ନମସ୍କାର ଦର୍ଶକବନ୍ଧୁ ଆପଣମାନେ ତ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସିରିଏଲ ମାନ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ ଆଉ ଏହି ସିରିଏଲରେ ଅଭିନୟ କରିଥିବା ହିରୋଇନ ମାନଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ କିନ୍ତୁ ଆପଣମାନେ ଜାଣିଛନ୍ତି କି ଏହି ହିରୋଇନ ମାନେ କେଉଁ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା |
ତେବେ ନମ୍ବର 1 ରେ ଆସୁଛନ୍ତି ଚିକି -ଯିଏ କି ତୋ ପାଇଁ ତୋରି ପାଇଁ ସିରିଏଲରେ ଲିଡ଼ ଆକ୍ଟ୍ରେସ ଭାବରେ ଅଭିନୟ କରୁଛନ୍ତି ତେବେ ଚିକିଙ୍କ ସୁନ୍ଦର ଅଭିନୟ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ ଚିକି ଏବେ ରିଜିୟନାଲ ଇନସ୍ଟିଚ୍ୟୁଟ ଅଫ ସାଇନ୍ସ ଟେକ୍ନୋଲୋଜିରେ ପ୍ଲସ ଟୁରେ ପାଠ ପଢୁଛନ୍ତି |
ନମ୍ବର 2 ରେ ଆସୁଛନ୍ତି ଇତି ଯିଏ କି ସିନ୍ଦୂରର ଅଧିକାର ସିରିଏଲରେ ଲିଡ଼ ଆକ୍ଟର ଭାବରେ ଅଭିନୟ କରୁଛନ୍ତୁ ଆପଣମାନେ ଇତିଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କ ସୁନ୍ଦର ଅଭିନୟ ମଧ୍ୟ ଟିଭି ପରଦାରେ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ ତେବେ ଇତି ରମାଦେବୀ ୟୁନିଭରସିଟିରେ ପ୍ଲସ ଟୁରେ ପାଠ ପଢୁଛନ୍ତି |
ନମ୍ବର 3 ରେ ଆସୁଛନ୍ତି ତିତଲି ସିରିଏଲର ଲିଡ଼ ଆକ୍ଟର ତିତଲି ଙ୍କର ଦମଦାର ଅଭିନୟ ଆପଣମାନେ ଏହି ସିରିଏଲରେ ନିଶ୍ଚିତ ଭାବରେ ଦେଖିଥିବେ ତେବେ ତିତିଲି ଉତ୍କଳ ୟୁନିଭରସିଟି ଗ୍ରାଜୁସନ କମ୍ପ୍ଲିଟ କରିଛନ୍ତି |
4 ରେ ଆସୁଛନ୍ତି ତାରା ଯିଏ କି ତାରିଣୀ ଆଖିର ତାରା ସିରିଏଲ୍ ରେ ଲିଡ ଆକଟର ଭାବରେ ଦମଦାର ଅଭିନୟ କରୁଛନ୍ତି ତେବେ ତାରା କନ୍ଦର୍ ପୁର କଲେଜ ରେ ଗ୍ରାଯୁଏସନ୍ କମ୍ପ୍ଲିଟି କରିଛନ୍ତି ।
ନମ୍ବର 5 ରେ ଆସୁଛନ୍ତି ପୂର୍ଣ୍ଣିମା ତେବେ ପୂର୍ଣ୍ଣିମା ଙ୍କୁ ତ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ କାହାର ହେବି ମୁଁ କଣ୍ଢେଇ ସିରଏଲ୍ ରେ ନିଶ୍ଚିତ ଦେଖିଥିବେ ତେବେ ପୂର୍ଣ୍ଣିମା ଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ଗ୍ରା ଜୁ ଏସନ ।
ଏହା ପରେ ଏହି ଲିଷ୍ଟ ର ନମ୍ବର 6 ରେ ଆସୁଛନ୍ତି ରିୟା ଯିଏ କି କାହାର ହେବି ମୁଁ କଣ୍ଢେଇ ସିରିଏ ଲ୍ ରେ ଦମଦାର ଅଭିନୟ କରୁଛନ୍ତି ତେବେ ରିୟା ଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ଏମବିଏ ।
ଏହି ଲିଷ୍ଟ ର ନମ୍ବର 7 ରେ ଆସୁଛନ୍ତି ଆଶା ଯିଏ କି ଆଶା ସିରିଏଲା ରେ ଲିଡ଼ ଆକଟର ଭାବରେ ଅଭିନୟ କରିଛନ୍ତି ତେବେ ଆଶା ଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ଏମ ଏ।
Tarang TV ସିରିଏଲର ହିରୋଇନ ମାନଙ୍କର ଶିକ୍ଷାଗତ ଯୋଗ୍ୟତା ଆଗରୁ ଦେଖି ନ ଥିବେ, ସବୁଠୁ କମ ପଢ଼ିଛନ୍ତି ଏହି ହିରୋଇନ…
