ନମସ୍କାର ବନ୍ଧୁଗଣ ବର୍ତ୍ତମାନ ବର୍ଷା ଋତୁ ଚାଲୁଅଛି ଏମିତିରେ ମଶା ମାଛି ଘରେ ଭର୍ତ୍ତି ହୋଇ ରହୁଛନ୍ତି ସମସ୍ତେ ଜାଣିଛନ୍ତି ଯେ ମଶା ମାଛି ଜନ୍ମ ହେବାର କାରଣ କଣ ହୋଇଥାଏ ଏଥିରୁ ବଞ୍ଚିବା ପାଇଁ ଅନେକ ଲୋକ କେମିକାଲ ଯୁକ୍ତ କୀଟନାଶକ ଲିକୁଇଡ଼ ବା କଏଲ ଆଦିର ପ୍ରୟୋଗ କରି ଥାଆନ୍ତି ଏହାକୁ ପ୍ରତିଦିନ ୟୁଜ କରିବା ଠିକ ନୁହେଁ କାରଣ ଏହାର ଗନ୍ଧ ଆମ ସ୍ୱାସ୍ଥ୍ୟ ପାଇଁ ହାର୍ମଫୁଲ ଅଟେ କାହିଁକିନା କିଛି ଏମିତି କରାଯାଉ ଯାହାର ପ୍ରୟୋଗ ଦ୍ୱାରା ଗୋଟିଏ ବି ମଶା ମାଛି ଆପଣଙ୍କ ଆଖ ପାଖରେ ଦେଖାଯିବ ନାହିଁ ଏବଂ ଏହାର ଗନ୍ଧରୁ ଆମ ଶରୀରକୁ ଯେମିତି କୌଣସି ପ୍ରକାର କ୍ଷତି ନଯାଉ ତେବେ ମଶା ମାଛି ଘୋଡ଼ାଇବା ପାଇଁ ଏକ ଛୋଟିଆ ଉପାୟ ବିଷୟରେ ଆମେ ଆଜି ଆପଣାକୁ କହିବୁ ତେବେ ଚାଲନ୍ତୁ ଜାଣିବା ଏହାକୁ କିପରି ବନାଇବା ଏହାର ପ୍ରୟୋଗ କିପରି କରିବା |
ବନ୍ଧୁଗଣ ଆପଣଙ୍କୁ ପ୍ରଥମ ସାମଗ୍ରୀର ଆବଶ୍ୟକ ପଡ଼ିବ ତାହା ହେଉଛି ନିମ୍ବ ପତ୍ର ପ୍ରଥମେ ଆପଣ ନିମ୍ବ ପତ୍ର ଡେମ୍ଫରୁ ତାହାର ପତ୍ର ଗୁଡ଼ିକ ଅଲଗା କରି ଦିଅନ୍ତୁ ନିମ୍ବ ପତ୍ର କେବଳ ମଶା ଗୋଡ଼ାଇବା ପାଇଁ କାମରେ ଆସି ନଥାଏ ବରଂ ଏହା ଆପଣଙ୍କୁ ସ୍ୱାସ୍ଥ୍ୟ ଜନିତ ଫାଇଦା ପକାଇଥାଏ |ନିମ୍ବ ପତ୍ରର ପ୍ରୟୋଗ କରିବା ଦ୍ୱାରା ଗୋଟେ ହେଲେ ମଶା ଘରେ ଦେଖାଯିବ ନାହିଁ |ନିମ୍ବ ପତ୍ରକୁ ଆପଣ ଧୋଇ ଏକ ଶୁଖିଲା ପେପର ଉପରେ ଶୁଖେଇ ଦିଅନ୍ତୁ ଦୁଇରୁ ତିନିଦିନ ଆପଣ ସେହି ପତ୍ର ଗୁଡ଼ିକ ଖରାରେ ଶୁଖାଇବେ ଶୁଖାଇଲା ପରେ ଏହା ଆପଣ ଭଲ ଭାବରେ ଶୁଖିଯିବ |
