ନମସ୍କାର ଦର୍ଶକବନ୍ଧୁ ଫେରି ଆସିଲେ କି ସୁପରଷ୍ଟାର ସୁଶାନ୍ତ ସିଂହ ରାଜପୁତ ଇନ୍ସଟାଗ୍ରାମରେ ଭାଇରଲ ହେଉଛି ଏହି ଭିଡିଓ ତେବେ ଆସନ୍ତୁ କଣ ରହିଛି ଜାଣିବା ସମ୍ପୁର୍ଣ୍ଣ ଖବର |ତେବେ ବଲିଉଡ଼ ସିନେମା ଇଣ୍ଡଷ୍ଟ୍ରିର ସୁପର ଷ୍ଟାର ସୁଶାନ୍ତ ସିଂହ ରାଜପୁତ ଦିନେ ଦିନେ ଲକ୍ଷ ଲକ୍ଷ ଝିଅଙ୍କ କ୍ରସ ଥିଲେ ସୁଶାନ୍ତ କିନ୍ତୁ 2020 ଜୁନ 14 ତାରିକରେ ଫାସି ଲଗାଇ ଆ-ତ୍ମ-ହ-ତ୍ୟା କରିଥିଲେ ସେ ଦମଦାର ଅଭିନୟ ଏବଂ କିଲର ଲୁକ ପାଇଁ ସେ ଖୁବ କମ ସମୟରେ ଦେଶର ଅନେକ ସିନେମା ପ୍ରେମୀଙ୍କ ହୃଦୟରେ ରାଜ କରିଥିଲେ |
ତେଣୁ ତାଙ୍କ ମୃ-ତ୍ୟୁ କୁ ଏପର୍ଯ୍ୟନ୍ତ କିଛି ଫ୍ୟାନ୍ସ ଏଯାଏ ଗ୍ରହଣ କରି ପାରି ନାହାଁନ୍ତି ତେବେ ତାଙ୍କର ମୃ-ତ୍ୟୁ କୁ ତିନି ବର୍ଷ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ଇନ୍ସଟାଗ୍ରାମରେ ଏକ ଭିଡିଓ ତାଙ୍କର ବହୁତ ସାରା ଭାଇରଲ ହେବାରେ ଲାଗିଛି |ତେବେ ସୁଶାନ୍ତଙ୍କ ଚେହେରାରେ ଜଣେ ଯୁବକ ବହୁତ ଚର୍ଚ୍ଚାରେ ଅଛନ୍ତି ଇନ୍ସଟାଗ୍ରାମରେ ଡୋମେନ ଆରିୟନ ନାମକ ଜଣେ ଯୁବକ ଏବେ ସୁଶାନ୍ତଙ୍କ ସୃତିକୁ ମନେ ପକାଇ ଦେଇଛନ୍ତି |
ଆରିୟନ ଦେଖିବାକୁ ଅବିକଳ ସୁଶାନ୍ତ ସିଂହଙ୍କ ପରି ଏବଂ ତାଙ୍କର ଏକ୍ସପ୍ରେସନ ମଧ୍ୟ ସୁଶାନ୍ତଙ୍କ ପରି ବହୁତ ସାମଞ୍ଜସ୍ୟ ରହୁଛି |ତାଙ୍କର ଏହି ଭିଡିଓ ଏବେ ଡିଜିଟାଲ ଭିଡିଓ ମୋବାଇଲରୁ ମୋବାଇଲ ଭାଇରଲ ହେବାରେ ଲାଗିଛି |ଇନ୍ସଟାଗ୍ରାମ ପେଜରେ ସୁଶାନ୍ତଙ୍କ ଗୀତ ଏବଂ ତାଙ୍କର ସିନ ଗୁଡ଼ିକରେ ରିଲ କରି ତାଙ୍କ ସୃତିକୁ ଆଉ ଥରେ ରିଗ୍ରୀଏଟ କରିବା ପାଇଁ ଚେଷ୍ଟା କରୁଛନ୍ତି |
ତେବେ ଆରିୟନଙ୍କ ଲୁକ ସୁଶାନ୍ତ ସିଂହ ଙ୍କ ପରି ମେଳ ଖାଉଥିବାର ଦେଖା ଯାଉଛି ତେବେ ସୁଶାନ୍ତଙ୍କୁ ମାନେ ପକାଇ ଲକ୍ଷ ଲକ୍ଷ ୟୁଜର ଆରିୟନଙ୍କୁ ଫଲୋ ମଧ୍ୟ କରୁଛନ୍ତି ତେବେ ଆରିୟନଙ୍କୁ ଦେଖି କିଛି ୟୁଜର ସୁଶାନ୍ତଙ୍କ ଭଳି ଦେଖା ଯିବାର କୁହାଯାଇଛି |