ସତ ହେଲା Malika ବଚନ, ଯାହା ଡର ଥିଲା ସେୟା ହେବାକୁ ଯାଉଛି, 77 ବର୍ଷ ପରେ ଆସୁଛି ଭୟଙ୍କର ପ୍ରଳୟ, ଆଗକୁ ଏ ସବୁ ହେବ…

ନମସ୍କାର ଦର୍ଶକବନ୍ଧୁ ପୂର୍ବ ମହାପୁରୁଷ ମାନେ କହି ଯାଇଛନ୍ତି ଭାରତ ସ୍ଵାଧୀନ ହେବାର 77 ବର୍ଷ ପରେ ହେବ ପ୍ରଳୟ ଅର୍ଥାତ ଏହି ଠାରୁ ପ୍ରଥମେ ମୀନ ଶନି କଥା ବର୍ଣ୍ଣନା କରାଯାଇଛି ଯାହାକି 2024 ମସିହାରେ ଅର୍ଥାତ ଖୁବ କମ ସମୟ ମଧ୍ୟରେ ଆମେ ମାନେ ସେଠାରେ ପହଂଚି ଯିବା ସେହି ସମୟରେ କଣ ହେବ ଟିକେ ଆପଣ ଭଲ ଭାବରେ ଶୁଣନ୍ତୁ |ମହାପୁରୁଷ ଏହି କଥାକୁ ସାବଧାନ ହୋଇ ବାରମ୍ବାର ଏହି କଥାକୁ ଶୁଣିବାକୁ କହିଛନ୍ତି ତେବେ ଏହି ସମୟରେ ଦୟହୀନ ମଣିଷ ସହିତ କେଉଁ ଘଟଣା ଘଟିବ ଆପଣ ଟିକେ ଲକ୍ଷ କରନ୍ତୁ ହୁଏତ ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ ଏହି ଠାରେ ମହାପୁରୁଷ ବର୍ଣ୍ଣନା କରିଛନ୍ତି |

ଫଗୁଣ ଚୈତ୍ର ଶେଷକୁ ଦେଖିବ ଯୋଗିନୀଙ୍କ ଦଳକୁ ହେ ଭକ୍ତ ଜନ ଛାଡ଼ି ଦେଉଥିବେ ଓଡିଶାକୁ କାହାର ଗଜା ହେବ ଧୋଇ କାହାର ଖେତ ବୁଣା ହେବ ନାହିଁ |ହେ ଭକ୍ତଜନ କାହାର ଓଳିଆ ଫିଟିବ ନାହିଁ ସହଜେ ସେ ମଧୁ ବାସ ଆରମ୍ଭ ହେବ ସେ ଘୋର ବିନାଶ ହେ ଭକ୍ତ ଜନ ଥରି ଉଠିବ ଦେଶ ବିଦେଶ ଏହି ଠାରେ ଯେଉଁ ସବୁ କଥା ବର୍ଣ୍ଣନା କରାଗଲା ସେ ତ ପରିସ୍କାର ଭାବରେ ଓଡ଼ିଆରେ ବର୍ଣ୍ଣନା କରାଯାଇଛି

ଏ କଥାକୁ ଆପଣଙ୍କୁ କୌଣସି ଦ୍ୱିତୀୟ ଥର ବୁଝାଇବାକୁ ପଡ଼ିବ ନାହିଁ ଏମିତି ଗୋଟେ ସମୟ ଆସିବାକୁ ଯାଉଛି ମାଗିଲେ ମଧ୍ୟ ଭିକ ମିଳିବ ନାହିଁ ସେହି ସମୟରେ ଏମିତି ପରିସ୍ଥିତ ସୃଷ୍ଟି ହେବ ନିଜ ପାଖରେ ମଧ୍ୟ ଲୋକମାନଙ୍କ ଖାଇବା ପାଇଁ ଖାଦ୍ୟ ନଥିବ |ତାହା ସହିତ ଖେତ ବୁଣା ମଧ୍ୟ ହୋଇପାରିବ ନାହିଁ ତାହା ସହିତ ଏଠାରେ ମଧୁ ମାସ କଥା ବର୍ଣ୍ଣନା କରାଯାଇଛି ସେହିଠାରୁ ଖୁବ ଶୀଘ୍ର ଯଦି ଆପଣ ଆଜି ଠାରୁ ନିଶାବ କରିବେ |

ପାଖାପାଖି ଗୋଟିଏ ବର୍ଷ ମଧ୍ୟ ନାହିଁ ଆଉ ସେତିକି ବେଳ ଠାରୁ ମହା ଘୋର ବିନାଶ ଆରମ୍ଭ ହେବ ତାହା ସହିତ ଦେଶ ବିଦେଶ ମଧ୍ୟ ଥରି ଉଠିବ ବୋଲି ଏହି ଠାରେ ମହାପୁରୁଷ ବର୍ଣ୍ଣନା କରିଛନ୍ତି |ଫଗୁଣ ଏବଂ ଚୈତ୍ର ଶେଷକୁ ଯୋଗିନୀ ମାନଙ୍କ ଗଣ ଆରମ୍ଭ ହେବ ଭୈରବୀ ରଡ଼ି 2023 ମସିହାରେ ଦୁଇ ତିନି ଥର ଶୁଣା ଗଲାଣି କିନ୍ତୁ ସେହି କଥାକୁ ସମସ୍ତେ ଫାଙ୍କି ଦେଉଛନ୍ତି ସେ କଥା ଉପରେ କେହିବି ମୁଣ୍ଡ ପୁରେଇ ନାହାଁନ୍ତି |

ସେ କଥାକୁ କୌଣସି ଭାବରେ ସନ୍ଧାନ କରାଯାଇ ନାହିଁ ଚୈତ୍ର ଏବଂ ଫଗୁଣ ବେଳକୁ ନିଶ୍ଚିତ ଭାବରେ ଯୋଗିନୀଙ୍କ ପ୍ରଭାବ ଆସିବ ଭୈରବୀ ଡାକ ସମସ୍ତେ ଶୁଣିବାକୁ ପାଇବେ ଏ କଥା ମଧ୍ୟ ସତ୍ୟ ହେବ ଭୈରବୀ ଡାକ ଶୁଣି ଲୋକମାନେ ମୃ-ତ୍ୟୁରେ ସ୍ୱୀକାର ହେବେ |ଏହି କଥା କାହାଣୀ ଭଳି ଲାଗିପାରେ କିନ୍ତୁ ବିଧିର ବିଧାନ କେହିବି ଏଡ଼ାଇ ପାରିବେ ନାହିଁ |

Leave a Reply

Your email address will not be published. Required fields are marked *