷକୁ ନେଇ ଆପଣ ମା ଲକ୍ଷ୍ମୀଙ୍କ ପାଖକୁ ଯିବେ ଆଉ ନିବେଦନ କରିବେ ହେ ମା ଲକ୍ଷ୍ମୀ ମୋ ଜୀବନରେ ଧନର କମିକୁ ଦୂର କରନ୍ତୁ ଆପଣଙ୍କ ଆଶୀର୍ବାଦ ମୋ ଉପରେ ଥାଉ ମୋ ପରିବାର ଉପରେ ସର୍ବଦା ବନେଇ ରଖନ୍ତୁ ଯଦି ଆପଣଙ୍କ ଉପରେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଗଲେ ଆପଣଙ୍କ ଜୀବନରେ କେବେ ହେଲେ ଟଙ୍କାର କମି ରହିବ ନାହିଁ ଏହି ଉପାୟକୁ ଆପଣ ଏହି ଏକାଦଶୀ ଦିନ ଅବଶ୍ୟ କରନ୍ତୁ |

Leave a Reply

Your email address will not be published. Required fields are marked *