Big Breaking- ଆଙ୍ଗନାବାଡୀ ଦିଦିଙ୍କ ପାଇଁ ଆସିଲା ବଡ ଖୁସି ଖବର, ଏବେ ମୋଦି କଲେ ବଡ଼ ଘୋଷଣା, ଏହି ଦିନଠାରୁ ମିଳିବ…

ନମସ୍କାର ଦର୍ଶକବନ୍ଧୁ ଦେଶର ସମସ୍ତ ଅଙ୍ଗନୱାଡି ଦିଦି ମାନଙ୍କର ଦରମା ମୋଦି ସରକାର ବୃଦ୍ଧି କରିଛନ୍ତି ତେବେ ଏବେ ଏବେ ଆସିଲା ଆଉ ଏକ ବହୁତ ବଡ଼ ଖୁସିର ଖବର ଅଙ୍ଗନୱାଡି କର୍ମୀ ମାନଙ୍କ ପାଇଁ ଆସନ୍ତୁ ଜାଣିବା କଣ ରହିଛି ନୂଆ ଅପଡେଟ |

ତେବେ ଏବେ ଏବେ ମୋଦି ସରକାର ଆଣିଲେ ଅଙ୍ଗନୱାଡି କର୍ମୀ ମାନଙ୍କ ପାଇଁ ଏକ ବହୁତ ବଡ଼ ଖୁସିର ଖବର ଯାହାକି ଦେଶର ସମସ୍ତ ଅଙ୍ଗନୱାଡି କର୍ମୀ ମାନଙ୍କ ପାଇଁ ଖୁସିର ସମୟ ଆସି ଯାଇଛି |ତେବେ ଦୀର୍ଘ 45 ଦିନ ଧରି ଅଙ୍ଗନୱାଡି କର୍ମୀ ମାନେ ରାଜ ରାସ୍ତା ଭୁବନେଶ୍ୱର ପିଏନଜି ରେ ଧାରଣାରେ ବସିଥିଲେ ଯାହା ଆପଣମାନେ ସମସ୍ତେ ଜାଣିଥିବେ |

ଏହା ଦ୍ୱାରା ଆମ ଓଡିଶା ସରକାର ଅଙ୍ଗନୱାଡି କର୍ମୀ ମାନଙ୍କ ପାଇଁ ଏକ ଲିଖିତ ପ୍ରତିଶୃତି ମଧ୍ୟ ଦେଇଥିଲେ | ଲିଖିତ ପ୍ରତିଶୃତି ଦେଲା ପରେ ଅଙ୍ଗନୱାଡି କର୍ମୀମାନେ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ କିନ୍ତୁ ରାଜ୍ୟ ସରକାର ଦେଇଥିବା ପ୍ରତିଶୃତି ଏପର୍ଯ୍ୟନ୍ତ ହେଲା ପୂରଣ କଲେ ନାହିଁ |

ତେଣୁ ଏହାକୁ ନେଇ ରାଜ୍ୟର ସମସ୍ତ ଅଙ୍ଗନୱାଡି କର୍ମୀ ମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଚିଠି ଲେଖିଥିଲେ ଏବେ ଏବେ ସୂଚନା ମିଳୁଛି ଯେ ମୋଦି ସରକାର ନିଶ୍ଚିତ ଭାବରେ ଅଙ୍ଗନୱାଡି କର୍ମୀ ମାନଙ୍କର ଦାବି ଶୁଣିବେ ତେଣୁ ବହୁ ଆଶା ଆଶଙ୍କାରେ ଅଛନ୍ତି |

ଅଙ୍ଗନୱାଡି ଦିଦି ମାନେ ଯାହାକି ସେମାନଙ୍କ ଦୁଃଖ ନିଶ୍ଚିତ ଭାବରେ ଶୁଣିବେ ପ୍ରଧାନ ମନ୍ତ୍ରୀ ମୋଦି କାରଣ ପୂର୍ବ ଇଲେକ୍ସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଙ୍ଗନୱାଡି କର୍ମୀ ମାନେ ତାଙ୍କ ଦରମା ବୃଦ୍ଧି କରିଥିଲେ ତେଣୁ ଆଗକୁ 2024 ଇଲେକ୍ସନ ଅଛି ତେଣୁ ଇଲେକ୍ସନ ପୂର୍ବରୁ ମୋଦି ସରକାର ଦେଶର ସମସ୍ତ ଅଙ୍ଗନୱାଡି କର୍ମୀ ମାନଙ୍କ ଦରମା ବୃଦ୍ଧି କରିବେ ବୋଲି ଆଶା ଓ ବିଶ୍ୱାସ ରଖିଛନ୍ତି ଅଙ୍ଗନୱାଡି ଦିଦି ମାନେ |

Leave a Reply

Your email address will not be published. Required fields are marked *