ନମସ୍କାର ଦର୍ଶକବନ୍ଧୁ ଆଜିର କାର୍ଯ୍ୟ କ୍ରମରେ ଆମେ ଆଲୋଚନା କରିବା ଏକ ସୁନ୍ଦର ବିଷୟ ବସ୍ତୁ ସେହି ବିଷୟ ବସ୍ତୁଟି ହେଉଛି ରାଶି ଅନୁସାରେ କେଉଁ ଝିଅକୁ କେମିତି ମିଳିଥାଏ ଜୀବନ ସାଥି ତେବେ ଦର୍ଶକବନ୍ଧୁ ତାହେଲେ ଆମେ ଆସନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ରର ରାଶି ଅନୁସାରେ କେଉଁ ଝିଅକୁ କେମିତି ଜୀବନ ସାଥି ମିଳିଥାଏ |ଦର୍ଶକବନ୍ଧୁ ପ୍ରତ୍ୟକ ବାପା ମା ନିଜ ଝିଅ ପାଇଁ ଭଲ ପାତ୍ର ଖୋଜି ଥାଆନ୍ତି ଦର୍ଶକବନ୍ଧୁ ସେହିପରି ପ୍ରତ୍ୟକ ଝିଅ ମାନଙ୍କ ସ୍ବପ୍ନ ରହିଥାଏ କି ତାଙ୍କ ଜୀବନରେ ଭଲ ଜୀବନ ସାଥୀଟିଏ ଆସୁ ବୋଲି |ଦର୍ଶକବନ୍ଧୁ ଯିଏ ତାଙ୍କ ଭଲ ଭାବରେ ଯତ୍ନ ନେବା ସହିତ ତାଙ୍କୁ ଭଲ ପାଇବ ଏବଂ ସମ୍ମାନ ଦେଇ ପାରିବ ଏଥିପାଇଁ କେତେକ ଲୋକମାନେ ଜ୍ୟୋତିଷ ଶାସ୍ତ୍ରର ସାହାରା ନେଇ ଥାଆନ୍ତି କାରଣ ରାଶି ଜରିଆରେ ବ୍ୟକ୍ତିର ସ୍ଵଭାଵ ଏବଂ ଚରିତ୍ର ବିଷୟରେ ଜଣା ଯାଇଥାଏ |
ତେବେ ଆସନ୍ତୁ ଆଜି ଆମେ ଜାଣିବା ରାଶି ଅନୁସାରେ କେଉଁ ଝିଅ ଜୀବନ ସାଥିଟିଏ ମିଳି ପାରିବ |ମେଷ ରାଶି -ଏହି ରାଶିର ଝିଅ ମାନଙ୍କୁ ଅତି ସୁନ୍ଦର ଏବଂ ଧାର୍ମିକ ପୁଅ ମିଳି ଥାଆନ୍ତି ଏମାନଙ୍କୁ ଶିକ୍ଷିତ ବରପ୍ରାପ୍ତ ମିଳିଥାଏ ଯିଏ ସେମାନଙ୍କ ଜୀବନକୁ ସୁନ୍ଦର ଏବଂ ବରପ୍ରାପ୍ତ କରିଥାଏ |ବୃଷ ରାଶି -ଏହି ରାଶିର ଝିଅ ମାନଙ୍କୁ ଅପେକ୍ଷା କୃତ କମ ଶିକ୍ଷିତ ଜୀବନ ସାଥି ମିଳିଥାଏ ଏମାନଙ୍କ ସ୍ୱାମୀଙ୍କୁ ଜୀବନରେ ଅନେକ ସଂଘର୍ଷ କରିବାକୁ ପଡ଼ିଥାଏ |
