୧୨ ଅଗଷ୍ଟ ଏକାଦଶୀ ବଡ଼ ଶନିବାର କରନ୍ତୁ ଏହି ଉପାୟ ବନିବେ କୋଟିପତି, ଆଉ କରନ୍ତୁନି ଏହି ଭୁଲ୍ ନଚେତ ପଡିପାରେ ମହା ବିପତି !

ନମସ୍କାର ଦର୍ଶକବନ୍ଧୁ ସପ୍ତାହର ସାତ ଦିନ ଅଲଗା ଅଲଗା ଦେବୀ ଦେବତାଙ୍କୁ ସମର୍ଥନ ଅଟେ ଏହି କ୍ରମରେ ଶନିବାର ଦିନ ଭଗବାନ ଶନିଦେବଙ୍କୁ ସମର୍ପିତ ହୋଇଥାଏ ଅର୍ଥାତ ଶନିଦେବକୁ ଆମେ ସମସ୍ତେ ପୂଜା କରି ଥାଆନ୍ତି ଆପଣ ସମସ୍ତେ ଜାଣିଥିବେ ଯେ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଇଥାଏ ଅର୍ଥାତ ଶନିଦେବ ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରି ଥାଆନ୍ତି ଶନିଦେବ ଲୋକଙ୍କ କର୍ମ ଅନୁସାରେ ତାଙ୍କୁ ଫଳ ପ୍ରଦାନ କରି ଥାଆନ୍ତି ଯଦି କୌଣସି ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କ ଖରାପ ନଜର ପଡ଼ି ଯାଇଥାଏ ତ ତାଙ୍କୁ କେତେ ପ୍ରକାର କଷ୍ଟର ମଧ୍ୟ ସାମ୍ନା କରିବାକୁ ପଡ଼ିଥାଏ ଶନିବାର ଦିନ ବ୍ୟକ୍ତି ଜୀବନରେ ବହୁତ ଉନ୍ନତି କରି ଥାଆନ୍ତି ଅନେକ ସଫଳତା ଲାଭ କରିଥାଏ ତା ସହିତ ଯଦି ଶନିଙ୍କ ପିଢ଼ାରୁ ମୁକ୍ତି ମିଳିଯାଏ ତ ଆପଣଙ୍କ ଜୀବନର ଅସମ୍ଭବ କାର୍ଯ୍ୟକୁ ମଧ୍ୟ ଆପଣ ସମ୍ଭବ କରି ପାରନ୍ତି |

ଶନିଦେବଙ୍କ କୃପାରୁ ଆପଣଙ୍କ ସମସ୍ତ ପ୍ରକାର ମନସ୍କାମନା ପୂରଣ ହୋଇଥାଏ ଯେଉଁ ବ୍ୟକ୍ତି ଶନି ଦୋଷର ଶିକାର ହୋଇଛନ୍ତି ସେମାନଙ୍କୁ ଶନିବାର ଦିନ କିଛି ବିଶେଷ ଉପାୟ କରିବା ନିହାତି ଦରକାର |ଏହା ଦ୍ୱାରା ଆପଣଙ୍କ ବହୁତ ଅଧିକ ଲାଭ ପ୍ରାପ୍ତି ହୋଇଥାଏ ଆମେ ଆପଣଙ୍କୁ କହିବୁ ଶନିବାର ଦିନ କରାଯାଉଥିବା ଉପାୟ ବିଷୟରେ ଯାହାକୁ କରି ଆପଣ ଆପଣଙ୍କ ଜୀବନରେ ବହୁତ ଉନ୍ନତି କରିପାରିବେ |ଯେଉଁ ବ୍ୟକ୍ତି ସୂର୍ଯ୍ୟ ଉଦୟ ପରେ ଶନିବାର ଦିନ ଓସ୍ତ ଗଛର ପୂଜା କରିଥାଏ ଏବଂ ଓସ୍ତ ଗଛ ମୂଳରେ ଜଳ ଅର୍ପିତ କରି ସୋରିଷ ତେଲର ଦୀପ ଜଳାଇ ଥାଏ ତ ତାଙ୍କ ଉପରେ ସର୍ବଦା ଶନିଦେବଙ୍କ କୃପା ବନି ରହିଥାଏ ରବିବାର ଦିନ ଆପଣ ଭୁଲ ରେ ବି ଓସ୍ତ ଗଛର ପୂଜା କରନ୍ତୁ ନାହିଁ କାରଣ ସେଥିରେ କୁ ଲକ୍ଷ୍ମୀଙ୍କ ବାସ ହୋଇଥାଏ ରବିବାର ଦିନ ଓସ୍ତ ଗଛ ପୂଜା କଲେ ଘରକୁ ଅଲକ୍ଷ୍ମୀ ପ୍ରବେଶ କରି ଥାଆନ୍ତି ଦରିଦ୍ର୍ୟତା ପ୍ରବେଶ କରିଥାଏ ଏହି କଥାର ବିଶେଷ ଧ୍ୟାନ ଦେବେ |

