ବଡ ଭବିଷ୍ୟବାଣୀ: 24 ର ଭୟଙ୍କର ସତ୍ୟ ଶିଘ୍ର ଦେଖିନିଅନ୍ତୁ, Malika ରେ ସଫା ସଫା ଲେଖା ଯାଇଛି ସବୁ, ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଆଜିର ବିଷୟଟି ଆପଣଙ୍କ ପାଇଁ ସବୁଠାରୁ ସ୍ପେସିଆଲ ଏପିସୋଡ଼ ହେବ ଆପଣମାନେ ନିଶ୍ଚିତ ଭାବରେ ଧ୍ୟାନ ରଖିବେ କାହିଁକି କହୁଚୁ କଣ ପାଇଁ କହୁଛୁ ଆପଣମାନେ ସବୁ ଜାଣିପାରିବେ |ମାଳିକାରେ କୁହାଯାଇଛି ସାତ ଦିନ ଅନ୍ଧାର ହେବ ବରଫ ବର୍ଷା ହେବ ସମୁଦ୍ର ମାଡ଼ି ଆସିବ ଯୋଗିନୀ ଡାକ ଦେବେ ଭୂମିକମ୍ପ ହେବ ସୁନାମି ଆସିବ ଲୋକମାନେ ପୋକ ମାଛି ଭଳି ମୃ-ତ୍ୟୁ ର ଶିକାର ହେବେ ଏହି ବିଷୟରେ ଶୁଣି ଶୁଣି ଆପଣଙ୍କ ଧର୍ଯ୍ୟ ମଧ୍ୟ ନଥିବ ଏସବୁ ଆଉ କେତେ ଦିନ ପର୍ଯ୍ୟନ୍ତ ଚାଲିବ ଆଉ ଏହାର ମୁଖ୍ୟତଃ କାରଣ କଣ ଆଜି ଆମେ ବିଶେଷ କରି ସେହି ବିଷୟରେ ଆଲୋଚନା କରିବା |

ବର୍ତ୍ତମାନର କଳିର ପ୍ରଭାବ ଏତେ ବଢ଼ିଗଲାଣି ଯେ ଲୋକମାନେ ସତ କହିବାକୁ ଯମ ରାଜି ହେଉ ନାହାଁନ୍ତି ଏବଂ ସେମାନଙ୍କ ମନ ମଧ୍ୟ ମାଳିକା ବା ଯେ କୌଣସିର ଏକ ଭଲ କଥା ଶୁଣିବା ପାଇଁ କେବେ ବି ଇନ୍ଟରେଷ୍ଟ ନେବ ନାହିଁ ତା ଛଡ଼ା ଏଇଠି ଗୋଟେ କଥା ଆପଣ ଧ୍ୟାନ ରଖିବେ ଆପଣ ଚାହିଁଲେ ନିଜେ ନିଜକୁ ପରିବର୍ତ୍ତନ କରିପାରିବେ ଅନ୍ୟ କାହାକୁ ମଧ୍ୟ ଆପଣ ଏ ଦୁନିଆରେ ପରିବର୍ତ୍ତନ କରିବାକୁ ଚାହିଁଲେ ମଧ୍ୟ ପରିବର୍ତ୍ତନ କରିପାରିବେ ନାହିଁ ଯେ ପର୍ଯ୍ୟନ୍ତ ସେ ବ୍ୟକ୍ତି ନିଜେ ଜାଣିବା ପାଇଁ ଚେଷ୍ଟା ନ କରିଛି |

ସେଥିପାଇଁ ଆମେ ବିଭିନ୍ନ ଉପାୟରେ ଲୋକମାନଙ୍କୁ ବିଭିନ୍ନ ମାର୍ଗରେ ନେବା ପାଇଁ ବହୁତ ପ୍ରକାର ଚେଷ୍ଟା କରିବାରେ ଲାଗିଛୁ କିନ୍ତୁ ଅନେକ ଲୋକ ଏହାକୁ ଭିନ୍ନ ଭିନ୍ନ ମତ ପ୍ରମାଣ କରି ମିଛ ବୋଲି କହୁଛନ୍ତି ବର୍ତ୍ତମାନ ସମୟରେ ଆପଣ ମାନେ ଲକ୍ଷ କରନ୍ତୁ ବିଧିର ବିଧାନ କେହି ବି ଟାଳି ପାରିବେ ନାହିଁ |

ଯେଉଁ ସମୟ ଆସୁଛି ତାହା ଭୟଙ୍କର ଅଟେ ବୋଲି ଆମେ ଆପଣଙ୍କୁ କହି ଆସୁଛୁ ନିଜେ ସତର୍କ ରୁହନ୍ତୁ ବାସ୍ତବ ସତ୍ୟ ଜାଣିବା ପାଇଁ ଚେଷ୍ଟା କରନ୍ତୁ |ବର୍ତ୍ତମାନ ସମୟରେ ଯେଉଁ ସବୁ ଘଟଣା ଗୁଡ଼ିକ ଘଟୁଛି ତାହା ସବୁ ପ୍ରାକୃତିକ ବିପର୍ଯ୍ୟୟର ସଙ୍କେତ ଯେମିତି ଆମ ଦେଶ ଇଣ୍ଡିଆରେ ଦଙ୍ଗା ଚରମ ସୀମାରେ ପହଁଚି ଗଲାଣି |

ଏଭଳି ମଧ୍ୟ ଖବର ମିଳୁଛି ରୁଷିଆ ଏବଂ ଆମେରିକା ଯୁଦ୍ଧ ହେବାକୁ ଯାଉଛି 2024 ମସିହାରେ ରୁଷିଆ ଏବଂ ଆମେରିକା ଯୁଦ୍ଧ ହେବ ସୁନିଶ୍ଚିତ ପରିସ୍ଥିତି ଏଭଳି ଭୟଙ୍କର ହେବ ଯାହା ଫଳରେ ସାରା ବିଶ୍ୱ ଯୁଦ୍ଧରେ ସାମିଲ ହେବେ |

Leave a Reply

Your email address will not be published. Required fields are marked *