ଏବେ ଏବେ ପୁଣି ସିନେମା ଜଗତ ପାଇଁ ଆସିଲା ବହୁତ ବଡ଼ ଦୁଖଦଃ ଖବର ,ଆରପାରିରେ ଏହି ଲୋକପ୍ରିୟ କଳାକାର ଖେଳିଗଲା ପୁରା ଶୋକର ଲହରୀ |

ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନ ସମୟରେ ଚଳଚ୍ଚିତ୍ର ଜଗତ ପାଇଁ ଯାହା ଏକ ଦୁଃଖ ଦାୟକ ଖବର ସାମ୍ନାକୁ ଆସିଛି ଏହି ପ୍ରସିଦ୍ଧ କଳାକାରଙ୍କ ପରଲୋକରେ ଅନେକ କଳାକାର ବହୁତ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଚଳଚ୍ଚିତ୍ର ଜଗତରେ ଶୋକର ଲହରୀ ଖେଳି ଯାଇଛି |63 ବର୍ଷ ବୟସରେ ହୃଦ ଘାତରେ ଶିକାର ହେବା ହେତୁ ଦୁନିଆକୁ ଅଲବିଦା କହି ଆର ପାରିକୁ ଚାଲି ଯାଇଛନ୍ତି ଏପରି ହଟାତ ଦେହାନ୍ତ ଖବର ଶୁଣି ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି |

ଗତ କିଛି ଦିନ ହେବ ନିମୋନିଆ ଏବଂ ଯକୃତ ରୋଗରେ ପୀଡ଼ିତ ଥିଲେ ଏଥିପାଇ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା ତେବେ ହଟାତ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଲାଗିବାରୁ ଚିକିତ୍ସା ପାଇଁ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା ଚିକିତ୍ସା ସମୟରେ ତାଙ୍କୁ ଭେଣ୍ଟିଲିଟର ରେ ରଖା ଯାଇଥିଲା |

ସିଦ୍ଧିକଙ୍କୁ ବଞ୍ଚାଇବା ପାଇଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ଶେଷରେ ନିର୍ଦେଶକ ଜୀବନ ଯୁଦ୍ଧରେ ହାରି ଯାଇଥିଲେ |ସିଦ୍ଧିକ ଜଣେ ଭଲ ଅଭିନେତା ସହିତ ଭଲ ନିର୍ଦେଶକ ମଧ୍ୟ ଥିଲେ |2022 ମସିହାରେ ସେ କେମକମ ଫିଲ୍ମରେ ଅଭିନୟ କରିବା ପାଇଁ ଡେବ୍ୟୁ କରିବା ବେଳେ 1989 ମସିହାରେ ମାଲୟମ ଚଳଚ୍ଚିତ୍ରରେ ନିର୍ଦେଶକ ଭାବରେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ |

ତେବେ ଲୋକପ୍ରିୟ କଳାକାର ଏବଂ ନିର୍ଦେଶକ ସିଦ୍ଧିକଙ୍କ ମୃ-ତ୍ୟୁ ରେ ଅନେକ କଳକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଚଳଚିତ୍ର ଜଗତରେ ଶୋକର ଲହରୀ ଖେଳି ଯାଇଛି |

Leave a Reply

Your email address will not be published. Required fields are marked *