ନମସ୍କାର ଦର୍ଶକବନ୍ଧୁ ଦେଖନ୍ତୁ ଆପଣଙ୍କ ଆଗରେ ଦୁଇଟି ପାରାର ଚିତ୍ର ଦିଆଯାଇଛି ଗୋଟେ ବସିଥିବା ପାରା ଏବଂ ଆଉ ଗୋଟେ ଉଡ଼ନ୍ତା ପାରା ତ ଆପଣଙ୍କୁ କେଉଁ ପାରାର ଚିତ୍ରଟି ଭଲ ଲାଗୁଚି ଏବଂ କେଉଁ ପାରାର ଚିତ୍ରଟି ଆପଣଙ୍କୁ ଆକର୍ଷିତ କରୁଅଛି ସ୍ସେହି ଆଧାରରେ ଆମେ ଆପଣଙ୍କୁ ଆପଣଙ୍କ ଭବିଷ୍ୟ ବିଷୟରେ କହିବୁ ଆପଣଙ୍କ ପାଇଁ ଆଗକୁ ଦିନ ଗୁଡ଼ିକ କିପରି ରହିବ ସେହି ବିଷୟରେ ମଧ୍ୟ ଆମେ ଆପଣଙ୍କୁ କହିବୁ |ଆପଣ ଯେକୌଣସି ଗୋଟିଏ ପାରା ଚୟନ କରନ୍ତୁ |ଆପଣ ଭଗବାନଙ୍କ ନାମ ନେଇ ଯେକୌଣସି ଗୋଟିଏ ପାରା ବାଛନ୍ତୁ ଏକ ନମ୍ବର ଏବଂ ଦୁଇ ନମ୍ବର ଦୁଇଟି ପାରା ରହିଅଛି ଏହି ଦୁଇଟି ପାରା ମାଧ୍ୟମରେ ଆପଣ ଆପଣଙ୍କ ଭବିଷ୍ୟ କିପରି ରହିବ ସେହି ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛି ଆପଣଙ୍କ ଯେଉଁ ସମସ୍ୟା ରହୁଛି ଆଜିର ବିଷୟରେ ଆପଣ ଏହି ଦୁଇ ପାରା ମଧ୍ୟରୁ ଯେ କୌଣସି ଗୋଟିଏ ପାରା ବାଛି ଆପଣ ଆପଣଙ୍କ ଭବିଷ୍ୟ ନିର୍ଦ୍ଧାର କରିପାରିବେ |
ପ୍ରଥମ ପାରା -ଆପଣ ଯଦି ପ୍ରଥମ ଚିତ୍ରର ପାରା ଟିକୁ ବାଛିଛନ୍ତି ଯେଉଁ ପାରା ଟି ବସିଥିଲା ସେହି ପାରାଟିକୁ ଆପଣ ବାଛିଛନ୍ତି ତେବେ ଦେଖନ୍ତୁ ଆପଣ ଅକର୍ମୀ ପରି ସମୟ ଅତିବାହିତ କରୁଛନ୍ତି କୌଣସି ବି କାମରେ ଆପଣଙ୍କୁ ଠିକ ଭାବରେ ମନ ଲାଗୁ ନାହିଁ ଯେଉଁ କାର୍ଯ୍ୟରେ ହାତ ଦେଉଛନ୍ତି ତାହା ସବୁ ଅସଫଳ ହୋଇଯାଉଛି ଯେଉଁମାନେ ଗୁପ୍ତ ଶତ୍ରୁ ଥିଲେ ସେମାନେ ହାରିଯିବାର ଆପଣ ଦେଖୁଛନ୍ତି ଅର୍ଥାତ ତାଙ୍କ ଠାରୁ ଆପଣ ବିଜୟ ଲାଭ କରିଛନ୍ତି ତଥାପି ଆପଣଙ୍କ ଜୀବନରେ ଶାନ୍ତି ନାହିଁ ଆପଣଙ୍କ ଶତ୍ରୁ ମାନେ ମଧ୍ୟ ଆପଣଙ୍କ ଠାରୁ ବହୁତ ଆଗ୍ରହୀ ଜଣା