ନମସ୍କାର ଦର୍ଶକବନ୍ଧୁ ରାସ୍ତାରେ ପଡ଼ିଥିବା ବେଲ ପତ୍ର ଯଦି ମିଳିଯାଏ ସେହିପରି ତୁଳସୀ ପତ୍ର ଯଦି ରାସ୍ତାରେ ମିଳିଯାଏ ଗାୟତ୍ରୀ ଫିତା ଯଦି ରାସ୍ତାରେ ମିଳିଯାଏ ରାସ୍ତାରେ ପଡ଼ିଥିବା ଯଦି ପଇସା ଆପଣଙ୍କୁ ମିଳିଯାଏ ତେବେ ଏହାକୁ ଆପଣ କଣ କରିବା ଉଚିତ ତ ଏହା ଆଗାମୀ ଦିନରେ ଆପଣଙ୍କୁ ଭାଗ୍ୟକୁ ବଦଳେଇ ଦେଇପାରେ ଆପଣଙ୍କ ଭାଗ୍ୟକୁ ପରିବର୍ତ୍ତନ କରିବା ପାଇଁ ମା ଲକ୍ଷ୍ମୀ କିଛି ଏହି ପ୍ରକାରର ସଙ୍କେତ ଦେଇ ଥାଆନ୍ତି ଯେଉଁ ବ୍ୟକ୍ତି ବୁଝିଯାଏ ତ ସେହି ବ୍ୟକ୍ତି ରାଜ ଯେମିତି ଏବଂ ଯେଉଁ ବ୍ୟକ୍ତି ବୁଝି ପାରେ ନାହିଁ ତ ସେହି ବ୍ୟକ୍ତି ଭିକାରି ହୋଇ ରହି ଯାଇଥାଏ |ତେବେ ବନ୍ଧୁଗଣ ରାସ୍ତାରେ ସୌଭାଗ୍ୟ ବଶତଃ ଯଦି ବେଲ ପତ୍ର ମିଳିଯାଏ ତେବେ ଆପଣଙ୍କୁ କଣ କରିବାକୁ ପଡ଼ିବ କଣ ଏହାକୁ ଉଠାଇ ନେବା ଉଚିତ କଣ ଏହାକୁ ଫିଙ୍ଗି ଦେବା ଉଚିତ ହୋଇଥାଏ କି ଏହାକୁ ଶିବ ଲିଙ୍ଗରେ ଚଢ଼ାଇବା ଉଚିତ ହୋଇଥାଏ କି |
ତେବେ ଏହି ବେଲ ପତ୍ରରେ କଣ ପ୍ରୟୋଗ କରିବାକୁ ପଡ଼ିବ ଯାହା ଦ୍ୱାରା ଆମ ଭାଗ୍ୟ ଚମକିବାକୁ ଲାଗିବ ତ ଆସନ୍ତୁ ଆଜି ଆମେ ସବୁ କିଛି ଏହାର ବିଷୟରେ ଜାଣିବା |ସୌଭାଗ୍ୟ ବଶତଃ ଆପଣ ଯଦି ରାସ୍ତାରେ ଯିବା ସମୟରେ ବେଲ ପତ୍ର ମିଳିଯାଏ ବା ତୁଳସୀ ପତ୍ର ଯଦି ଆପଣଙ୍କୁ ମିଳିଯାଏ ବା ଗାୟତ୍ରୀ ପିତା ମିଳିଯାଏ ବା ଲାଲ ରଙ୍ଗର କୌଣସି ଫିତା ମିଳିଯାଏ ଏବଂ ରାସ୍ତାରେ ପଡ଼ିଥିବା ପଇସା ମିଳିଯାଏ ତ ଏହା ଭଗବାନଙ୍କ ଆଶୀର୍ବାଦ ହୋଇଥାଏ ଏହା ଆପଣଙ୍କ ଭାଗ୍ୟକୁ ଚମକାଇକି ରଖିଦେବ ଏହା ଆପଣଙ୍କ ଭାଗ୍ୟକୁ ବଦଳାଇଦେବ ଏବଂ ଏହା ସମସ୍ତଙ୍କୁ ମିଳି ନଥାଏ ଏହା ଯାହାକୁ ମିଳିଥାଏ ସେ ବହୁତ ହିଁ ଭାଗ୍ୟଶାଳୀ ବ୍ୟକ୍ତି ହୋଇଥାଆନ୍ତି ଭାଗ୍ୟଶାଳୀ ବ୍ୟକ୍ତିଙ୍କୁ ହିଁ ଏହା ମିଳିଥାଏ ଯେଉଁମାନଙ୍କ ଉପରେ ଭଗବାନଙ୍କ ଆଶୀର୍ବାଦ ଥାଏ ଯଦି ବି ଆପଣଙ୍କୁ ଏମିତି କେବେ ମିଳି ସାରିଛି ବା ନିକଟ ଭବିଷ୍ୟରେ ଯଦି ମିଳିଯାଏ|
