ନମସ୍କାର ଦର୍ଶକବନ୍ଧୁ ପୋଷ୍ଟ ଅଫିସର ସୁପର ହିଟ ସ୍କିମ ଦୁଇ ଲକ୍ଷ ଟଙ୍କା ଜମା କଲେ ମିଳିବ ଲବେ ହଜାର ଟଙ୍କାର ସୁଧ ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ସ୍କିମ ବିଷୟରେ ଏମିତି ମଧ୍ୟ ଆପଣ ଚାହିଁଲେ ଏହାର ବେନିଫିଟ ପାଇପାରିବେ ଯଦି ଆପଣ ସ୍ଥିର ରିଟର୍ଣ୍ଣ ପାଇବାର ବିଶ୍ୱାସ ରଖିଥିବା ନିବେଶକ ତେବେ ପୋଷ୍ଟ ଅଫିସ ଆପଣଙ୍କ ପାଇଁ ଅନେକ ଯୋଜନା ଚଳାଉଛି ଏହି ପୋଷ୍ଟ ଅଫିସ ଯୋଜନା ଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଟାଇମ ଡିପୋଜିଟ ଇଣ୍ଡିଆ ପୋଷ୍ଟ ଦ୍ୱାରା ଏହା ଏକ ଉତ୍ତମ ଯୋଜନା ଅଟେ |
ତେବେ ଏହି ଯୋଜନାରେ ଜମାକାରୀ 7.5 ପ୍ରତିଶତ ପର୍ଯ୍ୟନ୍ତ ବମ୍ପର ସୁଧ ପାଇ ଥାଆନ୍ତି ଏହା ବ୍ୟତୀତ ଏହା ଟେଷ୍ଟ ସଞ୍ଚୟ କରିବାରେ ମଧ୍ୟ ସାହାଯ୍ୟ କରିଥାଏ |ମୋଟା ମୋଟୀ ଭାବରେ ଯଦି କହିବାକୁ ଗଲେ ଆପଣ ଯଦି ଏହି ଯୋଜନାରେ ଦୁଇ ଲକ୍ଷ ଟଙ୍କା ଜମା କରନ୍ତି ତେବେ ଆପଣ ପ୍ରାୟ ନବେ ହଜାର ଟଙ୍କା ସୁଧ ଭାବରେ ପାଇପାରିବେ |
ଇଣ୍ଡିଆ ପୋଷ୍ଟ ଅଫିସର ସୂଚନା ଅନୁସାରେ ଦିଆଯାଇଥିବା ପୋଷ୍ଟ ଅନୁଯାଇ ପୋଷ୍ଟ ଅଫିସ ଟାଇମ ଡିପୋଜିଟ ଆକାଉଣ୍ଟ ଚାରୋଟି ଭିନ୍ନ ପିରିୟଡ଼ ପାଇଁ ଖୋଲା ଯାଇପାରିବ |ଏହି ଯୋଜନା ମାଧ୍ୟମରେ ଏକ ବର୍ଷ ପାଇଁ 6.8 ପ୍ରତିଶତ ଦୁଇ ବର୍ଷ 6.9 ପ୍ରତିଶତ ଏବଂ ତିନି ବର୍ଷ ପାଇଁ 7 ପ୍ରତିଶତ ଏବଂ 5 ବର୍ଷ ପାଇଁ ସାଢେ ସାତ ପ୍ରତିଶତ ଦିଆଯିବ ବୋଲି କୁହାଯାଇଛି |
ସୁଧ ବାର୍ଷିକ ପ୍ରଦାନ କରାଯାଏ ତ୍ରୟ ମାସିକ ହିସାବ ମଧ୍ୟ କରାଯାଏ ଏଥିରେ ଆପଣ ସର୍ବନିମ୍ନ ଏକ ହଜାର ଟଙ୍କା ନିବେଶ କରିପାରିବେ |ତେବେ ପୋଷ୍ଟ ଅଫିସ ଟାଇମ ଡିପୋଜିଟର କାଲ୍କୁଲେଟର ଅନୁଯାଇ ସର୍ବନିମ୍ନ ଏକ ହଜାର ଟଙ୍କା ନିବେଶ କରିପାରିବେ |
ତେବେ ପୋଷ୍ଟ ଅଫିସ ଟାଇମ ଡିପୋଜିଟ କାଲକୁଲେଟର ଅନୁଯାଇ ଯଦି ଜଣେ ନିବେଶକ ଏହି ଯୋଜନାରେ 5 ବର୍ଷ ପାଇଁ ଦୁଇ ଲକ୍ଷ ଟଙ୍କା ଜମା କରନ୍ତି ତେବେ ତାଙ୍କୁ ମୋଟ 89,900 ଟଙ୍କା ସୁଧ ମିଳିବ 5 ବର୍ଷ ପୂରଣ ହେଲେ ସେମାନେ ଦୁଇ ଲକ୍ଷ ଟଙ୍କାର ନିବେଶ ମଧ୍ୟ ସେମାନେ ପାଇବେ