ହିରୋଇନ ହେବାକୁ ଯାଉଛନ୍ତି କୁନି ଅଭିନେତ୍ରୀ ତାରିଣୀ ,ଏଭଳି କିଛି ସତ୍ୟ ଖୁଲାସା କଲେ ଏହି କୁନି ଅଭିନେତ୍ରୀ ଜାଣନ୍ତୁ କଣ ରହିଛି |

ନମସ୍କାର ଦର୍ଶକବନ୍ଧୁ ଓଲିଉଡ଼ ହିରୋଇନ ହେବେ ଆଇସା ସାମଲ ତେବେ ବଡ଼ ପରଦାରେ ହିରୋଇନ ହୋଇ ସାରା ଓଡ଼ିଶାର ଲୋକମାନଙ୍କ ମନକୁ ଜିତୁଛନ୍ତି ଓଲିଉଡ଼ର ଏହି ଶିଶୁ କଳାକାର ଆଇସା ତାହେଲେ ବର୍ତ୍ତମାନ ଆଇସା ପ୍ରାୟ 13 ବର୍ଷ ବୟସ ହୋଇ ଯାଇଛି |ତାରା ତାରିଣୀ ସିରିଏଲରେ ଶିଶୁ କଳାକାର ଭାବରେ ଅଭିନୟ ନିଶ୍ଚିତ ଭାବରେ ଦେଖିଥିବେ |ଏହି ସିରିଏଲରେ ସୁନ୍ଦର ଅଭିନୟ କରି ବହୁତ କମ ଦିନ ମାନଙ୍କରେ ଓଡ଼ିଶାର ଲୋକମାନଙ୍କ ମନକୁ ଛୁଇଁବାରେ ସଫଳ ହୋଇ ପାରିଥିଲେ ଆଇସା |

ତେବେ ଆଇସା ସାତ ବର୍ଷ ବୟସରେ ସେ ତାଙ୍କ ଅଭିନୟ ଆରମ୍ଭ କରିଥିଲେ ପାଠ ପଢିବା ସହିତ ଅଭିନୟ ମଧ୍ୟ ତାଙ୍କର ଦେଖିବାକୁ ମିଳିଥିଲା ସ୍କୁଲରେ ବହୁତ ସୁନ୍ଦର ପାଠ ମଧ୍ୟ ପଢ଼ନ୍ତି ତାହା ସହିତ ଖୁବ ସୁନ୍ଦର ଅଭିନୟ ମଧ୍ୟ କରନ୍ତି |ତାହେଲେ ତାଙ୍କ ଅଭିନୟ ପାଇଁ ତାଙ୍କ ବାପା ମା ତାଙ୍କୁ ବହୁତ ଏନ କରେଜ କରୁଛନ୍ତି ତାହା ଛଡ଼ା ଏବେ ସ୍କୁଲରେ ପାଠ ପଢୁଛନ୍ତି |

ଆଇସା ତେବେ କିଛି ଦିନ ହେବ ସେ ଓଲିଉଡ଼ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଯାଇଛନ୍ତି |ଆଗାମୀ ଦିନ ମାନଙ୍କରେ ସେ ଓଲିଉଡ଼ ସିନେମାର ହିରୋଇନ ହେବାକୁ ଚାହିଁଛନ୍ତି |ବଡ଼ ପରଦାରେ ହିରୋଇନ ହେବା ପାଇଁ ସେ ସାରା ଓଡ଼ିଶାର ଲୋକମାନଙ୍କ ମନକୁ ଜିତିବାର ଆଶା ରଖିଛନ୍ତି |ତାହେଲେ ଏବେ ଆଇସା ବର୍ତ୍ତମାନ 13 ବର୍ଷ ବୟସ ହୋଇଛି |

ଆଉ ଅଳ୍ପ ପରେ ଆପଣମାନେ ତାଙ୍କୁ ଓଲିଉଡ଼ ପରଦାରେ ଦେଖିବାକୁ ପାଇବେ ତାହେଲେ ଆଇସା ତାରା ତାରିଣୀ ସିରିଏଲରେ ସୁନ୍ଦର ଅଭିନୟ କରି ସେ ବହୁତ ସାରା ଆୱାର୍ଡ ମଧ୍ୟ ପାଇଥିଲେ ଆଉ ସେ ସ୍କୁଲରେ ସୁନ୍ଦର ଅଭିନୟ କରି ବହୁତ ସାରା ଅଭିନୟ କରି ବହୁତ ଆୱାର୍ଡ ମଧ୍ୟ ପାଇଥିଲେ |

Leave a Reply

Your email address will not be published. Required fields are marked *