ନମସ୍କାର ଦର୍ଶକବନ୍ଧୁ ନା ଖାଇବାର ଠିକଣା ଥିଲା ନ ମୁଣ୍ଡ ଉପରେ ଛାତ ଥିଲା ତଥାପି ସାଦୀଲାଲ କରିଛନ୍ତି ସାତୋଟି ବିବାହ ଜବଲପୁରରେ ଏଭଳି ଏକ ଭିକାରିକୁ ଧରା ଯାଇଛି ଯିଏ କି ଗୋଟେ ପରେ ଗୋଟେ କରି ଯାଉଥିଲା |ଗୋଟେ ପରେ ଗୋଟେ ବିବାହ କରି ସେ ସାତ ସାତୋଟି ବିବାହ କରି ସାରିଥିଲା ବିବାହ ନ ଏମିତି ସାତ ଫେରା ନେଇଛି ନା କୌଣସି ବିଧି ପାଳନ କରିଛି ବିବାହର ଶୋକ ଥିବା ସାଦୀଲାଲ ଏବେ ପୋଲିସ ପାଖରେ ଅଛି ସାଦୀଲାଲ ଜବଲପୁରର ଧମାପୁର ରୁ ଦୁଇ ଜଣ ନା ବାଳିକା ଙ୍କୁ ତେଲାଇ ତାହା ସହିତ ନେଇ ଯାଇଥିଲା କିନ୍ତୁ ପୋଲିସ ତାର ଲକ୍ଷକୁ ପୁରା ହେବାକୁ ଦେଉନଥିଲା |
ତେବେ ସୂଚନା ଥାଉ କି ବିବାହ କରିବାର ଏମିତି ସଉକ କୌଣସି କାହାଣୀର ରାଜା ମହାରାଜା ଙ୍କ ସହିତ ମିଶିଛି ସାଦୀଲାଲ ଜଣେ ଭିକାରି ଅଟେ ଭିକ ମାଗି ଚଳୁଥିବା ସାଦୀଲାଲ ଅସଲି ନାମ ରାଜେଶ ବାସୁଦେବ |ରାଜେଶ ବାସୁଦେବଙ୍କ ଦୁଇପାଟ ରୁଟିର ଠିକଣା ନାହିଁ କିନ୍ତୁ ସେ ଗୋଟେ ପରେ ଗୋଟେ ସାତୋଟି ସ୍ତ୍ରୀକୁ ବିବାହ କରିଛି ଦୁଇଜଣ ନାବାଳିକା କୁ ଅପହରଣ କରିବା ଘଟଣା ଜବଲପୁର ର ଧାମପୁର ଥାନା ଇଲାକାର ଅଟେ |
ସେଠାରେ ସେ ନିଜ ସହିତ ରହୁଥିବା ସ୍ତ୍ରୀ ସାଙ୍ଗରେ ମିଶି ରହୁଥିଲା ତାପରେ ଦୁଇ ନାବାଳିକା ଝିଅଙ୍କୁ ଫସାଇ ଦେଇଥିଲା |ତାଙ୍କୁ ଫସାଇ ନିଜ ସହିତ ନେଇଗଲା ବଡ଼ ଭଉଣୀ ସହିତ ବିଧି ଅନୁସାରେ ବିବାହ କରିଦେଲା |ଏହାପରେ ପୋଲିସଙ୍କୁ ଦୁଇ ଭଉଣୀର ଅ-ପ-ହ-ର-ଣ ଘଟଣାର ଖବର ମିଳିଥିଲା |
ଘଟଣାର ସନ୍ଧାନ କରୁଥିବା ପୋଲିସ ରାଜେଶକୁ ଖୋଜି ପନା ଜିଲ୍ଲାରେ ଯାଇ ପହଁଚି ଥିଲା ସେଠାରେ ଥିବା ପଡ଼ାରୀ ଗାଁ ରେ ଧରା ପଡିଥିଲା |ପୋଲିସ ତା କବଳରୁ ଦୁଇ ଜଣ ଝିଅଙ୍କୁ ଉଦ୍ଧାର କରି ରାଜେଶ ସହିତ ତା ସ୍ତ୍ରୀକୁ ଗିରଫ କଲା |
ରାଜେଶକୁ ପୋଲିସ ଏକଥା ପଚାରିବାରୁ ଜଣା ପଡ଼ିଲା ଯେ ବିନା ବିଧି ଅନୁସାରେ ବିବାହ କରିବା ତାର ଏକ ଶୌକ ଥିଲା |ପୋଲିସ ତାକୁ ଅ-ପ-ହ-ର-ଣ ଦୁ-ଷ୍କ-ର୍ମ ମାମଲାରେ ଗିରଫ କରି କୋର୍ଟ ଚାଲଣ କରିଥିବା କଥା ଜଣା ପଡ଼ିଛି |