ନମସ୍କାର ଦର୍ଶକବନ୍ଧୁ ମଙ୍ଗଳବାର ଦିନ କରନ୍ତୁ ଫିଟିକି ଏବଂ ଲବଙ୍ଗର ଏହି ମହା ଉପାୟ ଆପଣଙ୍କ ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯିବ |ହନୁମାନଙ୍କ ଆଶୀର୍ବାଦ କାରଣରୁ ଚାରିଆଡ଼େ ଧନ ମାଡ଼ି ଆସିବ ଆପଣଙ୍କ ପାଖକୁ |ବନ୍ଧୁଗଣ ହନୁମାନଙ୍କୁ କଳିଯୁଗର ଏକ ମାତ୍ର ଜୀବିତ ଦେବତା ମନା ଯାଉଅଛି ଯିଏ ଆପଣଙ୍କ ସମସ୍ତ ଦୁଃଖ କଷ୍ଟକୁ ଦୂର କରିପାରିବେ ଆପଣଙ୍କ ସମସ୍ତ ସଙ୍କଟକୁ ଦୂର କରିପାରିବ କୁହାଯାଏ ଯେ ଯେଉଁ ବ୍ୟକ୍ତି ହନୁମାନଙ୍କ ପୂଜା ପାଠ କରିଥାଏ ସେହି ବ୍ୟକ୍ତିର ଦୁଃଖ କଷ୍ଟ ଦୂର ହୋଇ ଯାଇଥାଏ |ମଙ୍ଗଳବାର ଦିନଟି ହେଉଛି ହନୁମାନ ମହାରାଜା ଙ୍କ ଦିନ କୁହାଯାଏ ଯେ ମଙ୍ଗଳବାର ଦିନ ଏକ ଚମତ୍କାର ଦିନ ହୋଇଥାଏ ଏହି ଦିନରେ ଆପଣ ଯଦି ହନୁମାନଙ୍କ ପୂଜା କରି ଥାଆନ୍ତି ତ ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହୋଇଥାଏ ଆମେ ଆପଣଙ୍କୁ ଯେଉଁ ଉପାୟ କହିବାକୁ ଯାଉଛୁ ତାହା ଯଦି ଆପଣ ଆଜି କରିଦେବେ ତ ଆପଣଙ୍କ ସମସ୍ତ ମନସ୍କାମନା ପ୍ରଭୁ ବଜରଙ୍ଗ ବାଲି ପୂରଣ କରିପାରିବେ |
ତେବେ ଆଜି ଆମେ ଆପଣଙ୍କୁ ଫିଟିଙ୍ଗି ଏବଂ ଲବଙ୍ଗ ବିଷୟରରେ କହିବାକୁ ଯାଉଛୁ ଯାହା ବହୁତ ସରଳ ଉପାୟ ଅଟେ ଏହାକୁ କେବଳ ମଙ୍ଗଳବାର ଦିନ ହିଁ କରାଯାଇଥାଏ |ଖାସ କରି ମଙ୍ଗଳବାର ଦିନ ହନୁମାନ ମହାରାଜାଙ୍କୁ ଲଡୁ ଭୋଗ ଲଗା ଯାଇଥାଏ ଗୋଟିଏ କଥା ଧ୍ୟାନ ଦେବେ ହନୁମାନ ମହାରାଜ ଆପଣଙ୍କ ସାମାନ୍ୟ ପୂଜା ଦ୍ୱାରା ତୁରନ୍ତ ପ୍ରସନ୍ନ ହୋଇ ଯାଆନ୍ତି କିନ୍ତୁ ଗୋଟେ କଥା ମଧ୍ୟ କୁହାଯାଇଛି ଯେ କିଛି ଏମିତି ଭୁଲ ରହିଛି ଯାହା ଦ୍ୱାରା ହନୁମାନ ମହାରାଜ ରୁଷ୍ଟ ହୋଇଯାଆନ୍ତି |ଆଜିର ଦିନରେ ଆମେ ଆପଣଙ୍କୁ କହିବୁ ମଙ୍ଗଳବାର ଦିନ ଆପଣ କଣ ଏମିତି ଉପାୟ କରି ପାରିବେ ଯାହା ଦ୍ୱାରା ଆପଣଙ୍କୁ ହନୁମାନ ମହାରାଜାଙ୍କ ବରଦାନ ପ୍ରାପ୍ତି ହୋଇଥାଏ |ଆପଣ ସର୍ବଦା ମନେ ରଖିବେ ଯେ ଆପଣ କ୍ଷୀରରେ ବନା ଯାଇଥିବା ଲଡ଼ୁ ବା ମିଠାର ଭୋଗ ଲଗାନ୍ତୁ ନାହିଁ
ଏହା ଦ୍ୱାରା ହନୁମାନ ମହାରାଜ ରୁଷ୍ଟ ହୋଇ ଯାଆନ୍ତି ଏହି କଥା ଧ୍ୟାନ ଦେବେ ଯେବେବି ଆପଣ ହନୁମାନ ମହାରାଜଙ୍କୁ ଭୋଗ ଲଗାଇବେ ତ ବୁନ୍ଦୀ କିମ୍ବା ବେସନ ଲଡ଼ୁର ଭୋଗ ଲଗାନ୍ତୁ ଏହା ପ୍ରଭୁ ହନୁମାନଙ୍କୁ ବହୁତ ପସନ୍ଦ ହୋଇଥାଏ |ତେବେ ଆମେ ଆପଣଙ୍କୁ କହିବୁ ଯେ ମଙ୍ଗଳବାର କଣ ସେହି ମହା ଉପାୟ କରିବା