BhagyaRekha:( କଳା ସୂତା ) ପିନ୍ଧିବାର, କେଉଁ ରାଶିର ଲୋକେ ପିନ୍ଧିବା ଅନୁଚିତ୍, ଆଗରୁ କେହି କହି ନ ଥିବେ !

ନମସ୍କାର ଦର୍ଶକବନ୍ଧୁ କଳା ଫିତାର ରହସ୍ୟ କଣ ଅଟେ କଣ ଆପଣ ଜାଣିଛନ୍ତି କି ପ୍ରାଚୀନ କାଳରୁ କଳା ଫିତାକୁ ବାନ୍ଧିବାର ପ୍ରଥା କାହିଁକି ମାନି ନିଆ ଯାଇଥାଏ |ବନ୍ଧୁଗଣ ଆପଣମାନେ ତ କେତେ ଲୋକଙ୍କ ଗୋଡ଼ରେ କଳାଫିତା ନିଶ୍ଚୟ ଦେଖିଥିବେ ଶେଷରେ ଲୋକେ କଳାଫିତା ନିଜ ହାତରେ ବା ଗୋଡ଼ରେ କଣ ପାଇଁ ପିନ୍ଧି ଥାଆନ୍ତି ଏହା ପଛରେ ବହୁତ ବଡ଼ କଥା ଅଛି ଯାହା ଆପଣ ସମସ୍ତଙ୍କୁ ଅବଶ୍ୟ ଜାଣିନେବା ଉଚିତ କଳାଫୀତାକୁ କେବଳ ନଜର ଦୃଷ୍ଟିରୁ ବଞ୍ଚିବା ପାଇଁ ପିନ୍ଧା ଯାଇନଥାଏ ବରଂ ଏହା ଛଡ଼ା ଏହାର ଆହୁରି ମଧ୍ୟ ଚମତ୍କାରୀ ଲାଭ ରହିଥାଏ ଯଦି ଏହାକୁ ଠିକ ଭାବରେ ଅଭି ମନ୍ତ୍ରୀତ କରିକି ପିନ୍ଧା ଯାଇଥାଏ ତ ଏହା ଆପଣଙ୍କ ଭାଗ୍ୟକୁ ପରିବର୍ତ୍ତନ କରିପାରେ ଆପଣଙ୍କ ଜୀବନରେ ଚାଲୁଥିବା ସବୁ ସମସ୍ୟାକୁ ମଧ୍ୟ ଦୂର କରି ଦେଇଥାଏ |

କଳାଫିତାର ଏତେ ଭଲ ଗୁଣ ରହିଥାଏ ଯାହାକି ଆପଣଙ୍କୁ ନେଗେଟିଭ ଏନର୍ଜି ବା ଖରାପ ଶକ୍ତି ଠାରୁ ଆପଣଙ୍କୁ ସୁରକ୍ଷା ଦେଇଥାଏ ଏବଂ କଳାଫିତା ଗୋଟେ ପ୍ରକାରର ସୁରକ୍ଷା କବଚ ହୋଇଥାଏ କିନ୍ତୁ ଏହାକୁ ପିନ୍ଧିବାର ଠିକ ପ୍ରକ୍ରିୟା ଭାବରେ ଆପଣଙ୍କୁ ଜଣା ଥିବା ଉଚିତ ଏମିତି କଳା ଫିତାର କେତେକ ନିୟମ ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ |ଜ୍ୟୋତିଷ ଶାସ୍ତ୍ର ଅନୁସାରେ କଳାଫିତା ନଜର ଦୋଷ ଅଥବା ନକରାତ୍ମକତା ଏବଂ ଖରାପ ଶକ୍ତି ଗୁଡ଼ିକ ଠାରୁ ରକ୍ଷା ପାଇବା ପାଇଁ ପିନ୍ଧା ଯାଇଥାଏ ମାନ୍ୟତା ଅଛି ଯେ କଳାଫିତାରେ ଏତେ ବି ପାୱର ବା ଏନର୍ଜି ରହିଥାଏ କି ଏହା ନକାରାତ୍ମକ ଶକ୍ତି ଗୁଡ଼ିକୁ ନଷ୍ଟ କରିଦେଇଥାଏ ଏହାକୁ ବାନ୍ଧୁଥିବା ବ୍ୟକ୍ତିମାନଙ୍କ ଖରାପ ଦୃଷ୍ଟି ପଡ଼ି ନଥାଏ ଏହା ସହିତ ହିଁ ଏହି ଫିତା ମଣିଷକୁ ବ୍ଲାକ ମ୍ୟାଜିକ ବା କଳାବିଦ୍ୟା ଠାରୁ ବି ବଞ୍ଚାଇଥାଏ |

