ଯୁବକଙ୍କ ଆଇ ଲଭ ୟୁ କହିବା ପଡ଼ିଗଲା ମହଙ୍ଗା ,ଗୋଡ଼ାଇ ଗୋଡ଼ାଇ ପିଟିଲେ ଯୁବତୀ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ |

ନମସ୍କାର ବନ୍ଧୁଗଣ ଏକ ଯୁବକ ଜଣେ ଯୁବତୀଙ୍କୁ ଆଇ ଲଭ ୟୁ କହିବାରୁ ଯୁବତୀ ଜଣକ ଯୁବକ ଙ୍କୁ ଦେଉଛନ୍ତି ଏମିତି ଦଣ୍ଡ ରାସ୍ତା ମଝିରେ ଯୁବକଙ୍କୁ ଚପଲରେ ପିଟିଲେ ଯୁବତୀ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଖବର |ତେବେ ପ୍ରେମ ବ୍ୟାପାରକୁ ନେଇ ଆଜି କାଲି ଯୁବକ ଯୁବତୀଙ୍କ ମଧ୍ୟରେ ଅନେକ ସମୟରେ କିଛି ବିବାଦ ଦେଖିବାକୁ ମିଳିଥାଏ କିଏ ପ୍ରେମର ପାଗଳ ହୋଇ ଜୀବନ ହାରୁଛି ତ ଆଉ କିଏ ପୁଣି ଅନ୍ୟର ଜୀବନ ନେଉଛି ତେବେ ଏହା ମଧ୍ୟରେ ଏକ ପ୍ରେମ ଜନିତ ଘଟଣା ସାମ୍ନାକୁ ଆସିଛି |

ତେବେ ଜଣେ ଯୁବକ ଆଇ ଲଭ ୟୁ କହିବାରୁ ଯୁବତୀ ଜଣକ ତାଙ୍କୁ ଚପଲରେ ପିଟିଥିବା ଦେଖିବାକୁ ମିଳିଛି ଏହି ଘଟଣା ଏବେ ସୋସିଆଲ ମେଡିଆରେ ବହୁତ ଭାଇରଲ ହେବାରେ ଲାଗିଛି |ତେବେ ସୂଚନା ମୁତାବକ ଉତ୍ତର ପ୍ରଦେଶର ଆଗ୍ରାର ସଡ଼କ ମଝିରେ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ |ଆଇ ଲଭ ୟୁ କହିବାରୁ ଜଣେ ଯୁବତୀ ତାଙ୍କର ବାନ୍ଧବୀ ଜଣେ ଯୁବକଙ୍କୁ ଚପଲରେ ପିଟିଥିଲେ |

ତେବେ କମଳା ନଗରରେ ଘଟିଥିବା ଏହି ଘଟଣାଟି ଏବେ ବହୁ ମାତ୍ରାରେ ଘୁରି ବୁଲୁଚି |ଏହି ଘଟଣା ଶୁଣି ପୋଲିସ ଯୁବକଙ୍କୁ ଘଟଣା ସ୍ଥଳରେ ଉଦ୍ଧାର କରିବା ସହିତ ମାମଲା ଜାରି କରିଥିଲା ଘଟଣାଟି ସକାଳ ସମୟର ଘଟିଥିଲା |ଦୁଇ ଜଣ ଯୁବତୀ ପ୍ରଥମେ ଯୁବକକୁ ରାସ୍ତା ମଝିରେ ଧରିଥିଲେ |

ଆଉ ଏହା ପରେ ଜଣେ ଯୁବତୀ ଗାଲକୁ ଚାପୁଡ଼ା ମାରିଥିଲେ ଓ ଅନ୍ୟ ଜଣେ ଯୁବତୀ ତାଙ୍କୁ ଚପଲଧରି ପିଟୁଥିଲେ ପିଟିବା ସମୟରେ ଆଇ ଲଭ ୟୁ କହ ବୋଲି ଜଣେ ଯୁବତୀ କହୁଥିଲେ ଏହି ଦୃଶ୍ୟ ଦେଖି ରାସ୍ତାରେ ଲୋକମାନଙ୍କ ଭିଡ଼ ଜମି ଯାଇଥିଲା |ତେବେ ଯୁବତୀଙ୍କୁ ଖରାପ ଆଚରଣ କରି ଥିବାରୁ ଯୁବକଙ୍କୁ ପୋଲିସ ଗିରଫ କରିଛି |

Leave a Reply

Your email address will not be published. Required fields are marked *