କଣ ଆପଣଙ୍କ ନାମର ପ୍ରଥମ ଅକ୍ଷର S ,ତାହେଲେ ଜାଣନ୍ତୁ ଆପଣଙ୍କ ଭାଗ୍ୟ ଏବଂ ଆଗାମୀ ଭବିଷ୍ୟତ କିପରି ରହୁଅଛି |

ନମସ୍କାର ଦର୍ଶକବନ୍ଧୁ ଏହି ଦୁନିଆରେ ରହୁଥିବା ପ୍ରତ୍ୟକ ବ୍ୟକ୍ତି ବା ଜୀବ ଜନ୍ତୁ ଏପରିକି ପ୍ରତ୍ୟକ ବସ୍ତୁର କିଛିନା କିଛି ନାମ ରହିଥାଏ ନାମରୁ ହିଁ ଦୁନିଆରେ ସେହି ବ୍ୟକ୍ତିର ପରିଚୟ ମିଳିଥାଏ ପ୍ରତ୍ୟକ ବ୍ୟକ୍ତିର ନାମରେ କୌଣସି ନା କୌଣସି ପ୍ରଭାବ ପକାଇଥାଏ ତ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ S ନାମ ଥିବା ବ୍ୟକ୍ତି କିପରି ହୋଇଥାଆନ୍ତି |ଏପରି ବହୁତ କିଛି ଖବର ଆପଣମାନେ ଶୁଣିଥିବେ କିନ୍ତୁ ଆମେ ଆଜି ଆପଣଙ୍କୁ କିଛି ଏପରି କଥା ଆଜି କହିବୁ ଯାହା ହୁଏ ତ ଆପଣ ଆଗରୁ କେବେ ଦେଖି ନଥିବେ କି ଶୁଣି ନଥିବେ ଅର୍ଥାତ ଯେଉଁମାନଙ୍କ ନାମ S ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ କେଉଁ ପ୍ରକାରର ହୋଇ ଥାଆନ୍ତି |S ନାମରେ ଆରମ୍ଭ ହୋଇଥିବା ବ୍ୟକ୍ତି ମାନେ କୁମ୍ଭ ରାଶିର ହୋଇ ଥାଆନ୍ତି |

S ଅକ୍ଷରଟି ଇଂରାଜୀ ଅକ୍ଷର 19 ନମ୍ବର ଅକ୍ଷର ଅଟେ ଆପଣ ଏହା ତ ଶୁଣିଥିବେ କଠିନ ପରିସ୍ଥିତିରେ ବୁଦ୍ଧିମାନ ଲୋକ ରାସ୍ତା ଖୋଜି ଥାଆନ୍ତି କିନ୍ତୁ ଦୁର୍ବଳ ସ୍ଵଭାଵ ସମ୍ପନ୍ନ ଲୋକ ବାହାନ ଖୋଜି ଥାଆନ୍ତି |S ନାମରେ ଥିବା ବ୍ୟକ୍ତିମାନେ କଠିନ ରାସ୍ତା ଆସିବା ଆଗରୁ ଏମାନେ ଗୋଟେ ନୂଆ ରାସ୍ତା ତପୂର୍ବରୁ ବାଛି ଦେଇଥାଆନ୍ତି ଏମାନଙ୍କୁ କାହାର ସହାନୁଭୂତିର ଆବଶ୍ୟକ ପଡ଼ି ନଥାଏ S ନାମ ଥିବା ବ୍ୟକ୍ତି ସିଂହ ସ୍ୱଭାବର ହୋଇ ଥାଆନ୍ତି ଯେପରିକି ଜଙ୍ଗଲରେ ସିଂହ ଗର୍ଜନ କରିଥାଏ ତ ପ୍ରତ୍ୟକ ଜୀବ ଜନ୍ତୁ ଲୁଚି ଯାଇଥାଆନ୍ତି |

ସେହିପରି ଏହି ନାମ ଥିବା ବ୍ୟକ୍ତିମାନେ କାହା ସହିତ ଶତ୍ରୁତା ରଖିବା ପାଇଁ ପସନ୍ଦ କରନ୍ତି ନାହିଁ କିନ୍ତୁ ଏମାନନ୍କୁ ଯଦି ବାରମ୍ବାର ଠକି କିଏ ଶତ୍ରୁତା ଆଚରଣ କରି ଥାଆନ୍ତି ସେମାନଙ୍କ ସିଂହ ସମାନ ପ୍ରକୃତ ରୂପ ସମୟ ଆସିଲେ ଅବଶ୍ୟ ଦେଖାଇ ଥାଆନ୍ତି S ନାମର ଥିବା ବ୍ୟକ୍ତିମାନେ ନିଜର ପରିଚୟ ନିଜେ ସୃଷ୍ଟି କରି ଥାଆନ୍ତି ଏମାନେ ନିଜର ଛବିକୁ ଏପରି ପ୍ରସ୍ତୁତ କରୁଛନ୍ତି ଯେ କି ଯେଉଁ ସ୍ଥାନକୁ ବି ଯାଇ ଥାଆନ୍ତି ସେଠାରେ ନିଜ ଚାପି ନିଶ୍ଚିତ ଭାବରେ ପକାଇ ଥାଆନ୍ତି |

ପ୍ରତ୍ୟକ ଲୋକ ଏମିତି ଦୁନିଆକୁ ଆସନ୍ତି ପୁଣି ଚାଲି ଯାଆନ୍ତି କିନ୍ତୁ S ନାମ ଥିବା ବ୍ୟକ୍ତି ଦୁନିଆରେ ନିଜର ଏକ ଅଲଗା ପରିଚୟ ଏବଂ ଖ୍ୟାତି ସୃଷ୍ଟି କରି ଥାଆନ୍ତି ଦୁନିଆର ଏକ ଭଲ ପରିଚୟ ସୃଷ୍ଟି କରିବା ଏମାନଙ୍କର ଏକ ପ୍ରିୟ ରୁଚି ରହିଥାଏ ଏମାନେ ଯଶ ଏବଂ ଖ୍ୟାତିର ଅଧିକାରୀ ହୋଇ ଥାଆନ୍ତି ଓ ଏପରି କିଛି କରିଥାଆନ୍ତି କି ଦୁନିଆରେ ପ୍ରତ୍ୟକ ସ୍ଥାନରେ କେବଳ ଏମାନଙ୍କର ହିଁ ଚର୍ଚ୍ଚା ହୋଇଥାଏ |

S ନାମର ଥିବା ବ୍ୟକ୍ତି ମାନଙ୍କୁ ତାଙ୍କ ସଫଳତାକୁ ଦୁନିଆ ଜାଣିଥାଏ ଏହି ବ୍ୟକ୍ତି ଅନେକ ବ୍ୟକ୍ତିମାନଙ୍କ ଠାରୁ ଗୋଟିଏ ହୋଇ ଥାଆନ୍ତି ଯେପରିକି କୋଇଲରୁ ହୀରା ମିଳିବା କଥା କୁହାଯାଏ ସେହିପରି ଇଂରାଜୀ 24 ଅକ୍ଷର ମଧ୍ୟରୁ ଗୋଟିଏ ହୋଇ ଥାଆନ୍ତି ଏହି ନାମ ଥିବା ଲୋକ |ଏମାନେ ସର୍ବଦା ବିଶ୍ୱାସୀ ହୋଇଥାଆନ୍ତି ଏବଂ ସ୍ୱଭାବରେ ବହୁତ ଭଲ ମଧ୍ୟ ହୋଇ ଥାଆନ୍ତି |

Leave a Reply

Your email address will not be published. Required fields are marked *