ପୁଣି କମିଲା ସୁନା (Gold) ଦର, ଏବେ କମିଲା ଏତେ ଟଙ୍କା… ସଙ୍ଗେ ସଙ୍ଗେ କିଣି ଦିୟନ୍ତୁ

ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନର ବଡ଼ ଖବର ଯାହାକି ସୁନା ରୂପା ଦରରେ ହେଲା ବଡ଼ ପରିବର୍ତ୍ତନ ସୁନା ପ୍ରେମୀଙ୍କ ପାଇଁ ବଡ଼ ସୂଚନା ଜାଣି ରଖନ୍ତୁ ଯେ ଆଜି ଆପଣଙ୍କ ସହରରେ କଣ ରହିଛି ସୁନା ରୂପାର ଦାମ |ତେବେ ବନ୍ଧୁଗଣ ଆପଣମାନେ ଜାଣିଥିବେ ଯେ ପ୍ରତ୍ୟକ ମହିଳାଙ୍କର ସବୁଠାରୁ ପସନ୍ଦର ଜିନିଷ ହେଉଛି ସୁନା କିନ୍ତୁ ଭାରତୀୟ ବଜାରରେ ଏହାର ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ କିଛି ଦିନ ହେବ ସୁନାର ଦର ହ୍ରାସ ପାଉଛି ତେବେ ଆପଣ ସୁନା କିଣିବା ପୂର୍ବରୁ ଜାଣି ନିଅନ୍ତୁ ଆଜିର ବଜାରରେ ସୁନାର ଦର କେତେ ରହିଛି ପରିବର୍ତ୍ତନ|

ତେବେ ଆଜି ଭାରତୀୟ ବଜାରରେ 22 କ୍ୟାରେଟ ସୁନାର ମୂଲ୍ୟ 10 ଗ୍ରାମ ପ୍ରତି 55,050 ଟଙ୍କା ରହିଥିବା ବେଳେ 24 କ୍ୟାରେଟ ସୁନାର 10 ଗ୍ରାମ ପ୍ରତି 60,060 ଟଙ୍କା ରହିଛି |ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ 22 ଏବଂ 24 କ୍ୟାରେଟ ସୁନାର ମୂଲ୍ୟ 10 ଗ୍ରାମ ପ୍ରତି 55,050 ଟଙ୍କା 60,060 ଟଙ୍କା ହୋଇଛି ତେବେ ଦେଶର ପ୍ରମୁଖ ସହର ମାନଙ୍କରେ ମଧ୍ୟ ସୁନା ଦର କମିଛି |

ତେବେ ମୁମ୍ବାଇରେ 22 ଏବଂ 24 କ୍ୟାରେଟ ସୁନାର ମୂଲ୍ୟ 55,050 ଟଙ୍କା ଏବଂ 60,060 ଟଙ୍କା ରହିଥିବା ନେଇ ରେକର୍ଡ଼ ହୋଇଛି ନୂଆ ଦିଲ୍ଲୀରେ ଏହାର ଦର ଯଥାକ୍ରମେ 55,200 ଟଙ୍କା ଓ 60,210 ଟଙ୍କା ରହିଛି ତେବେ ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ 22 କ୍ୟାରେଟ ମୂଲ୍ୟ 55,400 ଟଙ୍କା ରହିଥିବା ବେଳେ 24 କ୍ୟାରେଟର ମୂଲ୍ୟ 60,440 ଟଙ୍କା ରହିଥିବା ବେଇ ରେକର୍ଡ ହୋଇଛି |

ତେବେ ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ମଧ୍ୟ ଯଥାକ୍ରମେ 55,050 ଟଙ୍କା ଓ 60,060 ଟଙ୍କା ରହିଛି ସେହିପରି ରୂପାର ମୂଲ୍ୟ ଏକ କିଲୋଗ୍ରାମ ପ୍ରତି 70,300 ଟଙ୍କା ରହିଥିବା ନେଇ ରେକର୍ଡ କରାଯାଇଛି |

Leave a Reply

Your email address will not be published. Required fields are marked *