ଆମେ ଆସିଥିଲୁ ବାହା ହେବାକୁ ଆମକୁ ଛାଡିଦିଅ Video କରନି, ପୁରା ଖବର ଜାଣିଲେ ମୁଣ୍ଡରେ ହାତ ଦେବେ…ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଆମେ ଆପଣଙ୍କୁ ଏହି ଫୋଟରେ ଦେଖା ଯାଉଥିବା ଯୁବତୀ ଯୁବକ ଙ୍କ କଥା କହୁଚୁ ଯେ ନିଜ ଦେହର ଭୋକ ମେଣ୍ଟାଇବା ପାଇଁ ପ୍ରେମିକା ଜଣକ ପ୍ରେମିକକୁ ଡାକିଥିଲା ଆଖୁ କିଆରୀକୁ ଏବଂ ସେହି ସମୟରେ ଧରି ଦେଇଥିଲେ ସେଠାରେ ଥିବା ଆଖୁ କିଆରୀର ମାଲିକ ତାପରେ ଝିଅଟି କାକୁତି ମିନତୀ ହୋଇ କହୁଛି ମତେ ଛାଡ଼ି ଦିଅ |

ଏବେ ଏହି ଦୃଶ୍ୟ ଉପରେ ଆପଣ ଟିକେ ନଜର ପକେଇ ଦିଅନ୍ତୁ ସେଠାରେ ଥିବା ଜମି ମାଲିକ କହୁଛି ଚାଲ ତୁମର ବିବାହ କରାଇନେବି ତୁମ ବାପାଙ୍କୁ ଡାକ ସିଏ ଆସିଲା ପରେ ଯାଇ ଯାହା ହେବ |ଫୋନ କର ବାଧ୍ୟ ହୋଇ ପ୍ରେମୀ ଯୁଗଳ ନିଜ ବାପା ମା ଙ୍କୁ ଫୋନ କଲେ ଇ-ଜ୍ଜ-ତ କୁ ନେଇ ଯଦି ତମର ଏତେ ଡର ଥିଲା ତାହେଲେ ତୁମେ ଆଖୁ କିଆରୀରେ ପଶୁ ଥିଲ କାହିଁକି |

ହୋଟେଲକୁ ପଳେଇଲ ନାହିଁ ଚାରି କାନ୍ଥ ଭିତରେ ଆରାମରେ କାମ ସାରି ଆସି ଥାଆନ୍ତ ଏହି ଭଳି କଥା କହୁଛନ୍ତି ସେଠାରେ ଥିବା ଆଖୁ କିଆରୀର ମାଲିକ ଆଖୁ କିଆରୀରେ ପଶି ଏଭଳି କାର୍ଯ୍ୟ କରୁଚ ଏହା ଦ୍ୱାରା ମୋ କିଆରୀ ମଧ୍ୟ ଅପବିତ୍ର ହୋଇଗଲା |ଏମିତି କହି ଭିଡିଓ କରି ସୋସିଆଲ ମେଡିଆରେ ଛାଡ଼ି ଦେଲେ ଯାହା ଏବେ ଭାଇରଲ ହେଉଛି |

ଯଦି ତୁମର ବାହା ହେବାର ଅଛି ତାହେଲେ ତୁମେ ବାହା ହୋଇଯାଅ ଏଭଳି କୁତ୍ସିତ କାର୍ଯ୍ୟରୁ ନିବୃତ ରୁହ ନଚେତ ଏଭଳି ଭାଇରଲ ହେବା ଠାରୁ ଦୁରେଇ ରୁହ ଏଭଳି କହୁଛନ୍ତି ସେଠାରେ ଥିବା ଆଖୁ କିଆରୀର ମାଲିକ |

Leave a Reply

Your email address will not be published. Required fields are marked *