କଳାଯାଦୁରୁ ବଞ୍ଚିବା ପାଇଁ ଏହି ଅଭି ମନ୍ତ୍ରୀତ ହୋଇଥିବା କଳାଫିତାକୁ ବାନ୍ଧିବା ଉଚିତ |କଳାଫିତା ଏମିତି କଳାଯାଦୁର ପରିମାଣକୁ ନଷ୍ଟ କରି ଦେଇଥାଏ ଯଦି ବ୍ୟକ୍ତିଙ୍କ ଜୀବନରେ ବାରମ୍ବାର ଅସଫଳତା ମିଳୁଅଛି ଯେତେ ବି ପରିଶ୍ରମ କଲାପରେ ମଧ୍ୟ ଅସଫଳ ହେଉଛନ୍ତି ତେବେ ଏହା ଅନ୍ୟ ମାନଙ୍କ ଖରାପ ନଜରର ପ୍ରଭାବ ହୋଇଥାଏ ଏମିତି ସମୟରେ ବ୍ୟକ୍ତି କଳାଫିତା ବାନ୍ଧିବା ଉଚିତ ହୋଇଥାଏ ଯଦି ବ୍ୟକ୍ତିର ପରିବାରରେ କ୍ଳେଶ ରହିଥାଏ ପତି ପତ୍ନୀଙ୍କ ସମ୍ପର୍କକୁ ତାର ଖରାପ ନଜର ଲାଗି ଯାଇଥାଏ କେହି ଯଦି କଳାଯାଦୁ କରି ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଫାଟକ ସୃଷ୍ଟି କରିଥାଏ |

ଏମିତି ସମୟରେ ଗୋଟେ ଛୋଟ କଳାଫିତା ଆପଣଙ୍କ ସମସ୍ତ ସମସ୍ୟାକୁ ସମାପ୍ତ କରିପାରିବ ଯଦି କୌଣସି ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କ ପ୍ରଭାବ ପଡ଼ିଥାଏ ତେବେ ଶନିଦେବଙ୍କ ଅଭି ମନ୍ତ୍ରିତ କଳାଫିତା ବନ୍ଧା ଯାଇଥାଏ |କଲଫିତାକୁ ଆପଣ କିଣି ସିଧା ହାତରେ ବାନ୍ଧନ୍ତୁ ନାହିଁ ଆପଣ ଏହାକୁ ନେଇ ଶନି ମନ୍ଦିର ଯାଆନ୍ତୁ ଶନିଙ୍କ ଚରଣରେ ରଖନ୍ତୁ ଏବଂ ଏହାକୁ ଶନିଦେବଙ୍କ ମନ୍ତ୍ରରେ ଅଭିଭାବିତ କରିବେ ତ ତାପରେ ହିଁ ଆପଣ ଏହାକୁ ଧାରଣ କରିବେ କଳା ଫିତାରେ 9 ଟି ଗଣ୍ଠି ପକେଇକି ଏହାକୁ ଧାରଣ କରିବା ଉଚିତ |

ଏହାକୁ ହାତରେ ବାନ୍ଧିଲା ସମୟରେ ଶନିଦେବଙ୍କ ମନ୍ତ୍ରକୁ 108 ଥର ଜପ କରିବା ଉଚିତ ତେବେ ଯାଇ ଏହି ଫିତା ପ୍ରଭାବ ଶାଳୀ ବନିଥାଏ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦୁଇଟି ରାଶିର ଲୋକ କଳା ଫିତା ଭୁଲରେ ମଧ୍ୟ ପିନ୍ଧିବା ଉଚିତ ନୁହେଁ ପ୍ରଥମ ରାଶି ଅଟେ ବିଛା ରାଶି ଏହି ରାଶିର ସ୍ୱାମୀ ମଙ୍ଗଳ ଗ୍ରହ ଅଟେ ଏବଂ ମଙ୍ଗଳ ଦେବତାଙ୍କୁ କଳାରଙ୍ଗ ଅପ୍ରିୟ ହୋଇଥାଏ କଳାଫିତା ବାନ୍ଧିଲେ ଏମାନଙ୍କ ଅସୁବିଧା ଆହୁରି ବଢି ଚାଲିଥାଏ ଦ୍ୱିତୀୟ ରାଶି ହେଉଛି ମେଷ ରାଶି |

Leave a Reply

Your email address will not be published. Required fields are marked *