ଆଜିର ଅନୁଚିନ୍ତା ;ଆପଣଙ୍କ ସ୍ତ୍ରୀ ଘରେ କରୁଛନ୍ତି କି ଏପରି କାମ ,ତେବେ ଆପଣ ରାତା ରାତି ହୋଇଯିବେ ମାଲାମାଲ ଦେଖନ୍ତୁ କଣ |

ନମସ୍କାର ଦର୍ଶକବନ୍ଧୁ ଆମେ ଆଜି ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ଜାଣିବା ଉପଯୋଗୀ ଅଟେ |ପ୍ରଥମେ ଯେଉଁ ମହିଳାଙ୍କ ଗାଲରେ ଟିମ୍ପଲ ହୋଇଥାଏ ସେହି ସ୍ତ୍ରୀଙ୍କ ବ୍ୟବହାର ବହୁତ ଭଲ ହୋଇଥାଏ ଏବଂ ରୋମାଣ୍ଟିକ ହୋଇଥାଆନ୍ତି କିନ୍ତୁ ତାଙ୍କ ଉପରେ ଭରସା କରାଯାଇ ପାରିବ ନାହିଁ |ଯେଉଁ ସ୍ତ୍ରୀ ମାନଙ୍କ ଡାହାଣ ଗାଲ ଛୋଟ ହୋଇଥାଏ ସେହି ସ୍ତ୍ରୀ ମାନଙ୍କ ସ୍ୱାମୀର ମୃ-ତ୍ୟୁ ଆଗେ ହୋଇଥାଏ ଏହିପରି ସ୍ତ୍ରୀଙ୍କ କୋମଳତା ସହ ସାହସ ମଧ୍ୟ ଥାଏ |

ଯେଉଁ ସ୍ତ୍ରୀ ମାନେ ହସିବା ସମୟରେ ଗାଲ ଗୁଡ଼ିକ ଅଧିକ ଫୁଲକା ଦେଖାଯାଏ ସେହିଭଳି ସ୍ତ୍ରୀ ଲୋକମାନେ 35 ବର୍ଷ ପାଖାପାଖି ବିଧବା ରହିବାର ଆଶଙ୍କା ରହିଥାଏ ଏହି ସ୍ତ୍ରୀ ମାନଙ୍କ ଜୀବନ ସବୁବେଳେ ପରିଶ୍ରମ କରିବାରେ ବ୍ୟସ୍ତ ଥାଏ 50 ବର୍ଷ ପରେ ହିଁ ଏମାନଙ୍କୁ ସୁଖ ପ୍ରାପ୍ତି ହୋଇଥାଏ |ଯେଉଁ ସ୍ତ୍ରୀ ହସିବା ସମୟରେ ଗାଲରେ ପିମ୍ପଲ ହୋଇଥାଏ ସେହି ସ୍ତ୍ରୀ ଶରୀର ତେଜ ଏବଂ ଜଲ୍ଦି ଜଲ୍ଦି କଥା କହିବା ଏବଂ ନିଜ କାମ ଦ୍ୱାରା ସମସ୍ତଙ୍କ ହୃଦୟରେ ବହୁତ ଶୀଘ୍ର ସ୍ଥାନ ବନାଇ ପାରନ୍ତି |

ଯେଉଁ ସ୍ତ୍ରୀ ଲୋକମାନଙ୍କ ବାମ ଗାଲରେ କଳାଜାଇ ହୋଇଥାଏ ସେହି ସ୍ତ୍ରୀ ବୁଦ୍ଧିମାନ ଶିକ୍ଷା ପ୍ରତି ଇଛା ଏବଂ ସୌନ୍ଦର୍ଯ୍ୟତା ପ୍ରତି ବିଶେଷ ଧ୍ୟାନ ଦେଇ ଥାଆନ୍ତି ଯେଉଁ ସ୍ତ୍ରୀ ମାନଙ୍କ ଡାହାଣ ଗାଲରେ କଳାଜାଇ ଥାଏ ସେହି ସ୍ତ୍ରୀ ଧନଵାନ ,ବୈଭବ ଶାଳୀ ଏବଂ ଚରିତ୍ର ବାନ ହୋଇଥାଆନ୍ତି ଏହି ପ୍ରକାର ସ୍ତ୍ରୀ ଲୋକମାନେ ନିଜର ଆବଶ୍ୟକକୁ ନିୟନ୍ତ୍ରଣରେ ରଖି ଥାଆନ୍ତି |

ଯେଉଁ ସ୍ତ୍ରୀ ଲୋକମାନଙ୍କ ମୁହଁର ଆକାର ଗୋଲ ଅଟେ ସେହି ସ୍ତ୍ରୀ ଲୋକମାନଙ୍କ ଲଭ ଲାଇଫ ବହୁତ ଖୁସିରେ କଟିଥାଏ ଯେଉଁ ସ୍ତ୍ରୀ ଲୋକ ମାନଙ୍କ ମୁଣ୍ଡର ଆକାର ମଧ୍ୟମ ଧରଣର ହୋଇ ଥାଏ ସେହି ସ୍ତ୍ରୀ ଲୋକମାନେ ବହୁତ ଭାଗ୍ୟଶାଳୀ ହୋଇ ଥାଆନ୍ତି ଏବଂ ତାଙ୍କ ପଇସାରେ ବହୁତ ମାଲାମାଲ ହୋଇ ଥାଆନ୍ତି |

Leave a Reply

Your email address will not be published. Required fields are marked *