Malika Bachana: ସତ ହେଲା ମାଳିକା ବଚନ, ମିଳିଲା ପ୍ରମାଣ, ଦେଖିଲେ ଆପଣ ବି ଚମକି ପଡିବେ, ଏହି ବର୍ଷ ହେବ ସବୁ ଏମିତି…

ନମସ୍କାର ଦର୍ଶକବନ୍ଧୁ ମା ବିରଜା କରିବେ ଲୀଳା ଆପଣମାନେ ମାଳିକାରେ ଶୁଣିଛନ୍ତି ମା ଙ୍କର ଲୀଳା ହେବ କାଳୀଜାଇ କ୍ଷେତ୍ରରେ ଯାହା ଆମେ ପୂର୍ବ ବିଷୟରେ ମଧ୍ୟ କହିଥିଲୁ ମା କାଳୀଜାଇଙ୍କୁ ଆମେ କୋଟି ପ୍ରଣାମ କରିବା ଯେଉଁ ଭକ୍ତ ମାନେ ଅଛନ୍ତି ମା କାଳୀଜାଈଙ୍କୁ ବିଶ୍ୱାସ କରନ୍ତି ସେମାନେ ବୁଝି ପାରିବେ ଏହି ବାଣୀକୁ ଆଜି ଆମେ ମା କାଳୀଜାଇଙ୍କ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ |ମା କାଳୀଜାଈ କେମିତି ଲୀଳା କରିବେ କଳିଶେଷରେ ମହାପୁରୁଷ ମାଳିକାରେ ମା କାଳୀଜାଇ ଙ୍କ ବିଷୟରେ ମଧ୍ୟ ଲେଖିଛନ୍ତି ସାହାରା ଲୀଳା କରିବାକୁ ମା ବିରଜା ଯିବେ କାଳୀଜାଇଙ୍କ ପାଖକୁ ଆଉ ମହାପୁରୁଷ କହୁଛନ୍ତି ସଂହାର ରଥରେ ଯିବେ ବିରଜା ଆଉ ମା ତାରିଣୀ ମଧ୍ୟ ଯିବେ ଲୀଳା କରିବାକୁ |

ଘଟଗାଁରୁ ଯେଉଁ ମାନେ ଦେଖନ୍ତି ମାଙ୍କୁ କୋଟି କୋଟି ପ୍ରଣାମ କରନ୍ତି |ମା ଙ୍କ ଯେଉଁ ସମ୍ପୂର୍ଣ୍ଣ ଜାଗା ରହିଛି ଅନେକ ଜାଗାରେ ମା ଙ୍କ ହାତ ପାଦ ନାହିଁ ସମ୍ପୂର୍ଣ୍ଣ ରୂପ ପ୍ରକାଶିତ ହେବ କାଳୀଜାଇ ପୀଠରେ ଦର୍ଶକବନ୍ଧୁ ମା ଚତୁର୍ଧାଭିମୁଖୀ ହୋଇ ଓଳାଶୁଣୀ ପୀଠରେ ଭେଟ ହେବ |ଜଗତ ଜନନୀ ମା ତାରିଣୀ ସେହି ବାଟ ଦେଇ ଆସିବେ ଆଉ ତାପରେ କାଳୀଜାଇ ପିଠକୁ ଗମନ କରିବେ ମହାପୁରୁଷ ଲେଖିଛନ୍ତି ପଶ୍ଚିମେ ଆସିବେ ମା ସମଲେଇ |

ଦକ୍ଷିଣେ ମାଣିକେଶ୍ବରୀ ପୂର୍ବରୁ ଆସିବେ ମା ସାରଳା ଯେ ଜଗତେ ପଡ଼ିବେ ହୁରି |ଆଶା କରୁଛି ମାଙ୍କ ଭକ୍ତ ମାନେ ଖୁସି ହେଉଥିବେ ଏ ବାଣୀକୁ ଶୁଣି |ଦର୍ଶକବନ୍ଧୁ ପଶ୍ଚିମରୁ ମା ସମଲେଇ ଆସିବେ ଏହା ମାଳିକାରେ ଲେଖା ହୋଇଛି ପାତାଳ କାଳିକା ଆସିଲେ ବଉଳ ମର୍ତ୍ତ୍ୟରେ ଖେଳିବେ ଖେଳ ସମ୍ବଲପୁରରୁ ମା ସମଲେଇ ଭକ୍ତଙ୍କୁ କରିବେ କଳ ମା ସମଲେଇ ଶେଷରେ ଭକ୍ତଙ୍କୁ କଳି ଶେଷରେ ରକ୍ଷା କରିବେ |

ଆଉ ଦକ୍ଷିଣରୁ ମା ମାଣିକେଶ୍ବରୀ ଆସିବା ସହିତ ଆଉ ପୂର୍ବରୁ ମା ସାରଳା ଆସିଯିବେ ଆଉ ଜଗତରୁ ପଡ଼ିବ ହୁରି ମା ସାରଳା ଯେତେବେଳେ ଆସିବେ ଜଗତରେ ହୁରି ପଡ଼ିବ |କଳିଶେଷରେ ମା କାଳୀଜାଇଙ୍କ ପିଠକୁ ସମସ୍ତେ ଠୁଳ ହେବେ ଆଉ ସେଠି ଲୀଳା କରିବେ ମହାପୁରୁଷ ପୁଣି ଲେଖିଛନ୍ତି କୋଟି କୋଟି ଭକ୍ତ ହିଁ ଯେ ରୁଣ୍ଡ ମାଙ୍କୁ ଦେବେ ବିଦାୟ କାଳିଜାଇ କ୍ଷେତ୍ରରେ ସର୍ବେ ହୋଇ ପାପକୁ କରିବେ କ୍ଷୟ |

କେତେ କେତେ ଗୁପ୍ତ ସ୍ଥାନରେ ରହିଛି ଭେଟ ହେବେ ମାତୃ ଶକ୍ତି ମୁକ୍ତି ପାଇଁ ଏକମାତ୍ର ରାସ୍ତା ଅନ୍ତରେ ଥିଲେ ଭକ୍ତି |ଦର୍ଶକବନ୍ଧୁ କଳିଶେଷରେ କାଳୀଯାଇ ପୀଠରେ ସବୁ ଦେବା ଦେବୀ ମାନେ ଏକାଠି ରହିବେ ଆଉ ଲୀଳା ମଧ୍ୟ କରିବେ |

Leave a Reply

Your email address will not be published. Required fields are marked *