ନମସ୍କାର ଦର୍ଶକବନ୍ଧୁ ଆପଣମାନେ ତ ଓଲିଉଡ଼ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ ଗତ ଦିନ ମାନଙ୍କରେ ଲିଭର ସିରୋସିସ ରୋଗରେ ଚିକିତ୍ସିତ ହୋଇ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ |ହେଲେ ଚିକିତ୍ସିତ ଅବସ୍ଥାରେ ମେଡିକାଲରେ ଜୀବନ ସହ ସଂଗ୍ରାମ କରି ଶେଷରେ ଜୀବନ ଯୁଦ୍ଧରେ ହାରି ଗଲେ ଏବେ ବହୁତ ଚର୍ଚ୍ଚାର ବିଷୟ ପାଲଟିଛି ଯେ ପିଣ୍ଟୁ ନନ୍ଦଙ୍କ ଆତ୍ମା ଘୁରି ବୁଲୁଚି ତାଙ୍କ ଘରକୁ ଆସୁଛି ପିଣ୍ଟୁ ନନ୍ଦଙ୍କ ଆ-ତ୍ମା |
ତାଙ୍କର ଆତ୍ମା ଆସି ଘରର ଦ୍ୱାର ପାଖରେ ଛିଡ଼ା ହେଉଛି ଏହି ଭଳି କଥା ସିକୁରିଡ଼ି ଗାର୍ଡ ସବୁ କହୁଛନ୍ତି ଠିକ ରାତି 1 ଟା ବେଳେ ପିଣ୍ଟୁ ନନ୍ଦ ତାଙ୍କ ଘରକୁ ଆସୁଛନ୍ତି ଦିନେ କିମ୍ବା ଦୁଇ ଦିନ ନୁହେଁ ପ୍ରାୟ ସବୁଦିନ ଏପରି ହେଉଛି |ଛାତ ଉପରକୁ ଗଲେ ପିଣ୍ଟୁ ନନ୍ଦଙ୍କ ଛାଇ ଦେଖିବାକୁ ମିଳୁଛି ତାଙ୍କ କମ୍ୟୁନିଟି ହଲକୁ କିଏ ଯଦି ଶୋଇବାକୁ ଯାଉଛି ସେ ତାଙ୍କୁ ଶୁଆଇ ଦେଉ ନାହାଁନ୍ତି |
ଏଭଳି ସବୁ କଥା ଲୋକମାନେ ଦେଖିଲା ପରେ ଆତଙ୍କିତ ହୋଇ ଯାଉଛନ୍ତି ତାଙ୍କ ସିକୁରିଟି ଗାର୍ଡକୁ ସେ ସବୁଦିନ ହଇରାଣ କରୁଛନ୍ତି ହଟାତ ସେ ଦେଖା ଯାଉଛନ୍ତି ପୁଣି ଉଭେଇ ଯାଉଛନ୍ତି ସେ ସବୁ ଦିନ ଘରକୁ ଆସିଲେ ବି କାହାର କିଛି କ୍ଷତି କରନ୍ତି ନାହିଁ ଏମିତିକି କିଛି ଅଜବ କଥା ଶୁଣିବାକୁ ମିଳୁଛି ପିଣ୍ଟୁ ନନ୍ଦଙ୍କ ସିକୁରିଟି ଗାର୍ଡଙ୍କ ମୁହଁରୁ |
ସିକୁରଟି ଗାର୍ଡ କହୁଛନ୍ତି ଯେ ସେ ଜଗିଥିବା ସମୟରେ ହଟାତ ପିଣ୍ଟୁ ନନ୍ଦଙ୍କ ସ୍ୱର ଶୁଣା ଯାଉଛି ଛାଇ ଭଳି ଦେଖା ଦେଇ କିଛି ସମୟ ପରେ ଉଭେଇ ଯାଉଛନ୍ତି ପିଣ୍ଟୁ ନନ୍ଦଙ୍କ ଭଳି ଅଭିନେତା ଓଡ଼ିଶାର ଅନେକ ଦର୍ଶକଙ୍କ ମନରେ ହସ ଫୁଟାଉଥିଲେ କହିବାକୁ ଗଲେ ଆତ୍ମା ବୋଲି କିଛି ଏକ ଜିନିଷ ଅଛି |