ଦ୍ୱାରା ହନୁମାନ ମହାରାଜ ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ |ଏହି ଉପାୟ ଆପଣଙ୍କୁ ସାତୋଟି ମଙ୍ଗଳବାର ଲଗାତାର କରିବାକୁ ହେବ ଏବଂ ସାତୋଟି ସପ୍ତାହ ଆପଣ ଆମିଷ ଭୋଜନ ନ କରିବା ଉଚିତ ତେବେ ଯାଇ ଆପଣଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ |ଆପଣ ମଙ୍ଗଳବାର ଦିନ ସକାଳୁ ଉଠି ସ୍ନାନ କରି ଏକ ଓସ୍ତ ଗଛ ପାଖକୁ ଯାଆନ୍ତୁ |
ସେଥିରୁ 7 ଟି ଓସ୍ତ ପତ୍ର ଛିଡ଼ାଇ ଆଣନ୍ତୁ ଏବଂ ସେହି ପତ୍ର ଉପରେ ଶ୍ରୀ ରାମ ଲେଖନ୍ତୁ ଏବଂ ସେହି 11 ଟି ପତ୍ରକୁ ଏକ ମାଳା ବନାନ୍ତୁ ଏବଂ କୌଣସି ବି ହନୁମାନ ମହାରାଜାଙ୍କ ମନ୍ଦିର ଯାଇ ସେହି ଓସ୍ତ ପତ୍ରର ମାଳାକୁ ହନୁମାନଙ୍କ ଉପରେ ଚଢାଇ ଦିଅନ୍ତୁ |ପ୍ରଭୁ ହନୁମାନଙ୍କ କୃପାରୁ ଆପଣଙ୍କ ଯେଉଁ ବି ସମସ୍ୟା ଲାଗି ରହୁଥିଲା ତାହା ସବୁ ଦୂର ହେବାକୁ ଯାଉଛି |ଏବେ ଚାଲନ୍ତୁ ଧନ ସୁଖ ସମୃଦ୍ଧି ପ୍ରାପ୍ତି କରିବାର ଉପାୟ ମଙ୍ଗଳବାର ରାତିରେ ଶୋଇବା ପୂର୍ବରୁ ହନୁମାନଙ୍କ ପାଖରେ ସୋରିଷ ତେଲର ଦୀପ ଜାଳିବାକୁ ହେବ |ଏହି ଦୀପ ଜାଳିବା ସମୟରେ ଆପଣ 11 ଥର ହନୁମାନ ଚାଳିଶାର ଦୀପ ଚଢାନ୍ତୁ ଆପଣ ଲଗାତାର ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଧନ ସମ୍ବଦିତ ସମସ୍ୟା ଚାଲି ଯାଇଥାଏ ଆପଣଙ୍କ ଘରେ ସୁଖ ସମୃଦ୍ଧିର ବାସ ହୋଇଥାଏ |
ଆପଣଙ୍କ ଚାକିରୀ ସମସ୍ୟାରେ ଯଦି କିଛି ବାଧା ଆସୁଅଛି ତେବେ ଆପଣ ପାଞ୍ଚୋଟି ମଙ୍ଗଳବାର ହନୁମାନ ମନ୍ଦିର ଯାଇ ପ୍ରଭୁଙ୍କୁ ଗୋଟିଏ ନଢ଼ିଆ ଚଢେଇ ଦିଅନ୍ତୁ ଏବଂ ଅବଶ୍ୟ ତାଙ୍କୁ ଚାକିରୀ ପ୍ରାପ୍ତି ହୋଇପାରିବ |ଆପଣମାନେ ଆପଣଙ୍କ ଜୀବନରେ ବହୁତ ଉନ୍ନତି କରିବେ ଆପଣ ଗୋଟିଏ କପଡ଼ାରେ ଫିଟିକି ଏବଂ ଦୁଇଟି ଲବଙ୍ଗ ନିଅନ୍ତୁ ଏବଂ ଏହାକୁ ଏକ ନାଲି ସୂତାରେ ବାନ୍ଧି ଏକ ପୁଟୁଳି ବନେଇ ଦିଅନ୍ତୁ ଆପଣ ଏକ ସୋରିଷ ଟେଲର ଦୀପ ନିଅନ୍ତୁ କୌଣସି ବି ହନୁମାନ ମନ୍ଦିରକୁ ଯାଆନ୍ତୁ |ହନୁମାନ ମନ୍ଦିର ଯାଇ ଆପଣ ଏହି ଦୀପକୁ ପୂର୍ବ ଦିଗରେ ଚଢାଇ ଦିଅନ୍ତୁ ଏବଂ ସେଠାରେ 11 ଥର ହନୁମାନ ଚାଳିଶା ପାଠ କରନ୍ତୁ ଏବଂ ସେହି ଲାଲ ପୁଟୁଳିକି ହନୁମାନଙ୍କ ପାଦରେ ସ୍ପର୍ଶ କରି ଆପଣ ଆପଣଙ୍କ ଧନ ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ ଆପଣଙ୍କ କଷ୍ଟ ସମସ୍ୟା ଯାହାବି ସବୁ ଲାଗି ରହିଥିଲା ତାହା ସବୁ ଦୂର ହୋଇଯିବ |