ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଏକ ଆପଣଙ୍କୁ ଏକ ସୁନ୍ଦର ବିଷୟ ବସ୍ତୁ ଉପରେ କହିବାକୁ ଯାଉଛୁ ଯେଉଁ ବିଷୟ ବସ୍ତୁର ନାମ ହେଉଛି ଲକ୍ଷ୍ମୀ ସ୍ୱରୂପ କନ୍ୟା କେଉଁ ମାସରେ ଜନ୍ମ ହୁଅନ୍ତି କେଉଁ ଗୃହରେ ଝିଅ ଜନ୍ମ ହୁଏ ଆସନ୍ତୁ ଜାଣିବା ଏହା ବିଷୟରେ |ଆପଣମାନେ ଜାଣିଛନ୍ତି ଯେ ଆଜି କାଲିର ସମାଜରେ ଯଦି କାହା ଘରେ ଏକ କନ୍ୟା ସନ୍ତାନ ଜନ୍ମ ହେଉଛି ସେ ନିରାଶ ହେଇ ଯାଉଛନ୍ତି କିନ୍ତୁ ଏସବୁ ମନୁଷ୍ୟର ସବୁ ଅଜ୍ଞାନତା କାରଣରୁ ହେଉଛି |ଆପଣମାନେ ଜାଣିଥିବେ କନ୍ୟା ସନ୍ତାନ ସମସ୍ତଙ୍କ ଗୃହରେ ଜନ୍ମ ନିଅନ୍ତି ନାହିଁ
|କନ୍ୟା ସନ୍ତାନ ସେହି ମାନଙ୍କ ଘରେ ଜାତ ହୁଏ ଯିଏ ପୂର୍ବ ଜନ୍ମରେ ଭଲ କର୍ମ କରିଥାଏ ଓ ଭାଗ୍ୟବାନ ହୋଇଥାଏ ଆଜି ଆମେ ଆପଣଙ୍କୁ କହିବୁ କେଉଁ ଘରେ କନ୍ୟା ସନ୍ତାନ ଜନ୍ମ ଦେବାକୁ ଭଗବାନ ବାଛି ଥାଆନ୍ତି ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେଉଁ ଘରେ ସ୍ୱାମୀ ସ୍ତ୍ରୀ ପୂର୍ବ ଜନ୍ମରେ ଅଧିକ ଧର୍ମ ଓ ପୁଣ୍ୟ ଅର୍ଜନ କରି ଥାଆନ୍ତି ସେମାନଙ୍କ ଗୃହରେ କନ୍ୟା ସନ୍ତାନ ଜନ୍ମ ନେଇ ଥାଆନ୍ତି |ଧର୍ମଶାସ୍ତ୍ର ଅନୁସାରେ ଭଗବାନ କନ୍ୟା ସନ୍ତାନ ପାଇଁ ଏଭଳି ଗୃହକୁ ବାଛନ୍ତି |
ଯେଉଁମାନେ କନ୍ୟା ରତ୍ନର ଭାରକୁ ସହି ପାରନ୍ତି କାରଣ ଏହି ତିନି ଲୋକରେ କନ୍ୟା ହିଁ ଏମିତି ଯାହାର ଦାୟିତ୍ୱ ଭାର ସମସ୍ତେ ଉଠାଇ ପାରନ୍ତି ନାହିଁ ପୁଅ କେବଳ ଗୋଟିଏ କୂଳକୁ ଉଦ୍ଧାର କରିଥାଏ କିନ୍ତୁ କନ୍ୟା ଦୁଇ କୂଳକୁ ଉଦ୍ଧାର କରିଥାଏ କାରଣ ଗୋଟିଏ ଝିଅ ବାପା ମା ଙ୍କ ପାଖରେ ରହି ଝିଅର ଦାୟିତ୍ୱ ଲିଭାଇ ଥାଏ ଆଉ ବିବାହ ପରେ ଝିଅଟି ବହୁ ରୂପରେ ଶାଶୁ ଘରର ସବୁ ଦାୟିତ୍ବ ତୁଲାଇଥାଏ |
ଯେଉଁ କନ୍ୟାର ଜନ୍ମ ହେବା ପରେ ପରିବାରର ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଥାଏ ସେମାନେ ହେଲେ ଦେବୀ ମାନଙ୍କ ସ୍ୱରୂପ |ଓଡ଼ିଆ ମାସର ଗଣନା ଅନୁଯାଇ ମାଘମାସ ଶୁକ୍ଲପକ୍ଷ ଠାରୁ ଫାଲ୍ଗୁନ ମାସ କୃଷ୍ଣପକ୍ଷ ଭିତରେ ଜାତ କନ୍ୟା ଲକ୍ଷ୍ମୀ ସ୍ୱରୂପ ହୋଇ ଥାଆନ୍ତି |
ଚୈତ୍ର ମାସର ଶୁକ୍ଲପକ୍ଷ ଠାରୁ ଆରମ୍ଭ କରି ବୈଶାଖ ମାସର କୃଷ୍ଣ ପକ୍ଷର ଜାତ କନ୍ୟା ଲକ୍ଷ୍ମୀ ସ୍ୱରୂପ ହୋଇ ଥାଆନ୍ତି ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ଠାରୁ ଆରମ୍ଭ କରି ଆଶାଡ଼ ମାସର କୃଷ୍ଣପକ୍ଷ ଭାଦ୍ରବ ମାସର ଶୁକ୍ଲପକ୍ଷ ଅଶ୍ୱନୀ ଆଶ୍ୱିନ ମାସର କୃଷ୍ଣ ପକ୍ଷରେ ଜାତ କନ୍ୟା ଲକ୍ଷ୍ମୀ ସ୍ୱରୂପ ହୋଇ ଥାଆନ୍ତି