ନମସ୍କାର ଦର୍ଶକବନ୍ଧୁ ସ୍ୱାମୀ ସହିତ ହନିମୁନ କରିବାକୁ ଯାଇଥିଲା ସ୍ତ୍ରୀ ହେଲେ ହୋଟେଲରୁ ଆଉ କାହା ସହିତ ଫେରାର ହେଲା ସ୍ତ୍ରୀକୁ ଖୋଜି ଖୋଜି ସ୍ୱାମୀ ଥାନାରେ ପହଁଚିଲା ସ୍ୱାମୀ ସହିତ ହନିମୁନ କରିବାକୁ ଯାଇଥିଲା ସ୍ତ୍ରୀ ହେଲେ ହୋଟେଲରୁ ଆଉ କାହା ସହିତ ଫେରାର ହୋଇଗଲା ସ୍ତ୍ରୀ ଏବେ ସ୍ତ୍ରୀ କୁ ଖୋଜି ଖୋଜି ସ୍ୱାମୀ ଶେଷରେ ଥାନାରେ ଯାଇ ପହଁଚିଛି |ସ୍ୱାମୀ ବୁଲିବାକୁ କାର ବୁକ କରିବାକୁ ଯାଇଥିଲା ବେଳେ ସ୍ତ୍ରୀ ଜଣକ ଆଉ କାହା ସହିତ ଫେରାର ହୋଇ ଯାଇଛନ୍ତି |
ସ୍ତ୍ରୀ ଜଣକ ଫେରାର ହୋଇଥିବା ହୋଟେଲ ସିସି ଟିଭି ଫୁଟେଜ ରୁ ଜାଣିବାକୁ ମିଳିଛି ବିବାହର 7 ଦିନ ପରେ ସ୍ୱାମୀ ସହିତ ହନିମୁନ କରିବାକୁ ଯାଇ ହୋଟେଲରୁ ଗାଏବ ହୋଇଗଲା ସ୍ତ୍ରୀ ଶେଷରେ ଥାନାର ଦ୍ୱାରସ୍ତ ହେଲେ ଯୁବକ |ଏପରି ଏକ ସଂଘିନ ଘଟଣା ରାଜସ୍ତାନ ଜୟପୁର ରେ ଦେଖିବାକୁ ମିଳିଛି |ମଧ୍ୟପ୍ରଦେଶରୁ ରାଜସ୍ତାନ ହନିମୁନ କରିବା ପାଇଁ ଆସିଥିଲେ ଦମ୍ପତି ହୋଟେଲ ସ୍ଥାନକୁ ଯାଇ ସେଠାରେ ଥିବା ପର୍ଯ୍ୟଟନ ସ୍ଥଳ ଯିବାକୁ ଗାଡ଼ି ବୁକ କରିଥିଲେ ଯୁବକ |
ଗାଡ଼ି ବୁକ କରି ହୋଟେଲକୁ ଫେରିବା ପରେ ପତ୍ନୀକୁ ପାଇ ନଥିଲେ ଯୁବକ ବହୁତ ଖୋଜା ଖୋଜି ପରେ ଯୁବକ ଜଣକ ନିରାଶ ହୋଇ ଯାଇଥିଲେ ଏହା ପରେ ଯୁବକ ଜଣକ ସିସିଟିଭି ଖୋଜିବାକୁ କହିଥିଲେ ଆଉ ସିସି ଟିଭି ଫୁଟେଜରେ ଦେଖିଥିଲେ ତାଙ୍କ ପତ୍ନୀ ଜିନିଷ ପତ୍ର ଧରି ହୋଟେଲରୁ ବାହାରକୁ ଯାଉଛି |
ଏସବୁ ଦେଖି ଯୁବକ ଜଣକ ସ୍ଥାନୀୟ ପୋଲିସ ସ୍ଥାନରେ ରିପୋର୍ଟ ଦାଖଲ କରିଥିଲେ |ମଧ୍ୟପ୍ରଦେଶର ଏହି ଯୁବକ ଗତ 29 ଜୁଲାଇ ରେ ଯୁବତୀଙ୍କୁ ବିବାହ କରିଥିଲେ ତାପରେ ସେମାନେ 5 ଅଗଷ୍ଟ ରେ ହନିମୁନ ପାଇଁ ବାହାରି ଥିଲେ ଦୁହେଁ ରାଜସ୍ତାନର ଜୟପୁରରେ ଏକ ହୋଟେଲ ବୁକ କରିଥିଲେ |
ଯୁବକ ଜଣକ ଗାଡ଼ି ବୁକ କରିବାକୁ ଯାଇଥିବା 15 ମିନିଟ ପରେ ଫେରିଥିଲେ କିନ୍ତୁ ସେହିଠାରେ ପତ୍ନୀ ଜଣକ ନଥିବାରୁ ନିରାଶ ହୋଇ ଯାଇଥିଲେ ଯୁବକ |ଯୁବକ ଜଣକ ଥାନାରେ ଯାଇ ଅଭିଯୋଗ କରିବାରୁ ପୋଲିସ ଏବେ ଯୁବତୀଙ୍କୁ ଖୋଜିବା ଆରମ୍ଭ କରି ଦେଇଛି |