ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ଅଙ୍ଗନୱାଡି କର୍ମୀମାନଙ୍କ ସରକାର କଲେ ବଡ଼ ଘୋଷଣା ଅଙ୍ଗନୱାଡି କର୍ମୀମାନଙ୍କ ପାଇଁ ବଡ଼ ଖୁସି ଖବର ଆସିଛି ତେବେ ଦର୍ଶକବନ୍ଧୁ କଣ ରହିଛି ସମ୍ପୂର୍ଣ୍ଣ ଖବର ଆସନ୍ତୁ ଜାଣିବା |ଦର୍ଶକବନ୍ଧୁ ଏବେ ଏବେ ଅଙ୍ଗନୱାଡି କର୍ମୀ ମାନଙ୍କ ପାଇଁ ଆସିଲା ଏବେ ବଡ଼ ଖୁସି ଖବର | ରାଜ୍ୟ ସରକାର ଅଙ୍ଗନୱାଡି କର୍ମୀ ମାନଙ୍କ ପାଇଁ ବୁଦ୍ଧି କରିଛନ୍ତି ଅନୁପମା ସହାୟତା ରାଶି ଯଦି ଅଙ୍ଗନୱାଡି କର୍ମୀଙ୍କ କାର୍ଯ୍ୟଗତ ସମୟରେ ମୃ-ତ୍ୟୁ ବରଣ ହୁଏ ତେବେ ତାଙ୍କୁ 10,00,000 ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ |
ଯାହାକି ଏହି ଅନୁପମା ରାଶି ପୂର୍ବରୁ 4,00,000ଟଙ୍କା ଥିଲା ଆଉ ସେପଟେ ଦଶ ଦଫା ଦାବି କରି ନିଖିଳ ଓଡିଶା ଅଙ୍ଗନୱାଡି ସଙ୍ଘ ପକ୍ଷରୁ ଆନ୍ଦୋଳନ ଜାରି ରହିଛି ଯାହାକି ହଇରାଣ କରିବା ସହ ମାନସିକ ସ୍ତରରେ ନିର୍ଯ୍ୟାତନା ଦେଉଥିବା ସିଜିପିଓଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆସିଛି ତେଣୁ ଏହି ଅଭିଯୋଗ ଅନୁସାରେ ଅଙ୍ଗନୱାଡି କେନ୍ଦ୍ର ପାଇଁ ମିଳୁଥିବା ଯୁଗ୍ମ ଜମା ଖାତାକୁ |
ବିଭିନ୍ନ ବାବଦକୁ ଆସୁଥିବା ଟଙ୍କାକୁ ଉଠାଣ କରି ସିପିଓ ଙ୍କୁ ଫେରସ୍ତ କରିବାକୁ କହୁଥିବା ଅଭିଯୋଗ କରୁଛନ୍ତି ଅଙ୍ଗନୱାଡି କର୍ମୀମାନେ ଏହାକୁ ନେଇ ଅଙ୍ଗନୱାଡି କର୍ମୀମାନେ ଆନ୍ଦୋଳନ କରିବା ସହିତ ଦାବି ଉପସ୍ଥାପନ ମଧ୍ୟ କରିଛନ୍ତି ଆଉ ସେହି ଦାବି ଗୁଡ଼ିକ ହେଲା କାର୍ଯ୍ୟ କରଣ ବୀମା ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି |
ତାହା ସହିତ ବଜାର ଦର ଅନୁଯାଇ ଏସଏନ ଡି ବାବଦକୁ ଅର୍ଥ ପ୍ରଦାନ କରିବା ଏହି ସବୁର ସମାଧାନ ଆସନ୍ତା 25 ତାରିକ ଭିତରେ ନେହେଲେ ଅଙ୍ଗନୱାଡି କେନ୍ଦ୍ର ବନ୍ଦ କରି ସିଡିପିଏ ଙ୍କ କାର୍ଯ୍ୟାଳୟ ଆଗରେ ଅନିର୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବା ପାଇଁ ଚେତାବନୀ ଦେଇଛନ୍ତି ଅଙ୍ଗନୱାଡି କର୍ମୀ ମାନେ