ନମସ୍କାର ଦର୍ଶକବନ୍ଧୁ 12 ଅଗଷ୍ଟ ମଳମାସର ବା ଅଧିକ ମାସର ଶେଷ ଏକାଦଶୀ ଯାହାକୁ ଆମେ ପୁରୁଷୋତ୍ତମ ଏକାଦଶୀ ବୋଲି କହିଥାଉ ଯାହା ଶନିବାର ଦିନ ପଡୁଅଛି ଏବଂ ଶନିବାର ଦିନ ପଡୁଥିବା ଏକାଦଶୀକୁ ବହୁତ ଶକ୍ତିଶାଳୀ ମନା ଯାଇଥାଏ ଆଜି ଆମେ ଆପଣଙ୍କୁ କହିବୁ ଏହି ପୁରୁଷୋତ୍ତମ ଏକାଦଶୀରେ ଗାଈକୁ କଣ ଏମିତି ଗୋଟିଏ ଜିନିଷ ଖୁଆଇ ଦେଲେ ଆପଣଙ୍କର ଭାଗ୍ୟ ବଦଳି ଯାଇଥାଏ ଆପଣଙ୍କୁ ଧନର ପ୍ରାପ୍ତି ହୋଇଥାଏ |
ବନ୍ଧୁଗଣ ପ୍ରତ୍ୟକ ତିନି ବର୍ଷରେ ତଳେ ଅଧିକ ମାସ ପଡ଼ିଥାଏ ଏହି ବର୍ଷ ଯୋଡ଼ା ଶ୍ରବଣ ପଡ଼ି ଅଛି ଯାହାକୁ ଆମେ ପୁରୁଷୋତ୍ତମ ମାସ ବୋଲି କହିଥାଉ ବନ୍ଧୁଗଣ ଗୋଟିଏ ବର୍ଷରେ 24 ଟି ଏକାଦଶୀ ପଡ଼ିଥାଏ |ଯେଉଁଥିରେ ପୁରୁଷୋତ୍ତମ ଏକାଦଶୀ ଅଛି ଏହା ବହୁତ ଶକ୍ତିଶାଳୀ ଏକଦଶୀ ଅଟେ ଏହି ଏକାଦଶୀ ନା ଆପଣଙ୍କୁ ଖାଲି ସ୍ୱର୍ଗର ପ୍ରାପ୍ତି କରିଥାଏ ତା ସହିତ ଆପଣଙ୍କୁ ସମସ୍ତ ପାପରୁ ମୁକ୍ତ କରିଥାଏ ଏହି ବ୍ରତ ରଖିଲେ ଆପଣଙ୍କ ଭାଗ୍ୟ ବଦଳି ଯାଇଥାଏ ଯେଉଁ ବି କ୍ଷେତ୍ରରେ ଆପଣ ଯିବେ ସେଥିରେ ସଫଳତା ପ୍ରାପ୍ତି କରି ଥାଆନ୍ତି |
ବନ୍ଧୁଗଣ ଏହି ପୁରୁଷୋତ୍ତମ ଏକାଦଶୀରେ ଗାଈକୁ ଖୁଆଇ ଦିଅନ୍ତୁ ଏହି ଗୋଟିଏ ଜିନିଷ ରାତା ରାତି ଆପଣଙ୍କ ଭାଗ୍ୟ ବଦଳିଯିବ ଏହି ଏକାଦଶୀ ଦିନ ସମସ୍ତଙ୍କ ଘରକୁ ମା ଲକ୍ଷ୍ମୀ ଆସି ଥାଆନ୍ତି ବନ୍ଧୁଗଣ ଏହି ହିନ୍ଦୁ ଧର୍ମକୁ ମାନି ଥାଆନ୍ତି |ବନ୍ଧୁଗଣ ଯଦି ହିନ୍ଦୁ ଧର୍ମକୁ ମାନିବା ତ ଏପରି ମାନ୍ୟତା ଅଛି ଯେ ଗାଈର ସେବା ଆମେ ଭକ୍ତିର ସହାୟତାରେ କରିବା ଘରେ ଲକ୍ଷ୍ମୀଙ୍କର ବାସ ହୋଇଥାଏ |ଏହା ଯୁଗ ଯୁଗରୁ କୁହାଯାଇଛି ମନା ଯାଇଅଛି ଯେ କୁହାଯାଇ ଥାଏ ଗାଈର ସେବା କରିବା ଦ୍ୱାରା ଘର ପରିବାର ସୁଖୀ ଏବଂ ସମ୍ପନ୍ନ ହୋଇ ଥାଆନ୍ତି |
ଯେଉଁ ଘରେ ଗାଈର ସେବା କରାଯାଇ ନଥାଏ ଅଚାନକ କୌଣସି ପ୍ରକାର ବାଧା ବିଗନ ଆସିପାରେ |ହିନ୍ଦୁ ଧର୍ମରେ ଗାଈକୁ ରୁଟି ଖାଇବାକୁ ଦେବା ଦ୍ୱାରା ଘରେ ସୁଖ ସମୃଦ୍ଧି ବଢିଥାଏ ଗାଈ ମଧ୍ୟରେ ତେତିଶ କୋଟି ଦେବୀ ଦେବତାଙ୍କ ବାସ ହୋଇଥାଏ ତ ସକାଳୁ ଉଠି ପ୍ରଥମ ରୁଟି ବନାଇ ଥାଆନ୍ତି ତାହା ଯଦି ଆପଣ ଗାଈକୁ ଖାଇବାକୁ ଦିଅନ୍ତି ତ ସବୁ ଦେବୀ ଦେବତାଙ୍କ ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତ ହୋଇଥାଏ |ଗାଈକୁ ଏକ ଚୁଟକୀ ରୁଟି ଏକ ଚାମଚ ହଳଦୀ ପକାଇକି ଖୁଆଇବା ଦ୍ୱାରା ସୁଖ ସମ୍ପତି ଧନ ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଥାଏ ଯେଉଁ ଲୋକ ମାନସିକ ରୂପରେ ଚିନ୍ତିତ ଅଛନ୍ତି |
ସେହି ବ୍ୟକ୍ତି ରୁଟିରେ ଗୁଡ଼ ଲଗାଇ ଖାଇବାକୁ ଦେବା ଦ୍ୱାରା ସକାରାତ୍ମକ ଉର୍ଜା ଆସିଥାଏ |ଯିଏ ବି ଗାଈର ସେବା କରି ଥାଆନ୍ତି ଗୋମାତା ତାଙ୍କ ତାଙ୍କ ଯେତେ ସବୁ ଦୁଃଖ କଷ୍ଟ ଅଛନ୍ତି ସେ ସବୁ ତାଙ୍କ ଦେହକୁ ନେଇ ଯାଇଥାଆନ୍ତି ଗୋମାତା କାମଧେନୁ ଅଟନ୍ତି ଏବଂ ସମସ୍ତଙ୍କ ମନସ୍କାମନା ପୂରଣ କରି ଥାଆନ୍ତି |କୁହାଯାଏ ଯେ ଗାଈ ଚରିକି ଆସିଲା ବେଳେ ଯେଉଁ ଧୂଳି ତାଙ୍କ ଗୋଡ଼ରେ ଲାଗି ଥାଏ ସେହି ଧୂଳିରେ ମନୁଷ୍ୟର ସବୁ ପାପ ଧୋଇଯାଏ |