ଏବେ ଏବେ ଆସିଲା ବଡ଼ ଖବର School ଛାତ୍ର ଛାତ୍ରୀଙ୍କ ପାଇଁ, ସରକାର କରିଲେ ବଡ଼ ଘୋଷଣା, ଦେଖନ୍ତୁ ସମ୍ପୂର୍ଣ୍ଣ ଖବର !

ନମସ୍କାର ଦର୍ଶକବନ୍ଧୁ ରାଜ୍ୟରେ ପ୍ରାଥମିକ ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ସରକାରଙ୍କ ତରଫରୁ ବଡ ଘୋଷଣା ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ ଜାଣିବା ଆପଣ ଯଦି ଛାତ୍ର ଛାତ୍ରୀଙ୍କ ନାମ ଲେଖାଇବା ପାଇଁ ଚାହୁଁଛନ୍ତି ଯାହାକି ଜାରି ହେଲା ବଡ଼ ଅପଡେଟ ରାଜ୍ୟର କିଛି ସ୍କୁଲରେ ପିଲାମାନଙ୍କ ନାମ ଲେଖାଇବା ସମୟରେ ଆଧାର କାର୍ଡ ଦାବି କରାଯାଉଥିଲା ନାମ ଲେଖା ବାଧ୍ୟତାମୂଳକ ବୋଲି ସବୁ ସ୍କୁଲର ପ୍ରଧାନ ଶିକ୍ଷକ ଏହି କଥା କହୁଥିଲେ ତେବେ ଏହି ପ୍ରସଙ୍ଗ ଦୃଷ୍ଟିକୁ ଆସିବା ପରେ ରାଜ୍ୟରେ ବିଦ୍ୟାଳୟ ଏବଂ ଗଣ ଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି |

ତେବେ ଏନେଇ ସବୁ ପ୍ରଧାନ ଶିକ୍ଷକଙ୍କୁ ଅବଗତ ନେଇ ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ DEO ଙ୍କୁ ନିର୍ଦେଶ ଦିଆଯାଇଛି ଏଣିକି ଆଧାର କାର୍ଡ ଥାଉନା ବା ନଥାଉ ଆପଣଙ୍କୁ ସ୍କୁଲ ରେ ପିଲାମାନଙ୍କୁ ନାମ ଲେଖାଇବାରେ କୌଣସି ଅସୁବିଧା ହେବ ନାହିଁ ନାମ ଲେଖା ପରେ ମଧ୍ୟ ସ୍କୁଲ ଛାତ୍ର ଛାତ୍ରୀ ମାନେ ଆଧାର କାର୍ଡ ଜମା କରିପାରିବେ ଗଣ ଶିକ୍ଷା ବିଭାଗର ଏହି ପଦକ୍ଷେପ |

ଫଳରେ ଏଣିକି ଛାତ୍ରୀମାନେ ଆଉ ନାମ ଲେଖା କ୍ଷେତ୍ରରେ ଆଉ ଅସୁବିଧା ସମୁଖୀନ ହେବେ ନାହିଁ ସୂଚନା ଯୋଗ୍ୟ ଯେ ରାଜ୍ୟରେ ଛାତ୍ର ଛାତ୍ରୀଙ୍କ ଲାଗି ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାର କିଛି ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି ତେବେ ସ୍କୁଲର ପ୍ରଧାନ ଶିକ୍ଷକ ଏବଂ ଶିଖିୟିତ୍ରୀ ଦାୟିତ୍ୱ |

ନିର୍ବାହ କରିବା ନେଇ ଗତ ଫେବୃଆରୀ ମାସରେ ଗଣ ଶିକ୍ଷା ବିଭାଗ ନିଷ୍ପତି ନେଇଥିଲେ ତେବେ ଶିକ୍ଷକ ମାନେ ସ୍ୱାଧୀନତା ଦାୟିତ୍ୱ ନେବା ସହିତ ଶିକ୍ଷା ଦାନ ସହିତ ଅନ୍ୟ କୌଣସି କାର୍ଯ୍ୟରେ ନିୟୋଜିତ କରାଯିବ ନାହିଁ ବୋଲି କୁହାଯାଇଥିଲା |

Leave a Reply

Your email address will not be published. Required fields are marked *