ସରକାର କଲେ ବଡ଼ ଘୋଷଣା, ଲାଗୁହେବ ନୂଆ ନିୟମ ନୂତନ ଢାଞ୍ଚାରେ ହେବ Bahaghara, ନମାନିଲେ ମିଳିବ କାଡ଼ଦାଣ୍ଡ…ଜାଣିରଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଏଣିକି ବାହାଘର ଉପରେ ଲାଗିବ କଟକଣା ଆଉ ମନ ଇଛା ଆସିବେ ନାହିଁ ବନ୍ଧୁ ସମ୍ପର୍କୀୟ ବଦଳିବ ଢାଞ୍ଚାର ରାଜନୀତି ଲୋକ ସଭାରେ ଉପସ୍ଥାପନ ହେଲା ନୂଆ ବିଲ ଏଣିକି ବାହାଘରରେ ଅଯଥା ଖର୍ଚ୍ଚ ଉପରେ ଲାଗିବ କଟକଣା ଏନେଇ ଲୋକ ସଭାରେ ଏକ ନୂଆ ବିଲ ଉପସ୍ଥାପନ ହୋଇଛି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋରରେ ଲାଗିଛି ଏଣିକି ପି ୱେଡିଙ୍ଗ ଠାରୁ ଆରମ୍ଭ କରି ଅନେକ ପ୍ରସ୍ତୁତିରେ ଲାଗିବ କଟକଣା ଆଉ ମନ ଇଛା ଷ୍ଟେଜ ବନ୍ଧା କି ଫୁଲ ସଜା କି ୱେଡିଙ୍ଗ ଏମିତିକି ଅନେକ ରୀତି ନୀତି ଅନୁସାରେ କଟକଣା ଲାଗିବ |

ବିଲ ଅନୁସାରେ ବିବାହର ଉତ୍ସବ କୁ ନିମନ୍ତ୍ରିତ ଅତିଥିଙ୍କ ସଂଖ୍ୟା ଶହେ ଭିତରେ ସୀମିତ ରହିବ |ଅତୀତି ମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଖାଦ୍ୟରେ ମଧ୍ୟ କଟକଣା ଲାଗିବ |ଦଶରୁ ଅଧିକ ପରସେଇବା ବ୍ୟଞ୍ଜନ ସାମଗ୍ରୀ ଦିଆଯିବ ନାହିଁ ଖାଲି ସେତିକି ନୁହେଁ ନବ ବିବାହିତଙ୍କୁ ଆମନ୍ତ୍ରିତ ଅତିଥି 2500 ଟଙ୍କାରୁ ଅଧିକ ଟଙ୍କାର ଉପହାର ଦେଇ ପାରିବେ ନାହିଁ ମନ ଇଛା ଖର୍ଚ୍ଚ ଉପରେ ଏବେ ଲଗାଣ ରହିବ କାହାରିକି ବାଧ୍ୟ ବାଧ୍ୟକତାରେ ଆପଣ ଉପହାର ଦେଇ ପାରିବେ ନାହିଁ କି କାହାରିକୁ ବାଧ୍ୟ କରି ଆପଣ ଉପହାର ଦେଇ ପାରିବେ ନାହଁ |

ବାହାଘର ପାଇଁ ଲୋକେ ଜମି ବାଡ଼ି ଏବଂ ଘର ମଧ୍ୟ ବିକ୍ରି କରି ଦିଅନ୍ତି ଏପରିକି ବ୍ୟାଙ୍କରେ ଲକ୍ଷେ ଲକ୍ଷେ ଟଙ୍କା ମଧ୍ୟ ଋଣ କରିବାକୁ ପଛ ଘୁଞ୍ଚା ଦିଅନ୍ତି ନାହିଁ ଏସବୁ ଯୋଗୁଁ ଝିଅ ସେମାନଙ୍କୁ ବୋଝ ଭଳି ମନେ ହୁଏ କିନ୍ତୁ ଏହି ବିଲ ପାରିତ ଏହି ଅନ୍ତ ଘଟିବ କନ୍ୟା ରତ୍ନକୁ ଆଉ କେହି ବୋଝ ବୋଲି କହିବେ ନାହିଁ ଦେଶରେ କନ୍ୟାକୁ ଭୃଣ ହ-ତ୍ୟା ମଧ୍ୟ କରାଯିବ ନାହିଁ |

ଉପସ୍ଥାପିତ ବିଲର ନାମ ହେଉଛି ସ୍ୱତନ୍ତ୍ର ଅବସରରେ ଖର୍ଚ୍ଚ କାର୍ଡ ବିଲ ଦୁଇ ହଜାର କୋଡିଏ ସେଥିରେ ଉଲେଖ ରହିଛି ଯେ ଦାମୀ ଉପହାର ଭାବରେ ଅଯଥା ଖର୍ଚ୍ଚ ନ କରି ବରଂ ଏହାକୁ ଗରିବ ଅସହାୟ ଏବଂ ସମାଜ ସେବା କରୁଥିବା ସଙ୍ଘଟନକୁ ଦାନ କରିବା ଉଚିତ |

2020 ଜାନୁଆରୀ ରେ କଂଗ୍ରେସ ସାଂସଦ ଜଗଦୀପ ସିଂହ ଦିଲୀପ ଙ୍କ ଦ୍ୱାରା ଓ ବିଧାୟକ ଶୁକ୍ରବାର ପୁଣି ଲୋକ ସଭାରେ ଉପସ୍ଥାପନ କରିଥିଲେ |ପଞ୍ଜାବର ଖଣ୍ଡୁ ସାହେଦ ସାଂସଦ ଜଗଦୀପ ସିଂହ ଦିଲୀପ କହିଛନ୍ତି ଲୋକ ଦେଖାଣିଆ ଖର୍ଚ୍ଚକୁ ବାଦ କରାଯିବ ଏହି ବିଲର ଏହା ହେଉଛି ମୂଳ ଉଦେଶ୍ୟ

Leave a Reply

Your email address will not be published. Required fields are marked *