ଏହି ପତ୍ର ଗୁଡ଼ିକ ଆପଣ ମଶା ଘୋଡ଼ାଇବା ପାଇଁ ପ୍ରୟୋଗ କରିପାରିବେ |ପିଆଜ ଏବଂ ରସୁଣର ଚୋପା ସାମଗ୍ରୀ ଆପଣଙ୍କୁ ଆବଶ୍ୟକ ପଡ଼ିବ ଏହି ଚୋପାକୁ ଆପଣ ପେପର ଉପରେ ଶୁଖାଇ ଥିବା ନିମ୍ବ ପତ୍ର ସହ ମିଶାନ୍ତୁ |ତୃତୀୟ ସାମଗ୍ରୀର ଆବଶ୍ୟକ ପଡ଼ିବ ତାହା ହେଉଛି ତେଜ ପତ୍ର ତେଜ ପତ୍ରର ସ୍ମେଲ ମଧ୍ୟ ମଶା ମାଛି ଙ୍କୁ ଘରୁ କାଢ଼ିବା ପାଇଁ ବହୁତ ସାହାଯ୍ୟ କରିଥାଏ |ଆପଣ ତେଜ ପତ୍ରକୁ ଛିଡ଼ାଇ ଏଥିର ପ୍ରୟୋଗ କରନ୍ତୁ ଚତୁର୍ଥ ସାମଗ୍ରୀର ଆବଶ୍ୟକ ତାହା ହେଉଛି କର୍ପୁର ଆପଣ ଅଳ୍ପ କର୍ପୁରରେ ନେଇ ଏହାକୁ ପକାଇ ଦିଅନ୍ତି ଏବେ କିଛି ଲବଙ୍ଗର ପ୍ରୟୋଗ କରିବା ଲବଙ୍ଗର ସ୍ମେଲ ମଧ୍ୟ ବହୁତ ଷ୍ଟ୍ରଙ୍ଗ ହୋଇଥାଏ |
|ଏହି ସମସ୍ତ ସାମଗ୍ରୀ ଯାହା କି ଆମେ ପ୍ରୟୋଗ କରିବା ପାଇଁ ବନାଇବା ଏହି ସମସ୍ତ ସାମଗ୍ରୀ ବହୁତ କଷ୍ଟ ହୋଇଥାଏ ଯାହା ଆପଣଙ୍କ ଘରୁ ମଶା ମାଛି ଗୋଡ଼ାଇବା ପାଇଁ ବହୁତ ସାହାଯ୍ୟ କରେ |ଆପଣ ଏହି ମିଶ୍ରିତ ଚୋପାଗୁଡ଼ିକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ ଆପଣ ଏହାକୁ ଗୁଣ୍ଡ କରି ସାରିଲା ପରେ ଆଉ କିଛି ବି କରିବାର ଆବଶ୍ୟକତା ନାହିଁ ଆପଣ ଏହାକୁ ଏକ ସାଧା ପାତ୍ରରେ ବାହାର କରି ରଖି ଦିଅନ୍ତୁ |ଏହା ପ୍ରୟୋଗ କରିବା ପାଇଁ ଆପଣ ଏକ ମାଟିରେ ଦୀପ ନିଅନ୍ତୁ ଏବଂ ସେଥିରେ ଏହି ଗୁଣ୍ଡକୁ ଭର୍ତ୍ତି କରନ୍ତୁ |
ଏହାକୁ ଜଳାଇବା ପାଇଁ ଆପଣ ଅଳ୍ପ କର୍ପୁର ଏବଂ ତେଲର ପ୍ରୟୋଗ କରି ପାରିବେ |ଏଥର ଆପଣ ସେହି କର୍ପୁରରେ ଦିଆସିଲି ମାରି ଦିଅନ୍ତୁ ଦେଖିବେ ଆପଣଙ୍କ କର୍ପୁର ଜଳିବା ସହିତ ଆପଣଙ୍କ ସମସ୍ତ ସାମଗ୍ରୀ ମଧ୍ୟ ଜଳିବାକୁ ଲାଗିବ ଏଥିରୁ ଯେଉଁ ବାହାରିବ ତାହା ମଶା ମାଛିକୁ ଆଦୌ ପସନ୍ଦ ଆସିବ ନାହିଁ ଏବଂ ସେ ଆପଣଙ୍କ ଆଖ ପାଖରେ ନ ରହି ଛାଡ଼ି ପଳେଇବେ ଆପଣ ଏପରି ପ୍ରୟୋଗ କରିପାରିବେ