ତରଙ୍ଗ ଟିଭି ସିରିଏଲରେ ଅଭିନୟ କରୁଥିବା ସବୁ ହିରୋ ମାନଙ୍କର ପ୍ରକୃତ ନାମ ଜାଣିଲେ ଆପଣ ହସି ହସି ଗଡ଼ିଯିବେ |

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ତ ତରଙ୍ଗ ଟିଭିରେ ପ୍ରସାରିତ ହୋଇଥିବା ହିରୋ ମାନଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ କିନ୍ତୁ ସେମାନେ ତାଙ୍କ ଡାକ ନାଁ କଣ ଜାଣିଛନ୍ତି କି ଯଦି ଜାଣି ନାହାଁନ୍ତି ତେବେ ଆସନ୍ତୁ ଜାଣିବା |

ନମ୍ବର 1 ରେ ଆସୁଛନ୍ତି ତୁଷାର ଯିଏ କି ତାରିଣୀ ଆଖିର ତାରା ସିରିଏଲରେ ଲିଡ଼ ହିରୋ ଭାବରେ ଦମଦାର ଅଭିନୟ କରୁଛନ୍ତି ତେବେ ଏହି ହ୍ୟାଣ୍ଡସମ ଅଭିନେତା ତୁଷାରଙ୍କ ପ୍ରକୃତ ନାମ ହେଉଛି ସାପି |

ଏହା ପରେ ନମ୍ବର 2 ରେ ଆସୁଛନ୍ତି ଅଂଶୁ ଯିଏ କି ମାୟାବିନୀ ସିରିଏଲରେ ଲିଡ଼ ହିରୋ ଭାବରେ ଅଭିନୟ କରୁଛନ୍ତି ତେବେ ଅଂଶ ଙ୍କର ଡାକ ନାମ ହେଉଛି ଅଂଶୁ |

ଏହା ପରେ ନମ୍ବର 3 ରେ ଆସୁଛନ୍ତି ଶିବ ଯିଏ କି ଝିଅ ଆମର ନୂଆ ବୋହୁ ସିରିଏଲରେ ଲିଡ଼ ହିରୋ ଭାବରେ ଅଭିନୟ କରୁଛନ୍ତି ତେବେ ଶିବଙ୍କର ଡାକ ନାମ ହେଉଛି ଦିପୁ |

ଏହା ପରେ ନମ୍ବର 4 ରେ ଆସୁଛନ୍ତି ଆରବ ଯିଏ କି ସିନ୍ଦୁରର ଅଧିକାର ସିରିଏଲରେ ଅଭିନୟ କରୁଛନ୍ତି ତେବେ ଆରବଙ୍କ ପ୍ରକୃତ ନାମ ହେଉଛି ସାନୁ |

ଏହା ପରେ ନମ୍ବର 5 ରେ ଆସୁଛନ୍ତି ଶ୍ଳୋକ ଯିଏ କି କାହାର ହେବି ମୁଁ ସିରିଏଲରେ ଅଭିନୟ କରୁଛନ୍ତି ତେବେ ଶ୍ଳୋକଙ୍କ ପ୍ରକୃତ ନାମ ହେଉଛି ରା଼ଜ଼ |

ଏହା ପରେ ନମ୍ବର 6 ରେ ଆସୁଛନ୍ତି ତରୁଣ ଯିଏ କି ତାରିଣୀ ଆଖିର ତାରା ସିରିଏଲରେ ଅଭିନୟ କରୁଛନ୍ତି ତେବେ ତରୁଣଙ୍କ ପ୍ରକୃତ ନାମ ହେଉଛି ପପୁ

Leave a Reply

Your email address will not be published. Required fields are marked *