Kolkataର ହାଓଡ଼ା ବ୍ରିଜ଼ର ଏମିତି କିଛି ରହସ୍ୟ, ଯାହାକୁ ଯାହାକୁ ଆମଠାରୁ ଲୁଚା ଯାଇଛି, ଦେଖିକି ଆପଣ ବି ସ୍ତବ୍ଦ ରହିଯିବେ….

ନମସ୍କାର ଦର୍ଶକବନ୍ଧୁ ରାତି ହେଲେ ଶୁଭେ ବିକଟାଳ ରଡ଼ି 12 ଟା ବାଜିଲେ ବନ୍ଦ ହୁଏ ଏହି ବ୍ରିଜ ସେହିଠାରୁ ଭାସି ଆସେ ନାରୀର କାନ୍ଦ କାହିଁକି ଏହି ବ୍ରିଜ ତଳେ ଦିଆଯାଇଛି ଶହ ଶହ ବଳି ରାତି 12 ଟା ବାଜିଲେ ବନ୍ଦ କରାଯାଏ ଏହି ବ୍ରିଜକୁ ଶୁଭେ ବିକଟାଳ ରଡ଼ି ଭାସି ଆସେ ଜଣେ ନାରୀର କ୍ରନ୍ଦନ ଗମନା ଗମନ ସମ୍ପୁର୍ଣ୍ଣ ଠପ ହୋଇଯାଏ ଦିନରେ ସବୁ ଲୋକ ଯାତାୟାତ କଲା ପରେ ମଧ୍ୟ ରାତି ହେଲେ ଏହି ବ୍ରିଜକୁ ବନ୍ଦ କରି ଦିଆଯାଏ ହେଲେ କାହିଁକି ରାତି ହେଲେ ଶୁଭେ ନାରୀର କ୍ରନ୍ଦନ କାହିଁକି ଦୁଇଟି ଖୁଣ୍ଟରେ ନିର୍ମାଣ ହୋଇଛି |

ଏତେ ବଡ଼ ବ୍ରିଜ କୁହାଯାଏ ଯେ କୌଣସି ବଡ଼ ବ୍ରିଜ ତିଆରି କଲାବେଳେ ନର ବଳି ଦିଆଯାଏ କେଉଁଠି ଜଣେ ଲୋକଙ୍କୁ ବଳି ଦିଆଯାଏ ତ କେଉଁ ଠି ଶହ ଶହ ଲୋକଙ୍କୁ ବଳି ଦିଆଯାଏ ପରେ ନିର୍ମାଣ ହୁଏ ବଡ଼ ପୋଖରୀ କିମ୍ବା ଛୋଟ ବଡ଼ ବ୍ରିଜ କଣ ଏହି ବ୍ରିଜ ପାଇଁ ସେମିତି କିଛି କରାଯାଇଥିଲା କି ଏହି ବ୍ରିଜ ତିଆରି ବେଳେ କଣ ସତରେ ନର ବଳି ଦିଆଯାଇଥିଲା |

ତେବେ ଆସନ୍ତୁ ଜାଣିବା ଏହି ବ୍ରିଜ ପଛର ରହସ୍ୟ |ଭାରତର ପ୍ରମୁଖ ସହର ହେଉଛି କୋଲକାତା |ଏଠାରେ ଅନେକ ରହସ୍ୟମୟ ସ୍ଥାନ ଥିବା ବେଳେ ସବୁଠାରୁ ଅଧିକ ଚର୍ଚିତ ହେଉଛି ଏଠାକାର ହାଉଡ଼ା ବ୍ରିଜ ଯାହା ପଛରେ ଲୁଚି ରହିଛି |

ଅନେକ ଲୋମ ଟାଙ୍କୁରା କଥା ଏହି ବ୍ରିଜରେ ଦିନ ସମୟରେ ଅନେକ ଗାଡ଼ି ମଟର ଯିବା ଆସିବା ପରେ ଠିକ ରାତି ବାରଟା ବାଜିଲେ ଏହାକୁ ବନ୍ଦ କରିଦିଆଯାଏ |ଅତୀତରେ କୋଲକାତା ଏବଂ ହୁଗୁଳୀ ନଦୀ ମଧ୍ୟରେ କୌଣସି ଯାତାୟାତ ପାଇଁ କୌଣସି ମାଧ୍ୟମ ନଥିଲା |

ସେଥିପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଏହି ବ୍ରିଜ ନିର୍ମାଣ କରାଯାଇଥିଲା ବ୍ରିଜ ଟିକୁ ଇଂରାଜୀ ମାନେ ନିଜର ବ୍ୟବହାର ପାଇଁ ନିର୍ମାଣ କରିଥିବା ବେଳେ ସେତେବେଳେ ଏହାର ନାମ ଥିଲା ହାୱଡା ବ୍ରିଜ ଏବେ ତାର ନାଁ ବଦଳାଇ ରବୀନ୍ଦ୍ର ସେତୁ କରିଛନ୍ତି ପଶ୍ଚିମବଙ୍ଗ ସରକାର |

Leave a Reply

Your email address will not be published. Required fields are marked *