ନମସ୍କାର ଦର୍ଶକବନ୍ଧୁ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ମଦ୍ୟପ ସ୍ୱାମୀର କିଛି ଅକୁହା କଥା ବିଷୟରେ କହିବାକୁ ଯାଉଛୁ ସବୁଦିନ ଧରି ଏହି ମଦୁଆ ସ୍ୱାମୀ ପ୍ରତାପ ସାମଲ ପେଟରେ ପେଟେ ମଦ ପିଇ ରାତିରେ ଘରକୁ ଆସୁଥିଲା ମଦ ପିଇ ନିଶାରେ ନିଶାରେ ଟଳମଳ ହୋଇ ଯାଉଥିଲା ଆଉ ଏତିକି ବେଳେ ସ୍ତ୍ରୀ ମିନତୀ କୁ ଖାଇବାକୁ ମାଗିଥିଲା |
ଆଉ ତରକାରୀ ଗରମ କରିବାକୁ କହିଥିଲା ସ୍ତ୍ରୀ ମିନତୀ ତରକାରୀ ଗରମ କରୁ କରୁ ହଟାତ ପ୍ରତାପର ମୁଣ୍ଡକୁ ପିତ ଚଢି ଯାଇଥିଲା ସେ ହାତରେ ଏକ ଲୁହ ରଡ଼ ଧରି ସ୍ତ୍ରୀ ମିନତୀକୁ ପିଟିବାରେ ଲାଗିଲା ଆଉ ପିଟି ପିଟି ପୁରା ଦରମରା କରି ଦେଇଥିଲା ଯିଏ ଯେତେ ନେହୁରା ହୋଇଥିଲେ ମଧ୍ୟ ଏହି ନିସ୍ତୁର ମଦୁଆ ସ୍ୱାମୀ ତା ସ୍ତ୍ରୀକୁ ଛାଡ଼ି ନଥିଲା |
ଆଉ ଦେଖୁ ଦେଖୁ ସ୍ୱାମୀ ହାତରୁ ମାଡ଼ ଖାଇ ମରି ଯାଇଥିଲା ସ୍ୱାମୀ ମିନତୀ ଆଉ ଯେତେବେଳେ ଜାଣିଥିଲା ସ୍ତ୍ରୀ ମିନତୀ ମରି ଯାଇଛି ସେତେବେଳେ ପ୍ରତାପ ସେଇଠୁ ଚମ୍ପଟ ମାରିଥିଲା ଭାବିଥିଲା ସ୍ତ୍ରୀକୁ ମାରି ସବୁଦିନ ପାଇଁ ଖସି ପଳାଇବ କିନ୍ତୁ ପୋଲିସ କାନକୁ ଖବର ଗଲାପରେ
ଆଉ ପ୍ରତାପଙ୍କ ପୁଅର ପ୍ରତିକ୍ରିୟା ପରେ ପୋଲିସ ପ୍ରତାପକୁ ଖୋଜିବା ଆରମ୍ଭ କଲା ଦେଖିଲା ବେଳକୁ ପ୍ରତାପ ରେଲୱେ ଷ୍ଟେସନରେ ଟ୍ରେନ ଟିକେଟ କାଟି ବିଦେଶକୁ ଖସି ଯିବାକୁ ପ୍ଲାନ କରିଥିଲା କିନ୍ତୁ ତାର ସବୁ ପ୍ଲାନକୁ ଭାଙ୍ଗି ଦେଇଥିଲା ପୋଲିସ |
ତେବେ ହିନ୍ଦୁଳ ଅନ୍ତର୍ଗତ ବାଲିମୀ ଥାନା ନିକଟସ୍ତ ଦୁଦୁରକଟା ଗାଁର ବାଘୁଆ ସାହିର ପ୍ରତାପ ସାମଲ ମଦ ପିଇ ନିଜ ସ୍ତ୍ରୀ ମିନତୀକୁ ମାରି ଖସି ପଳାଉଥିଲା କିନ୍ତୁ ରେଲୱେ ଷ୍ଟେସନରେ ପୋଲିସ ତାକୁ ମାଡ଼ି ବସିଥିଲା