ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ଆସୁଚି ଆଉ କିଛି ବଡ଼ ଖବର ଯୁକ୍ତ ଦୁଇ ପରୀକ୍ଷାରେ ହେବ ବଡ଼ ପରିବର୍ତ୍ତନ ଏହି ମାସ ହେବ ପ୍ରଥମ ହେବ ପ୍ରଥମ ଇଣ୍ଟରନାଲ ପରୀକ୍ଷା ତେବେ ଜାଣି ରଖନ୍ତୁ ଯେ ଯଦି ଆପଣ ଜଣେ ଯୁକ୍ତ ଦୁଇ ଛାତ୍ର ଛାତ୍ରୀ ଏଥର ପରୀକ୍ଷା ପଦ୍ଧତିରେ ଆସିଲା ଆଉ କିଛି ନୂଆ ନିୟମ ଜାଣିବା ଏଥର ବର୍ଷକୁ ହେବ ଦୁଇଟି ଇଣ୍ଟର ନାଲ ପରୀକ୍ଷା ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଖବର ଜାଣିବା ।
ଯୁକ୍ତ ଦୁଇ ପରୀକ୍ଷା ପଦ୍ଧତିରେ ହୋଇଛି ଏକ ବଡ ପରିବର୍ତ୍ତନ ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିଷ୍ପତି ନିଆ ଯାଇଛି ବର୍ତ୍ତମାନ ଛାତ୍ର ଛାତ୍ରୀଙ୍କ ଲାଗି ଦୁଇଟି ଇଣ୍ଟରନାଲ ପରୀକ୍ଷା ଦେବାକୁ ହେବ ଏନେଇ ବିସ୍ତୃତ ମାର୍ଗ ଦର୍ଶକ ହୋଇଛି |
ତେବେ ୨୦୨୩-୨୪ ଶିକ୍ଷାବର୍ଷ ରୁ ଦ୍ଵାଦଶ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କ ପାଇ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ରେ ଦୁଇଟି ଇଣ୍ଟରନାଲ ପରୀକ୍ଷା କରାଯିବ ସେମନେବ୨୦୨୪ ରେ ବାର୍ସିକ ପରୀକ୍ଷା ଦେବେ ।ପ୍ରଥମ ଇଣ୍ଟରନାଲ ପରୀକ୍ଷା ଅଗଷ୍ଟ ୧୬ ରୁ ଅଗଷ୍ଟ ୨୯ ମଧ୍ୟରେ ଏବଂ ଦ୍ୱିତୀୟ ପରୀକ୍ଷା ନଭେମ୍ବର ୧ ରୁ ୧୧ ମଧ୍ୟରେ କରିବାକୁ କୁହାଯାଇଛି ।
ପ୍ରା କଟିକଲ୍ ଥିବା ବିଷୟରେ କୋଡ଼ିଏ ଏବଂ ଦଶ ମାର୍କର ପରୀକ୍ଷା ହେବ ଉଭୟ ପରୀକ୍ଷା ପାଇଁ ୪୫ ମିନିଟ ସମୟ ଦିଆଯିବ ସେହିପରି ପ୍ରା କଟିକାଲ ଥିବା ବିଷୟରେ କୋଡ଼ିଏ ମାର୍କର ଇଣ୍ଟର ନାଲ ପରୀକ୍ଷା କରାଯିବ ।ତେବେ ୨୦୨୪ ବାର୍ଷିକ ଫଳ ଘୋଷଣା ସମୟରେ ଇଣ୍ଟରନାଲ ପରୀକ୍ଷାରୁ କୋଡ଼ିଏ ପ୍ରତିଶତ ଏବଂ ବାର୍ସିକ ପରୀକ୍ଷାରେ ୮୦ ପ୍ରତିଶତ ଦିଆଯିବ ବୋଲି ପରିଷଦ ପକ୍ଷରୁ ମାର୍ଗ ଦର୍ଶିକରେ କୁହାଯାଇଛି |