ଶନିବାର ଦିନ କୁକୁରର ସେବା କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇ ଥାଆନ୍ତି |ଶନିବାର ଦିନ ଯଦି ଆପଣଙ୍କୁ କଳା ରଙ୍ଗର କୁକୁର ମିଳି ଯାଉଛି ତ ସୋରିଷ ତେଲରେ ବନା ହୋଇଥିବା ରୁଟିକୁ କଳା କୁକୁରକୁ ଖାଇବାକୁ ଦିଅନ୍ତୁ ଏହା ଦ୍ୱାରା ଭୟଙ୍କର ଶନି ପୀଡ଼ା ଦୋଷ ମଧ୍ୟ ଦୂର ହୋଇଯାଇଥାଏ ଧାର୍ମିକ ମାନ୍ୟତା ଅନୁସାରେଝୁଣା ଭଗବାନ ଶନିଦେବଙ୍କ ଅତ୍ୟନ୍ତ ପ୍ରିୟ ଅଟେ ଏଥିପାଇଁ ଶନିବାର ଦିନ ରାତିରେ ଝୁଣା ଜାଳିବା ଅତ୍ୟନ୍ତ ଶୁଭ ହୋଇଥାଏ ଝୁଣା ଘରେ ଦେବା ଦ୍ୱାରା ସମସ୍ତ ପ୍ରକାର ନକାରାତ୍ମକ ଶକ୍ତି ଦୂର ହୋଇ ଯାଇଥାଏ ପ୍ରତ୍ୟକ ଦିନ ଘରେ ଝୁଣାର ଧୂଆଁ ନିଶ୍ଚିତ କରନ୍ତୁ |

ଚାଲନ୍ତୁ ଆଉ କିଛି ଉପାୟ ଜାଣିବା ଯାହାକୁ କରିବା ଦ୍ୱାରା ଆପଣଙ୍କ ଜୀବନରେ ବହୁତ ଉନ୍ନତି ଦେଖିବାକୁ ମିଳିବ ଆପଣଙ୍କ ଜୀବନରେ ସମସ୍ତ କଷ୍ଟ ସମସ୍ୟା ଦୂର ହୋଇଯିବ |ଶନିବାର ଦିନ ଆପଣ ଏହି ଉପାୟ ନିଶ୍ଚିତ କରିବେ ଯଦି ଆପଣଙ୍କ ପୁରୁଣା ଜୋତା ଅଛି ବା ଚପଲ ଅଛି ଯାହାକୁ ଆପଣ ତିନି ମାସ ପର୍ଯ୍ୟନ୍ତ ପିନ୍ଧି ସାରିଛନ୍ତି ସେହି ଜୋତାକୁ ନେଇ ଆପଣ ସେଠାରେ ସମସ୍ତ ଲୋକ ରଖିଥିବା ଜୋତା ସ୍ଥାନରେ ରଖି ଦେଇ ପଳେଇ ଆସନ୍ତୁ ଯେକୌଣସି ବ୍ୟକ୍ତି ଆପଣଙ୍କ ଜୋତା ବା ଚପଲକୁ ପିନ୍ଧି କରି ଯିବ ତ ଆପଣଙ୍କ ଉପରେ ଯେଉଁ ଶନି ପୀଡ଼ା ବା କଷ୍ଟ ଥିବ ତାହା ସାମ୍ନା ଵାଲା ବ୍ୟକ୍ତି ଉପରକୁ ଚାଲିଯିବ |

ଯେଉଁଠି ଆପଣ ଦେଖିବେ ଚାରିକଣିଆ ରାସ୍ତା ଥାଏ ସେଠାରେ ଆପଣ ଏହି ଚପଲ ରଖି ଦେଇ ଆସନ୍ତୁ ଆପଣଙ୍କ ଶନି ସାଢେ ସତୀ ବା ଅଢେଇ ଦୂର ହୋଇଥାଏ ବନ୍ଧୁଗଣ ଏହି ଉପାୟ ରାମବାଣ ପ୍ରୟୋଗ ଅଟେ ଏହା ଦ୍ୱାରା ଏହା ନିଶ୍ଚିତ ସଫଳ ହୋଇଥାଏ |ଏହି ଦିନ ବାଇଗଣ ,ନାଲି ଲଙ୍କା ଏବଂ ଆମ୍ବର ଆଚାର ଖାଇବା ମଧ୍ୟ ଅନୁଚିତ ହୋଇଥାଏ କାହିଁକିନା ମଙ୍ଗଳ ଏବଂ ଶନି ଦୁଇ ଜଣ ଘୋର ଶତ୍ରୁ ଅଟନ୍ତି ତେଣୁ ଶନିବାର ଦିନ ଆପଣ ଖାଆନ୍ତୁ ନାହିଁ |

Leave a Reply

Your email address will not be published. Required fields are marked *