ଏବେ ପରିବା ବିକିକି ନିଜ ପେଟ ପୋଷିବା ପାଇଁ ବାଧ୍ୟ ହେଉଛନ୍ତି ଦେବଜାନୀ, ଦିନେ ପୁରା ଇଣ୍ଡଷ୍ଟ୍ରିରେ କରୁଥିଲେ ରାଜ…

ନମସ୍କାର ଦର୍ଶକବନ୍ଧୁ ପରିବା ବିକି ଏବେ ପେଟ ପୋଷୁଛନ୍ତି ଓଡ଼ିଆ ଅଭିନେତ୍ରୀ ଦେବଜାନୀ ତ ଫ୍ରେଣ୍ଡ୍ସ ଆପଣମାନ ତ ଓଲିଉଡ଼ ଅଭିନେତ୍ରୀ ଦେବଜାନିଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ |ଓଲିଉଡ଼ର ଜଣେ ଜବରଦସ୍ତ ଅଭିନେତ୍ରୀ ଅଟନ୍ତି ଦେବଜାନୀ ବହୁତ ସାରା ସିନେମାରେ ଅଭିନୟ କରିଛନ୍ତି ଦେବଜାନୀ ସିନେମା ଛଡ଼ା ବହୁତ ସାରା ଆଲବମରେ ମଧ୍ୟ ସେ ଅଭିନୟ କରିଛନ୍ତି |2001 ମସିହାରୁ ସେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଛନ୍ତି |

ପ୍ରଥମେ କିଛି ଆଡ଼ଭାଟାଇଜ ଆଉ ପରବର୍ତ୍ତୀ ସମୟରେ ସେ ବହୁତ ସାରା ଓଡ଼ିଆ ଆଲବମରେ ମଧ୍ୟ ଅଭିନୟ କରିଥିଲେ ଆଉ ଏହା ପରେ ସେ ସିନେମା ,ସିରିଏଲ ଏବଂ ଏବେ ସେ ମଡେଲିଙ୍ଗ କରିବାର ନଜର ଆସୁଛନ୍ତି ତେବେ ଦେବଜାନୀ ଅଭିନୟ ଜଗତରୁ ଆସିବା ପୂର୍ବରୁ ବହୁତ ଗରିବାରୁ ଚଳୁଥିଲେ ଯେତେବେଳେ ସେ ନବମ ଶ୍ରେଣୀରେ ପଢୁଥିଲେ |

ତାଙ୍କ ଘରେ ସେତେବେଳେ ବହୁତ ଦୁଃଖ କଷ୍ଟରେ ଚଳୁଥିଲେ ଏମିତିକି ସମୟ ଥିଲା ସେ ତାଙ୍କ ଘର ଲୋକଙ୍କ ସାଙ୍ଗରେ ମିଶି ଠୁଙ୍ଗା ମଧ୍ୟ ପ୍ରସ୍ତୁତ କରିଥିଲେ |କାଗଜ ଠୁଙ୍ଗା ତିଆରି କରି ମାର୍କେଟରେ ବିକୁଥିଲେ ଦେବଜାନୀ ଆଉ ଏହି କଥା ସେ ଗୋଟିଏ ଇଣ୍ଟରଭିୟୁରେ ଖୁଲାସା କରିଛନ୍ତି |

ଦେବଜାନୀ ଅଭିନୟ ଜଗତକୁ ଆସିବା ପରେ ତାଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳିଯାଇଛି ସେ ଓଲିଉଡ଼ ଜଗତରେ ବହୁତ ସୁନ୍ଦର ଅଭିନୟ କରି ଢେର ସାରା ସୁନାମ ଅର୍ଜନ କରିଛନ୍ତି |ବର୍ତ୍ତମାନ ସମୟରେ ଦେବଜାନୀଙ୍କୁ ପ୍ରାୟ 38 ବର୍ଷ ବୟସ ହୋଇଗଲାଣି ହେଲେ ସେ ରିଏଲ ଲାଇଫରେ କାହାକୁ ବିବାହ କରି ନାହାଁନ୍ତି

Leave a Reply

Your email address will not be published. Required fields are marked *