ହେଲୋ ଫ୍ରେଣ୍ଡ୍ ଏହି ଦୁନିଆରେ ଦୁଇ ପ୍ରକାର ବଡ ଲୋକ ଥାଆନ୍ତି ଗୋଟିଏ ବିଲ ଗେଟ୍ସ ଆଉ ଏଲନ ମସ୍କ ଭଳି ଯିଏ ନିଜ ପଇସା କୁ ନିଜ ବ୍ୟାଙ୍କ ବାଲାନ୍ସ ପର୍ଯ୍ୟନ୍ତ ସୀମିତ ରଖି ଥାଆନ୍ତି ଆଉ ଗୋଟିଏ ହୋଇଥାନ୍ତି ଏମିତି ବଡ ଲୋକ ଯିଏ ଯିବା ବେଳେ ଏମିତି ଲାଗେ କୁବେର ଯାଉଛନ୍ତି ଆସନ୍ତୁ ଜାଣିବା ସେହି ଭଳି କିଛି ଲୋକଙ୍କ ବିଷୟରେ ଯାହାଙ୍କୁ ସୁନା ବୋହୁତ ପସନ୍ଦ
ନମ୍ବର 1 ରେ ଗୋଲ୍ଡେନ ବାବା – ଏହି ବାବା ପୁରା 9 କିଲୋ ସୁନା ପିନ୍ଧିଥାନ୍ତି ଏହି ବାବା ଯେତେ ବେଳେ କୁମ୍ଭ ପାଇଁ ଯାଆନ୍ତି ସେତେ ବେଳେ ପୋଲିସ ପ୍ରୋଟେକ୍ସନ ନେଇଥାନ୍ତି କାରଣ କେହି ଯେମିତି ତାଙ୍କ ସୁନା ନେଇ ନ ଯାଆନ୍ତି ହରି ଦ୍ୟାରର ଏହି ଗୋଲ୍ଡେନ ବାବା ଜଣେ ବିଜନେସ ମ୍ୟାନ ଥିଲେ କିନ୍ତୁ ପରେ ସେ ସନ୍ୟାସୀ ହୋଇଗଲେ କିନ୍ତୁ ସବୁ ଜିନିଷ ରୁ ତାଙ୍କ ମନ ପଳେଇ ଥିଲା କିନ୍ତୁ ସୁନାର ମୋହ ତାଙ୍କ ଭିତରୁ ଗଲା ନାହିଁ ସେଥି ପାଇଁ ସେ 9 କିଲୋ ସୁନା ଧାରଣ କରିଛନ୍ତି ଏହାକୁ ଦେଖିବାକୁ ବୋହୁତ ଲୋକ ତାଙ୍କୁ ଦେଖିବାକୁ ଆସି ଥାଆନ୍ତି
ନମ୍ବର 2 ରେ – ଯେତେ ବେଳେ କରୋନା ସମୟରେ ଲୋକେ ଦୁଇ ଓଲି ଖାଇବା ପାଇଁ ସଙ୍ଘର୍ଷ କରୁଥିଲେ ସେତେ ବେଳେ ପୁନେ ରେ ରହୁଥିବା ଜଣେ ଲୋକ ଶଙ୍କର କୁରାଢେ କରୋନା ଭାଇରସ କୁ ଫଲୋ କରିବାର ଅଲଗା ଅନ୍ଦାଜ ରେ ନଜର ଆସିଥିଲେ ଯେତେ ବେଳେ ସବୁ ଲୋକଙ୍କୁ ମାସ୍କ ପିନ୍ଧିବାକୁ କୁହାଗଲା ସେତେ ବେଳେ ଏହି ଲୋକ ଜଣଙ୍କ ସେଥିରେ ମଧ୍ୟ ନିଜର ବଡ ଲୋକିଆ ଦେଖେଇବାର କୌଣସି ପ୍ରକାର ମୋଉକା ଛାଡିଲେ ନାହିଁ ତିଆରି କଲେ ସୁନାର ମାସ୍କ୍ ତାଙ୍କୁ ସୁନା ଏତେ ପସନ୍ଦ କି ଗଲା ଠାରୁ ହାତ ପର୍ଯ୍ୟନ୍ତ ସୁନା ରେ ଭାରି ହୋଇ ରହିଥାନ୍ତି ଯେତେ ବେଳେ ମାସ୍କ ପିନ୍ଧିବା ବଧ୍ୟାତା ମୂଳକ ହୋଇଗଲା ତେବେ ତାଙ୍କୁ ସୁନା ପିନ୍ଧିବାର ଆଉ ଏକ ମୋଉକା ମିଳିଗଲା ଆଉ ସୁନା ମାସ୍କ ର ଦାମ୍ ପାଖା ପାଖି 3 ଲକ୍ଷ ଟଙ୍କା ଛୋଟବେଳୁ ଶଙ୍କର ଙ୍କୁ ସୁନା ପିନ୍ଧିବାର ସୋଉକୁ ଥିଲା ଯେତେ ବେଳେ ସେ କୋଲାପୁର ରେ ଯେତେ ବେଳେ ଜଣେ ଲୋକଙ୍କୁ ରୂପାର ମାସ୍କ ପିନ୍ଧିବାର ଦେଖେଲେ ତାଙ୍କ ମନରେ ବି ସୁନା ମାସ୍କ ପିନ୍ଧିବାର ଇଚ୍ଛା ହେଲା ଓ ଏହାପରେ ସେ 10 ଦିନ ଭିତରେ ସୁନା ମାସ୍କ ତିଆରି କରି ପିନ୍ଧିଲେ ଏହା ସେହିତ ସେ ପ୍ରତି ଦିନ 3 କେଜି ସୁନା ପିନ୍ଧନ୍ତି
ନମ୍ବର 3 ରେ ପ୍ରଶାନ୍ତ – ମହାରାଷ୍ଟ୍ର ଓ ପୂର୍ଣେ ର ଲୋକଙ୍କୁ ସୁନା କେତେ ପସନ୍ଦ ସୁନାକୁ ନେଇକି ପ୍ରଶାନ୍ତଙ୍କର ବୋହୁତ ମୋହ ସେ ନିଜ ଗଳାରେ ମୋଟା ହାର ଓ ଦୁଇ ହାତରେ ମୋଟା ମୋଟା ସୁନାର ବ୍ରେସଲେଟ ପିନ୍ଧିଥାନ୍ତି ପ୍ରଶାନ୍ତ ଙ୍କୁ ନିଜ ଶରୀରରେ ସୁନା ପିନ୍ଧିବା ବୋହୁତ ପସନ୍ଦ ସେଥି ପାଇଁ ସେ 5 କେଜି ସୁନା ର ଗହଣା ପିନ୍ଧୁଛନ୍ତି ଯାହାର ମୂଲ୍ୟ ଦେଢ଼ କୋଟି ଟଙ୍କା ବି ଅଧିକ ତାଙ୍କର ସୁନାର ମୋଟା ଚେନ୍ ବ୍ରେସଲେଟ୍ ସହିତ ମୁଦି ଓ ଘଡି ଓ ଫୋନ୍ କଭର ସହିତ ସୁନାର ଜୋତା ମଧ୍ୟ ଅଛି
ନମ୍ବର 4 ଦାତା ଫୁଗେ – ଏହି ଲୋକ ଜଣଙ୍କ ମଧ୍ୟ ପୁନେ ରେ ରୁହନ୍ତି ତାଙ୍କୁ ସୁନା ଏତେ ପସନ୍ଦ କି ତାଙ୍କୁ ଗୋଲ୍ଡମ୍ୟାନ ଭାବରେ ଜଣାଯାଏ ସୁନା ଗହଣା ସହିତ ସେ ସୁନାର ସାର୍ଟ ମଧ୍ୟ ତିଆରି କରି ଦେଇଛନ୍ତି ଯାହାର ଓଜନ ଆଢେ ତିନି କେଜି ଯାହାର ଦାମ୍ ଦେଢ଼ କୋଟି ଟଙ୍କା ରୁ ଅଧିକ ହେବ ଦତା ଫୁଗେଙ୍କ ପାଖରେ ଏତେ ପଇସା ଅଛି କୁ ସେ କିଛି ବି କିଣି ପାରିବେ ସେ ମୋଟା ମୋଟା ସୁନାର ଚେନ ଓ ମୁଦି ଓ ସୁନା ବ୍ରେସଲେତ୍ ପିନ୍ଧି ଥାଆନ୍ତି