ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ପ୍ରଭୁ ଭୋଳା ଶଙ୍କର ଏହି ଦୁଇ ରାଶିରେ ଖୋଲିବାକୁ ଯାଉଛନ୍ତି ସୌଭାଗ୍ୟ ଏହି ରାଶିର ଲୋକମାନଙ୍କ ଉପରେ ପ୍ରଭୁ ଶିବଙ୍କ ବିଶେଷ କୃପା ଦୃଷ୍ଟି ବର୍ଷିବାକୁ ଯାଉଛି |ପ୍ରଭୁ ଶିବଙ୍କ ଅପାର କୃପା ବର୍ଷିବା ଦ୍ୱାରା ଏହି ଦୁଇ ରାଶିର ଲୋକଙ୍କୁ ଏବେ ମାଲାମାଲ ଠାରୁ ଆପଣଙ୍କୁ ଆଉ କେହିବି ଅଟକାଇ ପାରିବେ ନାହିଁ |ତେବେ ଦର୍ଶକବନ୍ଧୁ ଆସନ୍ତୁ ଆଜି ଆମେ ଜାଣିନେବା କଣ ସେହି ଭାଗ୍ୟଶାଳୀ ଦୁଇ ରାଶି ଯାହାଙ୍କ ଉପରେ ବର୍ଷିବାକୁ ଯାଉଛି ପ୍ରଭୁ ଶିବଙ୍କ ଅପାର କୃପା |
ଆପଣଙ୍କୁ କହି ରଖୁଛୁ ଯେ ଆପଣଙ୍କ ମାନସିକ ରୂପରେ ଧାର୍ମିକ ଭାବନାର ଉଦୟ ହେବ ଏମାନଙ୍କ ପାଇଁ ଏହି ରାଜଯୋଗ ବହୁତ ଭଲ ଏବଂ ଶୁଭ ସାବ୍ୟସ୍ତ ହେବ ଆପଣ ଆପଣଙ୍କ ଜୀବନ ସାଥୀଙ୍କ ସହିତ ସମ୍ପର୍କ ଏବଂ ସମ୍ବଦ ଆପଣଙ୍କ ବହୁତ ଭଲ ରହିବ ଏହି ସମୟ ବା ଆପଣଙ୍କ ଆଗାମୀ ସମୟ ବହୁତ ଶୁଭ ସାବ୍ୟସ୍ତ ହେବ ଏବଂ ବିବାହିତ ଲୋକଙ୍କ ପାଇଁ ଏହି ଦିନ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି ଯାହାକୁ ଶୁଣି ଆପଣ ବହୁତ ଅଧିକ ଖୁସି ହେବେ ଏବଂ ଏହି ଖୁସି ଖବର ଆପଣଙ୍କ ପାଇଁ ପ୍ରେମ ମାମଲାରେ ବହୁତ ଲାଭ ଦାୟକ ହେବ |
ଆପଣଙ୍କ ଆର୍ଥିକ ସ୍ଥିତି ବହୁତ ମଝଭୁତ ରହିବ ଆପଣଙ୍କ କଳାତ୍ମକ ଏବଂ ରଚନାତ୍ମକ କାର୍ଯ୍ୟରେ ପ୍ରଶଂସା ହେବ ବ୍ୟର୍ଥ କରିବା ଠାରୁ ଆପଣ ଦୂରେଇ ରୁହନ୍ତୁ ଆପଣଙ୍କ ସବୁ ମନସ୍କାମନା ଗୁଡ଼ିକ ପୂରଣ ହେବ ଆପଣଙ୍କ ଆର୍ଥିକ ସମସ୍ୟା ଗୁଡ଼ିକ ଦୂର ହେବ |ଆପଣଙ୍କୁ ଖୁବ ଶୀଘ୍ର ଚାକିରୀ ମିଳିବାର ସମ୍ଭାବନା ବନୁଛି ଅବିବାହିତ ଲୋକମାନଙ୍କ ବିବାହ ନିଶ୍ଚିତ ଭାବରେ ହେବାକୁ ଯାଉଛି |ଆପଣଙ୍କ ଜୀବନ ସାଥୀଙ୍କ ସହିତ ବହୁତ ପ୍ରକାର ଦର୍ଶନୀୟ ସ୍ଥାନ ବା କୌଣସି ଜାଗାକୁ ବୁଲିବାକୁ ଯାଇ ପାରନ୍ତି |
ଆପଣଙ୍କୁ ଏକ ବଡ଼ ଖୁସି ଖବର ମିଳିବାକୁ ଯାଉଛି ନିଜର ଉପରେ ବିଶ୍ୱାସ ରଖନ୍ତୁ ଆପଣଙ୍କ ସବୁ ବିଗିଡ଼ି ଯାଇଥିବା କାର୍ଯ୍ୟ ସୁରୁଖୁରୁରେ ଚାଲୁ ହେବ ଆପଣଙ୍କ ଆତ୍ମ ବିଶ୍ୱାସ କମ ହେବାକୁ ଦିଅନ୍ତୁ ନାହିଁ |ଆପଣଙ୍କୁ ପ୍ରେମ ପ୍ରସ୍ତାବ ମଧ୍ୟ ମିଳିପାରେ ଲଭ ଲାଇଫ କଥା କହିଲେ ଆପଣ ଯଦି କାହାକୁ ନିଜର ମନ କଥା ଖୋଲି କହିବାକୁ ଚାହୁଁଛନ୍ତି |
ତେବେ ଏବେ କହି ପାରନ୍ତି ଏହା ସବୁଠାରୁ ଆପଣଙ୍କ ପାଇଁ ଭଲ ସମୟ ଚାଲିଛି |ତେବେ ଦର୍ଶକବନ୍ଧୁ ଆସନ୍ତୁ ଜାଣିବା କଣ ସେହି ଦୁଇ ଭାଗ୍ୟଶାଳୀ ରାଶି ଯାହାଙ୍କ ବିଷୟରେ ଆମେ ଏଠାରେ ଆଲୋଚନା କରୁଅଛୁ |ତେବେ ଦର୍ଶକବନ୍ଧୁ ସେହି ଦୁଇ ଭାଗ୍ୟଶାଳୀ ରାଶି ହେଉଛନ୍ତି ସିଂହ ରାଶି ଏବଂ କୁମ୍ଭ ରାଶି |