Bike ରେ ଗଲାବେଳେ ଚକାରେ ଲାଗିଗଲା ମହିଳାଙ୍କ ଶାଢ଼ୀ, ଆଉ ତା ପରେ ଯାହା ହେଲା ଦେଖିଲେ ଆପଣ ସାଲୁଟ କରିବେ…

ନମସ୍କାର ଦର୍ଶକ ବନ୍ଧୁ ଏବେ ଆସିଲା ବଡ଼ ଖବର ବାଇକରେ ଗଲାବେଳେ ଚକରେ ପଶିଯାଇଥିଲା ମହିଳାଙ୍କ ଶାଢ଼ୀ ଆଉ ଶାଢ଼ୀ ପଶିବା ଫଳରେ ସେହି ମହିଳା ଜଣଙ୍କ ଅଧା ରାସ୍ତାରେ ଉଲଗ୍ନ ହୋଇଯାଇଥିଲେ | ସେହି ମହିଳା ଜଣଙ୍କ ସହିତ ଜଣେ ବ୍ୟକ୍ତି ଏମିତି କିଛି କରିଦେଲେ ଯାହାକୁ ଦେଖିଲେ ଆପଣ ସାଲୁଟ କରିବେ ଆଉ କହିବେ ଏବେବି ଆମ ଦେଶରେ ଭଲ ଲୋକ ଅଛନ୍ତି |

ହଁ ଦର୍ଶକବନ୍ଧୁ ଏହା ସବୁ ରେକର୍ଡ ହୋଇଯାଇଥିଲା ଏକ CCTV କ୍ୟାମେରାରେ | ଦର୍ଶକବନ୍ଧୁ ଶୂନଶାନ ରାସ୍ତା ଥିଲା ଗାଡି ଯିବାଆସିବା କରୁଥିଲା ଆଉ ସେହି ରାସ୍ତା ପାଖରେ ଜଣେ ବ୍ୟକ୍ତି ଝାଡୁ ମାରୁଥିଲେ ସେତିକିବେଳେ ସେହି ରାସ୍ତା ଦେଇ ଜଣେ ବ୍ୟକ୍ତି ବାଇକରେ ଯାଉଥିଲେ ଆଉ ବାଇକର ପଛପଟେ ତାଙ୍କ ପତ୍ନୀ ମଧ୍ୟ ବସି କେଉଁଆଡେ ଯାଉଥିଲେ କିନ୍ତୁ ଜାଣିନଥିଲେ ବ୍ୟକ୍ତିଙ୍କ ପଛରେ ବସି ଜଉଥୁବା ମହିଳାଙ୍କ ସହିତ ମଝିରାସ୍ତାରେ ଏମିତି କିଛି ଘଟିଯବ |

ଦେଖୁ ଦେଖୁ ବାଇକର ପଛ ଛକରେ ମହିଳାଙ୍କ ଶାଢ଼ୀ ପଶିଯାଇଥିଲା ଏହାଦେଖି ବ୍ୟକ୍ତି ଜଣଙ୍କ ଗାଡି ଷ୍ଟାଣ୍ଡକରି ମହିଳାଙ୍କ ଶାଢ଼ୀ ବାହାର କରିବାକୁ ଚେଷ୍ଟା କରିଥିଲେ | ଶାଢ଼ିଟି ଏମିତି ପସିଯାଇଥିଲକି ବ୍ୟକ୍ତି ଜଣଙ୍କ ବୋହୁ ଚେଷ୍ଟା ପରେ ମଧ୍ୟ ଚକାଭିତରୁ ଶାଢ଼ୀ ବାହାରୁ ନଥିଲା | ବ୍ୟକ୍ତି ଜଣଙ୍କ ଶାଢ଼ିଟିକୁ ଖୋଲି ଖୋଲି ହାଲିଆ ହୋଇଯାଇଥିଲେ କିନ୍ତୁ ଶାଢ଼ୀ ଚକାଭିତରୁ ବାହାରୁ ନଥିଲା | ଶେଷରେ ବ୍ୟକ୍ତି ଜଣଙ୍କ ଆଉ କାହାପାଖକୁ ସାହାଯ୍ୟ ମାଗିବାକୁ ଯାଉଥିଲେ ଏପଟେ ମହିଳା ଜଣଙ୍କ ନିଜେ ମଧ୍ୟ ଚେଷ୍ଟା କରୁଥିଲେ କିନ୍ତୁ ଚକ ଭିତରୁ ଶାଢ଼ୀଟି ବାହାରୁ ନଥିଲା |

ପାଖାପାଖି କେହି ନଥିଲେ ଯିଏକି ସେହି ସମୟରେ ସାହାଯ୍ୟ କରିଥାନ୍ତା କିନ୍ତୁ ଭାଗ୍ୟ ବସତ ପାଖରେ ଜଣେ ବ୍ୟକ୍ତି ଝାଡ଼ୁମରୁଥିଲେ ଆଉ ସେ ଆସି ଦେଖି ସାହାଯ୍ୟକରିବାକୁ ଚେଷ୍ଟା କରିଥିଲେ |ଏପଟେ ମହିଳାଙ୍କ ଶାଢ଼ୀଟି ଛକରେ ପଶିଯାଇଥିବା ବେଳେ ମହିଳାଙ୍କ ଲଜ୍ୟା ଘୋଡେ଼ଇବାପାଇଁ ସେହି ଝାଡୁ ମାରୁଥିବା ବ୍ୟକ୍ତି ଜଣଙ୍କ ନିଜର ସାର୍ଟ ଖୋଲି ସେହି ମହିଳାଙ୍କୁ ପିନ୍ଧିଦେଇଥିଲେ | ଦର୍ଶକବନ୍ଧୁ ଯେଉଁ ମାନେ ଝାଡୁ ମାରୁଛନ୍ତି ସେମାନଙ୍କୁ କେତେ ଲୋକ ଛୋଟ ନଜରରେ ଦେଖୁଛନ୍ତି କିନ୍ତୁ ସେହି ଭଳି ଲୋକଙ୍କ କାର୍ଯ୍ୟକୁ ଦେଖି ସତରେ ଗର୍ବ ଲାଗୁଛି |

କିଛି ସମୟ ପରେ ଶାଢ଼ିଟି ଚକାଭିତରୁ ଖୋଲି ଯାଇଥିଲା ଆଉ ମହିଳଜଣଙ୍କ ଝାଡ଼ୁମାରୁଥିବା ବ୍ୟକ୍ତିଙ୍କୁ ହାତ ଯୋଡି ଧନ୍ୟବାଦ ଜଣାଇଥିଲେ ଆଉ ପୁଣିଥରେ ବାଇକରେ ବସି ଉଭୟ ସ୍ୱାମୀ ସ୍ତ୍ରୀ ଚାଲିଯାଇଥିଲେ | ତେବେ ଏହି ସବୁ ଦୃଶ୍ୟ CCTV କ୍ୟାମେରାରେ ରେକର୍ଡ ହୋଇଯାଇଥିଲା ଯାହା ବର୍ତମାନ ଭାଇରଲ ହେବାରେ ଲାଗିଛି | ତେବେ ଦର୍ଶକବନ୍ଧୁ ଏହାକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ |

Leave a Reply

Your email address will not be published. Required fields are marked *