ନମସ୍କାର ଦର୍ଶକବନ୍ଧୁ କାନ୍ଦିବାର ଦିନ ଆପଣଙ୍କର ଶେଷ ହେଲା କାରଣ ଆଜି ରାତିଠାରୁ ଏହି ରାଶିର ସବୁ କଷ୍ଟ ଦୂର କରିବେ ପ୍ରଭୁ ମହାଦେବ | ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭଗବାନ ଭୋଳାନାଥଙ୍କୁ ସୃଷ୍ଟିର ଅଧିପତି ବୋଲି ଆମେ ମାନିଥାଉ ମହାଦେବ ଙ୍କୁ ହିଁ ସୃଷ୍ଟିର ପାଳନ ହାର ବୋଲି କୁହାଯାଇଥାଏ |ଦର୍ଶକବନ୍ଧୁ ଭୋଳାନାଥ ଯେତେବେଳେ କୌଣସି ଲୋକମାନଙ୍କ ଉପରେ ପପ୍ରସନ୍ନ ହୋଇ ଯାଆନ୍ତି ତେବେ ସେ ନିଜର ଅପାର କୃପା ସେମାନଙ୍କ ଉପରେ ବର୍ଷାଇ ଥାଆନ୍ତି |ଭଗବାନ ଭୋଳାନାଥ ସ୍ୱଭାବରେ ମଧ୍ୟ ଭୋଳା ଅଟନ୍ତି ତାଙ୍କୁ ପ୍ରସନ୍ନ କରିବା ସବୁଠାରୁ ଅଧିକ ସହଜ ହୋଇଥାଏ ଆଉ ଏହା ମଧ୍ୟ ଜାଣି ରଖନ୍ତୁ ଯେ ମହାଦେବ ଏବେ କିଛି ରାଶିମାନଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି ମହାଦେବ |
ଏବେ ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ଏବେ ଖୁସି ହୋଇ ସାରିଛନ୍ତି ଯାହା ଫଳରେ ଏହି ରାଶିର ବ୍ୟକ୍ତିମାନେ ଏବେ ଖୁସିରେ ମାଲାମାଲ ହେବାକୁ ଯାଉଛନ୍ତି |ପ୍ରଭୁ ଭୋଳାନାଥଙ୍କ କୃପାରୁ ଆପଣଙ୍କ ଦୁଃଖର ଦିନ ଏବେ ଶେଷ ହୋଇ ଭଲ ଦିନ ଏବେ ଆରମ୍ଭ ହେବାକୁ ଯାଉଅଛି ଆପଣଙ୍କର ଟଙ୍କା ପଇସାର ଆଉ ଅଭାବ ରହିବ ନାହିଁ |ଭଗବାନ ଭୋଳାନାଥଙ୍କ କୃପାରୁ ଆପଣଙ୍କର ସବୁ ଅଧୁରା କାର୍ଯ୍ୟ ବା ବିଗିଡ଼ି ଯାଇଥିବା କାର୍ଯ୍ୟ ଏବେ ସେସବୁ ପୂରଣ ହେବାରେ ଲାଗିବ ଏବଂ ଆପଣଙ୍କ ଜୀବନରେ ଆସୁଥିବା ସମସ୍ତ ଅସୁବିଧା ମଧ୍ୟ ଦୂର ହେବାରେ ଲାଗିବ |
ଆପଣଙ୍କୁ ଏବେ ଆପଣଙ୍କ ପ୍ରତ୍ୟକ କାର୍ଯ୍ୟରେ ସଫଳତା ମିଳିବାକୁ ଯାଉଅଛି ଆପଣଙ୍କ ଶତ୍ରୁ ଏବେ ଆପଣଙ୍କ ଠାରୁ ଦୂରେଇ ରହିବେ ସମାଜରେ ଲୋକମାନେ ଆପଣଙ୍କୁ ମାନ ସମ୍ମାନ ଦେବେ ବେପାର ବାଣିଜ୍ୟ ଆପଣଙ୍କ ଦୁଇଗୁଣା ଆଗକୁ ବଢିବ |ଯେଉଁ ଲୋକମାନେ ବେରୋଜଗାର ରହିଛନ୍ତି ସେମାନଙ୍କୁ ଏବେ ଭଲ ଚାକିରୀ ମଧ୍ୟ ମିଳିଯିବ ଭୋଳାନାଥଙ୍କ କୃପାରୁ କାର୍ଯ୍ୟ କ୍ଷେତ୍ରରେ ବଡ଼ ସଫଳତା ମିଳିବାକୁ ଯାଉଅଛି |
ଲୋକମାନେ ଆପଣଙ୍କ ସବୁ କଥା ପଚାରି ବୁଝି କାମ କରିବେ ଆପଣଙ୍କର ପରିବାରରେ ଖର୍ଚ୍ଚ କମ ହେବ ଏବଂ ଦିନକୁ ଦିନ ରୋଜଗାର ମଧ୍ୟ ବଢ଼ିବାରେ ଲାଗିବ |ଭୋଳାନାଥଙ୍କ କୃପାରୁ ଆପଣଙ୍କ ମନରେ ଆତ୍ମ ବିଶ୍ୱାସ ଏବଂ ଉତ୍ସାହ ମଧ୍ୟ ବଢ଼ିଯିବ ପ୍ରେମ ଆପଣଙ୍କ ପ୍ରେମ ସମ୍ବଦ ମଧ୍ୟ ମଧୁର ରହିବ ଆପଣଙ୍କୁ ସମାଜ ପାଇଁ ଶୁଭ କାର୍ଯ୍ୟ କରିବାର ଅବସର ମିଳିବାକୁ ଯାଉଛି |
ତେବେ ଦର୍ଶକବନ୍ଧୁ ପ୍ରଭୁ ଭୋଳାନାଥଙ୍କ କୃପାରୁ ଯେଉଁ ରାଶି ମାନେ ଏବେ ଭାଗ୍ୟଶାଳୀ ହେବାକୁ ଯାଉଛନ୍ତି ସେହି ରାଶି ଗୁଡ଼ିକ ହେଉଛନ୍ତି କୁମ୍ଭ ରାଶି ,ମିଥୁନ ରାଶି ,କର୍କଟ ରାଶି ,ସିଂହ ରାଶି ,ବୃଷ ରାଶି ଏବଂ ତୁଳା ରାଶି |