ତ ଏହାକୁ ଆପଣ କଣ କରିବା ଉଚିତ |ଯଦି ଆପଣ ରାସ୍ତାରେ ଯିବା ସମୟରେ ଯଦି ଆପଣଙ୍କୁ ବେଲ ପତ୍ର ମିଳି ଯାଉଛି ତ ଆପଣ ଏହାକୁ ଅଣ ଦେଖା କରି ଚାଲି ଯାଆନ୍ତୁ ନାହିଁ ବୁଝି ଯାଆନ୍ତୁ ଯେ ଆପଣଙ୍କ ଉପରେ ପ୍ରଭୁ ଭୋଳାନାଥ ଙ୍କ ବିଶେଷ ଆଶୀର୍ବାଦ ପ୍ରାପ୍ତ ହେବାକୁ ଯାଉଅଛି |ବେଲ ପତ୍ରରେ ପ୍ରଭୁ ଶିବଙ୍କର ଆଶୀର୍ବାଦ ରହିଥାଏ ଏବଂ ମାତା ପାର୍ବତୀଙ୍କ ବାସ ହୋଇଥାଏ ସ୍କନ୍ଧ ପୁରାଣରେ ସ୍ପଷ୍ଟ ଭାବରେ କୁହାଯାଇଛି ବେଲ ପତ୍ର ମାତା ପାର୍ବତୀଙ୍କ ଝଳାରୁ ଉତ୍ପନ ହୋଇଛି |ବେଲ ଗଛର ମୂଳରେ ସ୍ୱୟଂ ବ୍ରହ୍ମ ଦେବ ଏବଂ ମଧ୍ୟ ଭାଗରେ ଭଗବାନ ବିଷ୍ନୁ ଏବଂ ବେଲ ଗଛର ସମ୍ପୂର୍ଣ୍ଣ ଜାଗାରେ ଭଗବାନ ଶିବ ବସି ଥାଆନ୍ତି ଯେଉଁମାନେ ଅଣା ଦେଖା କରି ପଳାନ୍ତି |
ସେମାନେ ନିର୍ଦ୍ଧନ ହୋଇ ଯାଇଥାଆନ୍ତି ଗରିବରୁ ଗରିବ ହୋଇ ଯାଆନ୍ତି ଭାଗ୍ୟ ବଦଳାଇ ପାରିନଥାଏ ଏହି ବେଲ ପତ୍ର ଯଦି ଆପଣ ରାସ୍ତାରେ ପାଉଛନ୍ତି ତାହାକୁ ଘରକୁ ନେଇ ସଫା ପାଣିରେ ଧୋଇ ଦେଇ ଚନ୍ଦନରେ ଲଗାଇବେ ଏବଂ ଆପଣଙ୍କ ମନରେ ଯାହା ଅଛି ସେହି ବେଲ ପତ୍ରର ମଧ୍ୟ ଭାଗରେ ଲେଖି ଦେବେ ତାପରେ ଆପଣ ଯେକୌଣସି ଶିବ ମନ୍ଦିର ଯାଇ ଆପଣ ଭଗବାନଙ୍କ ଉପରେ ସେହି ବେଲ ପତ୍ର ଲଗାଇ ଦିଅନ୍ତୁ ଆପଣଙ୍କ ସବୁ ମନସ୍କାମନା ପୂରଣ ହୋଇଯିବ ବା କାର୍ଯ୍ୟ ଧନ ରଖିଥିବା ସ୍ଥାନରେ ରଖି ଦିଅନ୍ତୁ ଶହେରୁ ଶହେ ଆପଣଙ୍କ ଭାଗ୍ୟ ଚମକି ଯିବ |
ଆପଣ ଯଦି ରାସ୍ତାରେ ଯିବା ସମୟରେ ପଇସା ପାଉଛନ୍ତି ତାହେଲେ ମନେ ରଖନ୍ତୁ ଆପଣ ଏହାକୁ ଭଲ ଭାବରେ ଗଙ୍ଗା ଜଳ ଛିଞ୍ଚି ଏହାକୁ ନେଇ ମା ଲକ୍ଷ୍ମୀଙ୍କ ଚରଣରେ 11 ଥର ଛୁଆଁଇ ଦିଅନ୍ତୁ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ଦେଖାଇ ନାଲି ରଙ୍ଗୀ କପଡ଼ାରେ ବାନ୍ଧିକି ଏହାକୁ ଆପଣ ଧନ ରଖିଥିବା ସ୍ଥାନରେ ରଖି ଦିଅନ୍ତୁ ଆପଣ ଯଦି ଚାହିଁବେ ଏହାକୁ ପର୍ସରେ ମଧ୍ୟ ରଖି ପାରିବେ |