ପଡୁଛନ୍ତି ସେମାନଙ୍କ ସାଙ୍ଗରେ ଆପଣ ହାତ ମିଶାଇବା ପୂର୍ବରୁ ଆପଣ ଭଲ ଭାବରେ ଭାବି ଚିନ୍ତି ମିଶାନ୍ତୁ |ବର୍ତ୍ତମାନ ଆପଣଙ୍କ ଯେଉଁ ବି ସବୁ ସମସ୍ୟା ଚାଲୁଥିଲା ତାହା ସବୁ ଦୂର ହୋଇଯିବ ଏବେ ଆପଣ ଆଉ ଚିନ୍ତା ଆଉ କରନ୍ତୁ ନାହିଁ ଆପଣ ପୁତ୍ରକୁ ନେଇ ଯେଉଁ ଚିନ୍ତାରେ ଥିଲେ ତାହା ସବୁ ଆପଣଙ୍କ ଦୂର ହୋଇଯିବ ସ୍ତ୍ରୀଙ୍କ ପାଇଁ ଆପଣ ଯେଉଁ ଖରାପ ଦଶା ଭୋଗ କରୁଥିଲେ ତାହା ସବୁ ଦୂର ହୋଇଯିବ |
ଦ୍ୱିତୀୟ ପାରା -ଯଦି ଆପଣ ଦ୍ୱିତୀୟ ପାରା ବା ଉଡ଼ନ୍ତା ପାରାଟିକୁ ବାଛିଛନ୍ତି ତେବେ ଜାଣନ୍ତୁ ସେ ଆଜି ଆପଣଙ୍କୁ ବିଷୟରେ କଣ କହୁଛି ତେବେ ଆପଣ ଜମା ଚିନ୍ତା କରନ୍ତୁ ନାହିଁ ବର୍ତ୍ତମାନ ଆପଣଙ୍କ ସମସ୍ୟା ଦୂତର ହେବାର ସମୟ ଆସି ଯାଇଛି କିନ୍ତୁ ଆପଣଙ୍କ କର୍ମ ପାଇଁ ଫଳ ପ୍ରାପ୍ତିର ସମୟ ବିଳମ୍ବ ହେଉଅଛି |ଅର୍ଥାତ ଆପଣ ଯେଉଁ କାର୍ଯ୍ୟ କରୁଛନ୍ତି ତାହାର ଶୁଭଫଳ ଆପଣଙ୍କୁ ନିଶ୍ଚିତ ପ୍ରାପ୍ତ ହେବ |ଆପଣଙ୍କ ଜାତକରେ ଶନି ,ଶୁକ୍ର ଏବଂ ବୃଦ୍ଧା ଚରଣରେ କାମ କରୁଛନ୍ତି ବର୍ତ୍ତମାନ ଆପଣ ଗ୍ରହର ନିର୍ଦିଷ୍ଟ ଦେବା ଦେବୀଙ୍କ ପୂଜା କରନ୍ତୁ ନାହିଁ |ଆପଣ ଭାବୁଛନ୍ତି କି ଆପଣଙ୍କ ଜୀବନ କେବଳ ଦୁଃଖରେ କଟିଯିବ ତାହା ନୁହେଁ ଧର୍ଯ୍ୟ ରଖନ୍ତୁ ଦେଖନ୍ତୁ ଆପଣ ଯେଉଁ ସବୁ ଦୁଃଖ ଭୋଗିଥିଲେ ତାହା ସବୁ ଶୀର୍ଷ ସୀମାରେ ପହଂଚି ଲାଣି ଆପଣଙ୍କ ଦୁଃଖର ଦିନ ଏବେ ସମାପ୍ତ ହୋଇଯାଇଛି ମହାପ୍ରଭୁ ଜଗନାଥଙ୍କ ଉପରେ ଆପଣ ଆପଣଙ୍କ କର୍ମ ଫଳକୁ ପ୍ରଦାନ କରନ୍ତୁ ଆପଣ କେବଳ ଶୁଭ ଫଳ ହିଁ ପ୍ରାପ୍ତ କରିବେ |
ଭଗବାନଙ୍କ ନାମ ନେଇ ବାଛନ୍ତୁ ଆପଣଙ୍କ ମନ ପସନ୍ଦର ଗୋଟିଏ Para ,ଆଉ ଜାଣନ୍ତୁ ଆପଣଙ୍କ ଭବିଷ୍ୟତକୁ ନେଇ କଣ ରହିଅଛି |
