Guru Gyana: ୨୪ ଘଣ୍ଟାରେ ହେବ ଧନରବର୍ଷା, ବାସ କରନ୍ତୁ ଏହି ଛୋଟ ଉପାୟ, ରାତାରାତି ହାଇଯିବେ ମାଲାମାଲ…

ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଦିବ୍ୟ ଚମତ୍କାରିତା ବିଷୟରେ କହିବୁ ଯାହା ମାନବ ଜାତି ପାଇଁ ଈଶ୍ୱରଙ୍କ ବରଦାନ ଅଟେ ଏହି ବୃକ୍ଷ ମାନବ ଜାତିର କୌଣସି ସଂଜୀବନୀ ବୁଟୀ ଠାରୁ କମ ନୁହେଁ ଆଜି ଯେଉଁ ଗଛ ବିଷୟରେ ବତେଇବୁ ଏହା ବହୁତ ଚମତ୍କାରୀ ହୋଇଥାଏ ଏହାର ପ୍ରୟୋଗ ମନୁଷ୍ୟ ଜାତି ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ ଆୟୁର୍ବେଦର ଏହି ଗଛର ବହୁତ ଅଧିକ ମହତ୍ୱ ରହିଅଛି ଏହି ଗଛର ଆୟୁର୍ବେଦିକ ଏବଂ ଧାର୍ମିକ ଗୁଣ ବିଷୟରେ ଆମେ ଆପଣଙ୍କୁ କହିବୁ ତେବେ ଦର୍ଶକବନ୍ଧୁ ଆସନ୍ତୁ ଜାଣିବା ଏହି ଗଛର ଚମତ୍କାରୀ ପ୍ରୟୋଗ ବିଷୟରେ |

ବନ୍ଧୁଗଣ ଆପଣମାନେ ଜାଣିଛନ୍ତି ଯେ ଏହି ଗଛକୁ ଛୁଇଁଲା ମାତ୍ରେ ଏହା ବୁଜି ହୋଇ ଯାଇଥାଏ ଏହି ଗଛକୁ ବହୁତ ଲୋକ ନିଜର ଘରେ ଲଗାଇ ଥାଆନ୍ତି ତ ଆସନ୍ତୁ ଏହି ଗଛର ଧାର୍ମିକ ପ୍ରୟୋଗ ବିଷୟରେ ଜାଣିନେବା |ଏହି ଗଛ ଘରେ ଲଗାଇବା ଦ୍ୱାରା ତନ୍ତ୍ର ବାଧା ଦୂର ହୋଇଥାଏ ଏହି ଗଛ ତନ୍ତ୍ର ବାଧା ନିଜ ଆଡ଼କୁ ଆକର୍ଷିତ କରି ଶୋଷି ନେଇଥାଏ ଏମିତି ଘର ଥାଏ ଯାହା ଉପରେ ଖରାପ ନଜର ଲାଗିଥାଏ ଯଦି ଆପଣ ଚାହୁଁଛନ୍ତି କାହା ଘର ଉପରେ ଆପଣଙ୍କ ଖରାପ ନଜର ନଲାଗୁ ଏହି ଗଛକୁ ଘରେ ଲଗେଇବା ଦ୍ୱାରା ଏହି ସବୁ ସମସ୍ୟା ଦୂର ହୋଇଥାଏ |

ଏହା ସମସ୍ତ ପ୍ରକାର ଖରାପ ଶକ୍ତିକୁ ନିଜ ଆଡ଼କୁ ଆକର୍ଷଣ କରିଥାଏ ଏବଂ ଧୀରେ ଧୀରେ ସୁଖିବାକୁ ଲାଗିଥାଏ କାରଣ ଏହା ଖରାପ ଶକ୍ତିକୁ ନିଜ ଭିତରେ ଶୋଷି ନିଜେ ନଷ୍ଟ ହୋଇ ଯାଇଥାଏ ଏହାର ଦ୍ୱିତୀୟ ଫାଇଦା ଏହା ଅଟେ କି ଏହା ଘରର ବାସ୍ତୁ ଦୋଷକୁ ଦୂର କରିଥାଏ ଏବଂ ଘରେ କାହାର ବି ଯଦି କଣ୍ଠ ରୋଗ ଜନିତ ସମସ୍ୟା ଅଛି ତାହା ହେବାକୁ ଦେଇ ନଥାଏ ଏହାର ଚେରକୁ ତାବିଚ କରି ପିନ୍ଧିବା ଦ୍ୱାରା ସମସ୍ତ ପ୍ରକାର କାଶ ଭଳି ସମସ୍ୟା ଦୂର ହୋଇ ଯାଇଥାଏ |

ଯଦି କାହାର ଲମ୍ବା ସମୟ ଧରି କାଶ ଭଳି ସମସ୍ୟା ରହିଅଛି ତ ଗୋଟେ କାମ ନିଶ୍ଚୟ କରିବେ ଏହି ଲାଜ କୁଳି ଲତାର ଚେରକୁ ଲାଲ ରଙ୍ଗର କପଡ଼ାରେ ବାନ୍ଧି କରି ଆପଣ ରବିବାର ଦିନ ଧାରଣ କରନ୍ତୁ ଆପଣଙ୍କୁ ବହୁତ ଜଳଦି ଲାଭ ମିଳିଯିବ ତତକ୍ଷଣ ଆପଣଙ୍କୁ କାଶ ଭଳି ସମସ୍ୟା ଦୂର ହୋଇଯାଇଥାଏ ଏହି ଗଛକୁ ଆତ୍ମସୁରକ୍ଷା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ |

ଯେମିତିକି ଆପଣଙ୍କ କାହା ଉପରେ କଳା ଶକ୍ତି ବା ଖରାପ ନଜର ଦୂର ହେବା ପାଇଁ ଏହାକୁ ଶରୀରର ଚାରିପଟେ ସାତ ଥର ମୋଉଲି ଭାଗା ବା ନାଲି ଧାଗାରେ ନେଇ ଏହି ଗଛରେ ବାନ୍ଧି ଦିଅନ୍ତୁ ଦେଖିବେ ଆପଣଙ୍କ ଉପରେ ଲାଗିଥିବା ଖରାପ ନଜରକୁ ଏହା ନିଜ ଆଡ଼କୁ ଆକର୍ଷିତ କରିଦେବ ଏହି ଗଛରେ ବହୁତ ଅଲୌକିକ ଶକ୍ତି ରହିଥାଏ ଯାହା ଆମ ଘର ଚାରିପଟେ ରହିବ ବହୁତ ଲାଭଦାୟକ ହୋଇଥାଏ |

Leave a Reply

Your email address will not be published. Required fields are marked *