ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସର ଏହି ସୋମବାର ଠାରୁ 5 ଟି ରାଶି ଉପରେ ବର୍ଷିବ ଭଗବାନ ଶିବଙ୍କ କୃପା ବନ୍ଧୁଗଣ ଗ୍ରହମାନଙ୍କ ଗତି ବିଧିରେ ପରିବର୍ତ୍ତନ କାରଣରୁ ସମସ୍ତ ବ୍ୟକ୍ତିମାନଙ୍କ ଜୀଵନ ପ୍ରଭାବିତ ହୋଇଥାଏ |ଯଦି କୌଣସି ରାଶିର ବ୍ୟକ୍ତିମାନଙ୍କ ଗ୍ରହର ସ୍ଥିତି ଠିକ ଥାଏ ତେବେ ତାହାର ଜୀବନ ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ କିନ୍ତୁ ଯଦି ଗ୍ରହମାନଙ୍କ ସ୍ଥିତି ଠିକ ନଥାଏ ତେବେ ବ୍ୟକ୍ତି ମାନଙ୍କୁ ବହୁତ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ ସେଥିପାଇଁ ବ୍ୟକ୍ତିମାନଙ୍କ ଜୀବନରେ ରାଶି ଏବଂ ନକ୍ଷତ୍ର ମାନଙ୍କର ବହୁତ ମହତ୍ୱ ରହିଛି |
ଜ୍ୟୋତିଷ ଶାସ୍ତ୍ର ଗଣନା ଅନୁସାରେ ଶ୍ରାବଣ ମାସର ଏହି ସୋମବାର ଠାରୁ ଏହି 5 ଟି ରାଶିଙ୍କ ଉପରେ ବର୍ଷିବ ଭଗବାନ ଶିବଙ୍କ ବିଶେଷ କୃପା ଯାହା ଦ୍ୱାରା ଏହି 5 ଗୋଟି ବିଶିଷ୍ଟ ବ୍ୟକ୍ତିମାନଙ୍କ ଭାଗ୍ୟ ଖୋଲିଯିବ ଏବଂ ଏମାନଙ୍କୁ ଧନ ଉପାର୍ଜନର ନୂତନ ସୁଯୋଗ ପ୍ରାପ୍ତ ହେବ ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ ଯାହା ଉପରେ ପ୍ରଭୁ ଶିବଙ୍କ କୃପାଦୃଷ୍ଟି ପଡ଼ିବାକୁ ଯାଉଛି |ଏହି ରାଶିର ବ୍ୟକ୍ତିମାନଙ୍କୁ ଭଗବାନ ଶିବଙ୍କ କୃପାରୁ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ |
କମ୍ପାନୀ ତରଫରୁ ବିଦେଶ ଯାତ୍ରା କରିବାର ଯୋଗ ବନୁଅଛି ଏବଂ ଏହା ଦ୍ୱାରା ଆପଣଙ୍କୁ ବିଶେଷ ଲାଭ ଦାୟକ ହେବେ |ନିଜର ବୁଦ୍ଧିମତ କାରଣରୁ ଆପଣ ପ୍ରଚୁର ଧନ ଉପାର୍ଜନ କରିପାରିବେ ଶିଳ୍ପ ବାଣିଜ୍ୟ ବ୍ୟବସାୟର ପରିବହନ ଏବଂ ନିର୍ମାତା କ୍ଷେତ୍ରରେ ଉନ୍ନତ ପାଇଁ ଫଳ ପାଇବେ ଏହି ରାଶିର ଲୋକମାନଙ୍କୁ ଭଗବାନ ଶିବଙ୍କ କୃପାରୁ ଉନ୍ନତିର ନୂତନ ଅବସର ପ୍ରାପ୍ତ ହେବ ବ୍ୟବସାୟ କ୍ଷେତ୍ରରେ ସନ୍ତୁଷ୍ଟି ଲାଭ କରିବେ ଅଫିସର ଏବଂ ସହକର୍ମୀ ମାନେ ଆପଣଙ୍କ କାମରେ ପ୍ରଶଂସା କରିବେ |
ପ୍ରିୟ ଲୋକମାନଙ୍କ ସହିତ ଆପଣଙ୍କ ଭଲ ସମ୍ପର୍କ ସ୍ଥାପନ ହେବ ଅଧିକ ପରିଶ୍ରମ କରିବା ଦ୍ୱାରା ଆପଣ ପ୍ରଚୁର ଅର୍ଥ ଲାଭ କରିପାରିବେ ବହୁତ ଦିନ ଧରି ଲାଗି ରହିଥିବା ଚିନ୍ତା ଏବଂ ବିବାଦରୁ ଆପଣଙ୍କୁ ମୁକ୍ତି ମିଳିବ ଏହି ରାଶିର ଲୋକମାନଙ୍କୁ ପ୍ରଭୁ ଭୋଳାନାଥଙ୍କ କୃପାରୁ ସଫଳତା ପ୍ରାପ୍ତି ହେବ ସମାଜରେ ପ୍ରତିଷ୍ଠା ଏବଂ ମାନ ସମ୍ମାନର ଲାଭ ହେବ ପ୍ରେମୀ ଏବଂ ପ୍ରେମିକ ମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ ଦାମ୍ପତ୍ୟ ଜୀବନରେ ସୁଖର ମାର୍ଗ ଆପଣଙ୍କୁ ମିଳିବ |
ଶିକ୍ଷା କ୍ଷେତ୍ରରେ ଆପଣ ଉନ୍ନତି ଲାଭ କରିବେ ପରିବାରରେ ଆପଣ ମାଙ୍ଗଳିକ କାର୍ଯ୍ୟ ଏବଂ ଧାର୍ମିକ କାର୍ଯ୍ୟର ଆୟୋଜନ ହୋଇ ପାରିବ ଏହି ରାଶିର ଲୋକମାନଙ୍କ ଉପରେ ଭଗବାନ ଶିବଙ୍କ କୃପାରୁ ବ୍ୟବସାୟରେ ଉଚିତ ଲାଭ ପ୍ରାପ୍ତ କରିବେ କୌଣସି ନୂଆ ପ୍ରୋଜେକ୍ଟ କରିପାରନ୍ତି |ତେବେ ଦର୍ଶକବନ୍ଧୁ ଏହି ସବୁ ଭାଗ୍ୟଶାଳୀ ରାଶି ହେଉଛନ୍ତି ବୃଷ ରାଶି ,ସିଂହ ରାଶି ,ତୁଳା ରାଶି ,କନ୍ୟା ରାଶି ଏବଂ କୁମ୍ଭ ରାଶି |