ସେହିଭଳି ମିଥୁନ ରାଶି- ଏହି ରାଶିର ଝିଅ ମାନଙ୍କୁ ଅହଙ୍କାରୀ ସ୍ୱଭାବର ସାଥି ମିଳିଥାଏ ଏମାନଙ୍କ ସାଥି ଛୋଟ ଛୋଟ କଥାରେ ରାଗି ଯାଇ ଥାଆନ୍ତି |କର୍କଟ ରାଶିର ଝିଅ ମାନଙ୍କୁ ତାଙ୍କ ସ୍ୱାମୀ ଅତ୍ୟନ୍ତ ସମ୍ମାନ ଦେଇ ଥାଆନ୍ତି ଏହା ସହ ଏମାନଙ୍କ ଜୀବନ ସାଥି ପ୍ରତ୍ୟକ କାମରେ ସହଯୋଗ କରି ଥାଆନ୍ତି |ସିଂହ ରାଶି-ଏହି ରାଶିର ଝିଅ ମାନଙ୍କୁ ସମ୍ମାନ ଦେଉଥିବା ସ୍ୱାମୀ ମିଳି ଥାଆନ୍ତି ଏମାନଙ୍କ ସନ୍ତାନ ଜୀବନରେ ପ୍ରତ୍ୟକଟି କ୍ଷେତ୍ରରେ ଉଚ୍ଚ ସ୍ତରରେ ରହିଥାଏ |
କନ୍ୟା ରାଶି -କନ୍ୟା ରାଶିର ଝିଅ ମାନଙ୍କୁ ଚଞ୍ଚଳ ସ୍ୱଭାବର ଝିଅ ମିଳି ଥାଆନ୍ତି ଏମାନଙ୍କ ସାଥି ଆକର୍ଷଣର ହୋଇ ଥିବାରୁ ଦାମ୍ପତ୍ୟ ଜୀବନରେ ସମସ୍ୟା ଆସିଥାଏ ସେହିଭଳି ତୁଳା ରାଶିର କନ୍ୟା ମାନଙ୍କ ସ୍ୱାମୀ ଛୋଟ ଛୋଟ କଥାରେ ରାଗି ଥାଆନ୍ତି ଏମାନେ ଦାମ୍ପତ୍ୟ ଜୀବନକୁ ନେଇ ଗମ୍ଭୀର ରହିବା ସହ ପରିବାର ଲୋକଙ୍କୁ ଖୁସିରେ ରଖି ଥାଆନ୍ତି ସେହି ଭଳି ବିଛା ରାଶିର କନ୍ୟାଙ୍କ ସ୍ୱାମୀ ଭଲ କଥା କହିବା ସହ ରୋମାଣ୍ଟିକ ସ୍ୱଭାବର ହୋଇ ଥାଆନ୍ତି ଏମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ |
ଧନୁ ରାଶି-ଏହି ରାଶିର ଝିଅ ମାନେ ଭାଗ୍ୟଶାଳୀ ହୋଇ ଥାଆନ୍ତି ସେମାନେ ନିଜ ସ୍ତ୍ରୀଙ୍କ କଥା ଶୁଣି ଥାଆନ୍ତି |ମକର ରାଶିର ଝିଅ ମାନଙ୍କ ଜୀବନ ସାଥି ସେମାନଙ୍କୁ ସମ୍ମାନ ଦେବା ସହ ପ୍ରତ୍ୟକ କାର୍ଯ୍ୟରେ ସହଯୋଗ କରି ଥାଆନ୍ତି ସେହିଭଳି କୁମ୍ଭ ରାଶିର ଝିଅ ମାନଙ୍କ ଜୀବନ ସାଥି ନରମ ସ୍ଵଭାଵର ହୋଇ ଥାଆନ୍ତି ଏମାନେ ସର୍ବଦା ଏକା ରହିବାକୁ ପସନ୍ଦ କରିଥାଆନ୍ତି |ମୀନ ରାଶି -ଏହି ରାଶିର ଝିଅ ମାନଙ୍କ ଜୀବନ ସାଥି ସୁନ୍ଦର ହେବା ସହିତ ଏମାନଙ୍କ ଜୀବନରେ ଆର୍ଥିକ ସମସ୍ୟା କେବେବି ଦେଖାଯାଏ ନାହିଁ ଏମାନଙ୍କ ଦାମ୍ପତ୍ୟ ଜୀବନ ମଧୁମୟ ରହିଥାଏ |