ନମସ୍କାର ଦର୍ଶକ ବନ୍ଧୁ ଆପଣ ମାନେ ତ ତୁ ମୋ ଆଖିର ତାରା ସିରିଏଲ୍ ନିଶ୍ଚିତ ଭାବରେ ଦେଖିଥିବେ କିନ୍ତୁ ଆପଣ ମାନେ ଜାଣିଛନ୍ତି କି ଏହି ସିରିଏଲ ରେ ଅଭିନୟ କରିଥିବା ସବୁ ଷ୍ଟାର ମାନଙ୍କ ପ୍ରକୃତ ଘର କେଉଁଠି ।
ନମ୍ବର ୧ ରେ ଆସୁଛନ୍ତି ନିକିତା ଯିଏ କି ଏହି ସିରିଏଲରେ ସୁନ୍ଦର ଅଭିନୟ କରିଥିବାର ଆପଣ ମାନେ ନିଶ୍ଚୟ ଭାବରେ ଦେଖିଥିବେ। ତେବେ ନିକିତା ଭିଦ୍ ଙ୍କ ୱାଇଫ ଭୂମିକାରେ ଅଭିନୟ କରୁଛନ୍ତି ତେବେ ନିକିତା ଙ୍କ ପ୍ରକୃତ ଘର ହେଉଛି ବାଲେଶ୍ଵର ।
ଏହା ପରେ ଏହି ଲିଷ୍ଟ ର ଦୁଇ ନମ୍ବର ରେ ଆସୁଛନ୍ତି ତନୁଜା ତେବେ ଆପଣମାନେ ତ ତନୁଜାଙ୍କ ଅଭିନୟ ନିଶ୍ଚିତ ଭାବରେ ପରଦାରେ ଦେଖିବାକୁ ପାଉଥିବେ ତେବେ ତାନୁଜଙ୍କ ପ୍ରକୃତ ଘର ହେଉଛି ବାଲେଶ୍ଵର ।
ନମ୍ବର ୩ ରେ ଆସୁଛନ୍ତି ବର୍ଷା ଯିଏ କି ଏହି ସିରିଏଲ ରେ ରାହୁଲ ଙ୍କ ସ୍ତ୍ରୀ ଭୂମିକାରେ ଅଭିନୟ କରୁଛନ୍ତି ତେବେ ବର୍ଷା ଙ୍କ ସୁନ୍ଦର ଅଭିନୟ ମଧ୍ୟ ଆପଣ ମାନେ ନିଶ୍ଚିତ ଭାବରେ ଦେଖିଥିବେ ।ତେବେ ଏହି ବର୍ଷା ଙ୍କର ପ୍ରକୃତ ଘର ହେଉଛି ଜଗତ ସିଂହ ପୁର।
ଏହା ପରେ ଏହି ଲିଷ୍ଟ ର ନମ୍ବର ୪ ରେ ଆସୁଛନ୍ତି ଭିର ଯିଏ କି ଏହି ସିରିଏଲ ରେ ତାରା ଙ୍କ ଭାଇ ଭୂମିକାରେ ଅଭିନୟ କରିଛନ୍ତି ।ତେବେ ଭିରଙ୍କ ପ୍ରକୃତ ଘର ହେଉଛି ବାଲେଶ୍ଵର ।
ନମ୍ବର ୫ ରେ ଆସୁଛନ୍ତି ତରୁଣ ଆପଣ ମାନେ ତ ତରୁଣ ଙ୍କ ଅଭିନୟ ନିଶ୍ଚିତ ଭାବରେ ଦେଖିଥିବେ ।ତେବେ ତରୁଣ ଙ୍କ ପ୍ରକୃତ ଘର ହେଉଛି ଭୁବନେଶ୍ୱର ଯିଏ କି ଏହି ସିରିଏଲ ରେ ଲିଡ ହିରୋ ଭାବରେ ଅଭିନୟ କରୁଛନ୍ତି ।
ତେବେ ଏହାପରେ ନମ୍ବର ୬ ରେ ଆସୁଛନ୍ତି ନିଲ ତେବେ ଆପଣ ମାନେ ନିଲ ଙ୍କ ଦମଦାର ଅଭିନୟ କରୁଥିବାର ଆପଣ ମାନେ ନିଶ୍ଚିତ ଭାବରେ ଦେଖିଥିବେ ତେବେ ନିଲ ଙ୍କ ପ୍ରକୃତ ଘର ହେଉଛି କଟକ ।
ତେବେ ଦର୍ଷକବନ୍ଧୁ ନମ୍ବର ୭ ରେ ଆସୁଛନ୍ତି ତାରିଣୀ ଆପଣ ମାନେ ତ ତାରିଣୀଙ୍କ ସୁନ୍ଦର ଅଭିନୟ ନିଶ୍ଚିତ ଭାବରେ ଦେଖିଥିବେ ତେବେ ତାରିଣୀଙ୍କ ପ୍ରକୃତ ଘର ହେଉଛି ଭୁବନେଶ୍ୱର ।
ଏହା ପରେ ଏହି ସିରିଏ ଲ ରେ ନମ୍ବର ୮ ରେ ଆସୁଛନ୍ତି ତାରା ଯିଏ କି ଏହି ସିରିଏଲ ରେ ଲିଡ୍ ଆକ୍ଟ୍ରେସ ଭାବରେ ଅଭିନୟ କରୁଛନ୍ତି ।ତେବେ ତାରା ଙ୍କର ପ୍ରକୃତ ଘର ହେଉଛି ଭୁବନେଶ୍ୱର ।
Tu Mo Akhira Tara ସିରିଏଲର ସବୁ ଅଭିନେତା ଓ ଅଭିନେତ୍ରୀ ମାନଙ୍କର ପ୍ରକୃତ Ghara କେଉଁଠି, ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ, ସବୁଠୁ ଅଧିକ ହିରୋଇନ ଏହି ଜାଗାରୁ…
